Home Posts tagged CAG report
Odisha News
ଭୁବନେଶ୍ୱର,୪/୮: ସିଏଜି ରିପୋର୍ଟକୁ ନେଇ ରାଜ୍ୟ ସରକାରଙ୍କୁ କଡ଼ା ଭର୍ତ୍ସନା କରିଛି ବିଜେପି। ମୁଖ୍ୟତଃ ଜଙ୍ଗଲ, ପୂର୍ତ୍ତ, ଜଳସଂପଦ ଓ ଖଣି ବିଭାଗରେ ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି।ଏଥିଯୋଗୁ ରାଜ୍ୟବାସୀଙ୍କୁ ହଜାର ହଜାର କୋଟି କୋଟି ଟଙ୍କାର କ୍ଷତି ସହିବାକୁ ପଡ଼ିଛି। ଏହି ଦୁର୍ନୀତି ନେଇ କେନ୍ଦ୍ର ଅର୍ଥ ମନ୍ତ୍ରୀଙ୍କୁ ଅବଗତ କରାଯିବା ସହ ଲୋକସଭା ଓ ରାଜ୍ୟସଭାରେ ଏହି ପ୍ରସଙ୍ଗ ଉଠାଯିବ ବୋଲି କହିଛନ୍ତି ବିଜେପି ରାଜ୍ୟ ଉପସଭାପତି ଭୃଗୁ Continue Reading
Seo wordpress plugin by www.seowizard.org.