Home Posts tagged bus fare hiked in odisha
Odisha News
ଭୁବନେଶ୍ବର,୧୮/୪: ରାଜ୍ୟରେ ବଢ଼ିଲା ବସ୍‌ରେ ଯାତ୍ରୀଭଡା । ସାଧାରଣ ଓ ଏକ୍ସପ୍ରେସ ବସ୍ ଭଡ଼ା କିମି ପିଛା ୨ ପଇସା ବୃଦ୍ଧି ହୋଇଥିବା ବେଳେ ଡିଲକ୍ସ ଓ ଏସି ଡିଲକ୍ସ ଭଡ଼ା ୪ ପଇସା ବୃଦ୍ଧି ପାଇଛି। ସେହିପରି ସୁପର ପ୍ରିମିୟମ ବସ୍ ଭଡ଼ା କିଲୋମିଟର ପିଛା ୬ ପଇସା ବଢ଼ି ଥିବା ନେଇ ଘରୋଇ ବସ୍ ମାଲିକ ସଂଘର ସାଧାରଣ ସଂପାଦକ ସୂଚନା ଦେଇଛନ୍ତି। ତେବେ ଘରୋଇ ଯାତ୍ରୀବାହୀ ବସ୍ ଭଡ଼ା ବୃଦ୍ଧି କାରଣରୁ ଲୋକଙ୍କୁ […]Continue Reading
Seo wordpress plugin by www.seowizard.org.