ଭୁବନେଶ୍ୱର, ୧୦/୪ : ରାଜ୍ୟ କ୍ୟାବିନେଟ ବୈଠକରେ ଆଜି ଗୁରୁତ୍ୱପୂର୍ଣ୍ଣ ୧୧ଟି ପ୍ରସ୍ତାବକୁ ମୋହର ଲାଗିଛି। ମୋଟ ୫ଟି ବିଭାଗ ସମ୍ବନ୍ଧୀୟ ଏହି ନିଷ୍ପତ୍ତିମାନଙ୍କ ମଧ୍ୟରୁ ଜଳ ସମ୍ପଦ, ପରିବହନ ଓ ଗ୍ରାମ୍ୟ ପାନୀୟ ଜଳ ବିଭାଗକୁ ବିଶେଷ ଗୁରୁତ୍ୱ ଦିଆଯାଇଛି। ବୈଠକ ପରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ଏହି ସୂଚନା ଦେଇଛନ୍ତି।ସବୁଠାରୁ ଆକର୍ଷଣୀୟ ନିଷ୍ପତ୍ତି ଭାବେ ୩୪୦୦ କୋଟି ଟଙ୍କାର ‘ଅଟଳ ବସଷ୍ଟାଣ୍ଡ ଯୋଜନା’ କ୍ୟାବିନେଟ ଅନୁମୋଦନ ପାଇଛି।ଏହି ଯୋଜନାରେ ରାଜ୍ୟର Continue Reading




