Home Posts tagged capital hospital
Odisha News
ଭୁବନେଶ୍ୱର, ୨୫/୯ : ବିଭିନ୍ନ ଦାବି ନେଇ କ୍ୟାପିଟାଲ ହସ୍ପିଟାଲରେ ଧାରଣାରେ ବସିଥିବା ସଫେଇ କର୍ମଚାରୀଙ୍କ ଆନ୍ଦୋଳନ ତୃତୀୟ ଦିନରେ ପହଁଚିଛି । ଫଳରେ ମେଡ଼ିକାଲରେ ସଫେଇ କାର୍ଯ୍ୟ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଛି ।ଫଳରେ ଦୁର୍ଗନ୍ଧରେ ଫାଟି ପଡ଼ୁଛି ରାଜ୍ୟ ରାଜଧାନୀର ସରକାରୀ ହସ୍ପିଟାଲ ପରିସର । କିନ୍ତୁ ଏ ଯାଏ କାହାର ଦେଖା ନ ଥିବା ଆନ୍ଦୋଳନକାରି ସଫେଇ କର୍ମାଚାରୀ ଅଭିଯୋଗ କରିଛନ୍ତି ।ଦୂର୍ଗା ପୂଜା ବୋନସ୍ ଏବଂ ୨୬ ଦିନ ବଦଳରେ ୩୦ ଦିନର […]Continue Reading
Seo wordpress plugin by www.seowizard.org.