Home Posts tagged central vista
Odisha News
ନୂଆଦିଲ୍ଲୀ,୮/୯: ରାଜଧାନୀ ଦିଲ୍ଲୀରେ ବହୁପ୍ରତୀକ୍ଷିତ ସେଣ୍ଡାଲ ଭିଷ୍ଟା ପ୍ରକଳ୍ପକୁ ଆଜି ସନ୍ଧା ୭ଟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉନ୍ମୋଚନ କରିବେ । ରାଷ୍ଟ୍ରପତି ଭବନରୁ ଇଣ୍ଡିଆ ଗେଟ୍ ପର୍ଯ୍ୟନ୍ତ ବିସୃତ ରାସ୍ତା ନାମ ପରିବର୍ତ୍ତନ ହୋଇ କର୍ତ୍ତବ୍ୟ ପଥ ହେବ । ସେହିପରି ଇଣ୍ଡିଆ ଗେଟ୍ ରେ ନେତାଜୀଙ୍କ ପ୍ରତିମୂର୍ତ୍ତି ଅବସ୍ଥାପିତ କରାଯିବ।ସେଣ୍ଟ୍ରାଲ ଭିଷ୍ଟା ଆଭେନ୍ୟୁର ନୂଆ ଲୁକ୍। ତେବେ କ’ଣ ଏହି ସେଣ୍ଟ୍ରାଲ ଭିଷ୍ଟା ଆଭେନ୍ୟୁ। ଏଥିରେ କଣ ରହିଛି Continue Reading
Seo wordpress plugin by www.seowizard.org.