Home Posts tagged CBI ARRESTED ONE FROM BHUBANESWAR ON NEET UG CASE
Odisha News
ଭୁବନେଶ଼୍ବର, ୬/୮: ବହୁ ଚର୍ଚ୍ଚିତ ନିଟ୍ ୟୁଜି ପ୍ରଶ୍ନପତ୍ର ଲିକ୍ ମାମଲାରେ ଭୁବନେଶ଼୍ବର ଲିଙ୍କ୍ ସାମ୍ନାକୁ ଆସିଛି । ଏହି ମାମଲାରେ ଭୁବନେଶ଼୍ବରରୁ ଜଣଙ୍କୁ ଗିରିଫ କରିଛି ସବିଆଇ । ସୁଶାନ୍ତ ସାମନ୍ତ ନାମକ ଜଣେ ଅଭିଯୁକ୍ତକୁ ଗିରଫ କରିଛି ସିବିଆଇ । ସୁଶାନ୍ତର ପ୍ରଶ୍ନପତ୍ର ବିତରଣରେ ସଂପୃକ୍ତି ଥିବା ଅଭିଯୋଗ ହୋଇଥିଲା । ସିବିଆଇ ତାଙ୍କୁ ଗିରଫ କରି କୋର୍ଟରେ ହାଜର କରିଥିଲା । ପରେ ତାଙ୍କୁ ୫ ଦିନିଆ ରିମାଣ୍ଡରେ ନେଇଛି ସିବିଆଇ ।ଭୁବନେଶ଼୍ବରରୁ […]Continue Reading
Seo wordpress plugin by www.seowizard.org.