Home Posts tagged by poll
Odisha News
ଭୁବନେଶ୍ବର, ୨୧/୪: ନିର୍ବାଚନ ସ୍ଥଗିତ ଥିବା ସ୍ଥାନରେ ଆସନ୍ତା ମେ’ ମାସ ୨୭ ତାରିଖରେ ପଞ୍ଚାୟତ ନିର୍ବାଚନ ଅନୁଷ୍ଠିତ ହେବ।ଗତ ଫେବ୍ରୁଆରିରେ ହୋଇଥିବା ପଞ୍ଚାୟତ ନିର୍ବାଚନରେ ପ୍ରାର୍ଥୀଙ୍କ ମୃତ୍ୟୁ ଯୋଗୁଁ କିଛି ସ୍ଥାନରେ ନିର୍ବାଚନ ସ୍ଥଗିତ ରହିଥିଲା।ଏବେ ସ୍ଥଗିତ ସ୍ଥାନରେ ଭୋଟ ଗ୍ରହଣ କରାଯିବ। ଏନେଇ ଆସନ୍ତା ୨୬ ତାରିଖରେ ବିଜ୍ଞପ୍ତି ଜାରି ହେବ ।ନିର୍ବାଚନ ହେବାକୁ ଥିବା ସ୍ଥାନରେ ଆଜିଠୁ ଆଚରଣ ବିଧି ଲାଗୁ ହୋଇଯାଇଛି। ପୂର୍ବରୁ ନାମାଙ୍କନ କରିଥିବା Continue Reading
Seo wordpress plugin by www.seowizard.org.