Home Posts tagged census
Odisha News
ଭୁବନେଶ୍ୱର, ୨୨/୪ : ଜନଗଣନା କର୍ମଚାରୀଙ୍କର ସୁରକ୍ଷାକୁ ନେଇ ରାଜ୍ୟ ସରକାରଙ୍କ ବଢିଛି ଚିନ୍ତା। ରାଜ୍ୟରେ ଚାଲିଥିବା ପ୍ରଥମ ପର୍ଯ୍ୟାୟ ଜନଗଣନା ଭିତରେ ଏବେ ରାଜସ୍ଵ ବିଭାଗ ବଡ଼ ନିଷ୍ପତ୍ତି ନେଇଛି। ଗ୍ରୀଷ୍ମପ୍ରବାହର ତାତି ମଧ୍ୟରେ ବଦଳିଲା ସମୟସାରିଣୀ।ଏବେ ଦିନ ୧୧ଟାରୁ ୩ଟା ଭିତରେ କୌଣସି ଜନଗଣନା କାର୍ଯ୍ୟ ହେବ ନାହିଁ। କିଛି କର୍ମଚାରୀ ଖରାରେ ଅସୁସ୍ଥ ହେବା ଘଟଣା ପରେ ରାଜସ୍ଵ ବିଭାଗ ଏହି ନିଷ୍ପତ୍ତି ନେଇଛି। ଜନଗଣନା ନିର୍ଦ୍ଦେଶକ ଓ ରାଜସ୍ଵ ବିଭାଗ Continue Reading