Home Posts tagged bus accident (Page 5)
Odisha News
ଭୁବନେଶ୍ୱର,୩/୧: ଭୁବନେଶ୍ୱର ନାଲକୋ ଛକରେ ଦୁର୍ଘଟଣା। ବସ୍ ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ। ମୃତକ ଜଣକ ସ୍ଥାନୀୟ ରାଧାକୃଷ୍ଣ ବସ୍ତିର ବୋଲି ଜଣାପଡିଛି। ଆଜି ଅପରାହ୍ନ ପ୍ରାୟ ୪ ବେଳେ ଏହି ଘଟଣା ଘଟିଛି।ଉକ୍ତ ଘରୋଇ ଯାତ୍ରୀବାହୀ ବସ୍ଟି ଭୁବନେଶ୍ୱର ଜୟଦେବ ବିହାରରୁ ପଟିଆ ଦେଇ ଆଠଗଡ ଯାଉଥିଲା। ଟ୍ରାଫିକ୍ ଗ୍ରୀନ୍ ସିଗ୍ନାଲ ଦେଖି ବସ୍ଟି ନାଲକୋ ଛକ ଅତିକ୍ରମ କରୁଥିଲା। ଏହି ସମୟରେ ମହିଳା ଜଣକ ନାଲୋକ ଅଫିସ୍ ପାର୍ଶ୍ୱରୁ ଅପର ପଟକୁ ଯାଉଥିବା ବେଳେ […]Continue Reading
Odisha News
ଭବାନୀପାଟଣା,୩/୧: ଗତକାଲି ବିଳମ୍ବିତ ରାତିରେ ଏକ ବସ୍ ଓ କାର୍ ମଧ୍ୟରେ କଳାହାଣ୍ଡି ଜିଲ୍ଲା କେସିଙ୍ଗା ଥାନା ଚାଂଚେର ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ବସ୍ ଓ କାର୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ କାର୍ରେ ଥିବା ୨ ଯୁବକଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣାରେ କାର୍ରେ ଥିବା ୨ ମହିଳା ଗୁରୁତର ହୋଇଛନ୍ତି। ବସ୍ର ସମସ୍ତ ଯାତ୍ରୀ ଏହି ଦୁର୍ଘଟଣାରେ ସୁରକ୍ଷିତ ଥିବା ଜଣାଯାଇଛି।‘ଦିଲଖୁସ୍’ ନାମକ ଘରୋଇ ବସ୍ ଗତକାଲି Continue Reading
Odisha News
ଇମ୍ଫାଲ,୨୧/୧୨: ଛାତ୍ରଛାତ୍ରୀଙ୍କୁ ନେଇଯାଉଥିବା ଦୁଇଟି ସ୍କୁଲ ବସ୍ ଓଲଟି ପଡିଛି। ଏଥିରେ ୧୫ ଜଣ ଛାତ୍ରଙ୍କର ମୃତ୍ୟୁ ଆଶଙ୍କା । ଅନେକ ଆହତ ହୋଇଛନ୍ତି। ମଣିପୁରର ନୋନି ଜିଲ୍ଲାରେ ଘଟିଛି ଏହି ଦୁର୍ଘଟଣା।ଦୁଇଟି ବସ୍ରେ ଷ୍ଟଡି ଟୁର୍ ପାଇଁ ଛାତ୍ରଛାତ୍ରୀ ଯାଉଥିଲେ। ତେବେ ପାହାଡିଆ ଜିଲ୍ଲାର ଲୋଙ୍ଗସାଇ ଅଞ୍ଚଳରେ ହଠାତ୍ ବସ୍ ଦୁଇଟି ଭାରସାମ୍ୟ ହରାଇ ଓଲଟି ପଡିଥିଲା। ଏଥିରେ ୧୦ ଜଣ ଛାତ୍ରଛାତ୍ରୀଙ୍କ ମୃତ୍ୟୁ ହୋଇଛି। ଅନେକ ଆହତ ହୋଇଛନ୍ତି। ସେମାନଙ୍କୁ ଉଦ୍ଧାର Continue Reading
Odisha News
ଫିରୋଜାବାଦ,୧୪/୧୨: ଗତ ପାହାନ୍ତାରେ ଉତ୍ତର ପ୍ରଦେଶର ଫିରୋଜାବାଦରେ ୫୦ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ଗୋଟାଏ ଘରୋଇ ବସ୍ ଗୋଟାଏ ଟ୍ରକ୍ ସହିତ ଧକ୍କା ଖାଇବାରୁ ୬ଜଣଙ୍କର ମୃତ୍ୟୁ ହୋଇଯାଇଥିବା ବେଳେ ୨୧ଜଣ ଆହତ ହୋଇଛନ୍ତି।ସୈଫାଇସ୍ଥିତ ମେଡିକାଲ୍ କଲେଜରେ ଆହତମାନେ ଚିକିତ୍ସାଧୀନ ଅଛନ୍ତି।ଇୟଗ୍ଦ ଭଚ୍ଚ ସଂଗୃହୀତ ସୂଚନା ଅନୁସାରେ, ଲୁଧିଆନା ଓ ରାଏ ବରେଲିରୁ ୫୦ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ବସ୍ଟି ପାହାନ୍ତା ପ୍ରାୟ ୪.୩୦ରେ ଆଗ୍ରା-ଲକ୍ଷ୍ନୌ Continue Reading
Odisha News
ଜଳେଶ୍ୱର ୧୩/୧୦: ଭାରସାମ୍ୟ ହରାଇ ଓଲଟିଲା ଯାତ୍ରୀବାହି ବସ୍ । ଅଳ୍ପକେ ରକ୍ଷା ପାଇଲେ ୫୦ରୁ ଅଧିକ ଯାତ୍ରୀ । ପୋଲିସର ତଦନ୍ତ ଜାରି ।ସୂଚନା ଅନୁଯାୟୀ ପଶ୍ଚିମବଙ୍ଗ କଲିକତାରୁ ଚାନ୍ଦବାଲି ରାଜକନିକା ଅଭିମୁଖେ ଯାଉଥିବା ଜଗାକାଳିଆ ନାମକ ଯାତ୍ରୀବାହୀ ବସ ହଲଦିପଦା ବାଇପାସ୍ ନିକଟରେ ଭାରସାମ୍ୟ ହରାଇ ରାସ୍ତା ମଝିରେ ଥିବା ଡ୍ରେନରେ ଓଲଟି ପଡିଛି । ରାତି ୩.୫୦ ସମୟରେ ଡ୍ରାଇଭର ର ଆଖି ଲାଗିଯିବାରୁ ଏଭଳି ଦୁର୍ଘଟଣା ଘଟିଛି । ଗାଡ଼ିରେ ପ୍ରାୟ […]Continue Reading
Odisha News
କାମାକ୍ଷାନଗର,୯/୧୦: ଢେଙ୍କାନାଳ ଜିଲ୍ଲା ମହାବିରୋଡ଼ ଫାଣ୍ଡି ଅନ୍ତର୍ଗତ ୧୪୯ନମ୍ବର ଜାତୀୟ ରାଜପଥର ଭେଜିଆ ନିକଟରେ ଗତକାଲି ବିଳମ୍ବିତ ରାତିରେ ସଡ଼କ ଦୁର୍ଘଟଣା ଘଟିଛି। ଏକ ବସ୍ ଭାରସାମ୍ୟ ହରାଇ ରାସ୍ତାକଡକୁ ଓଲଟି ପଡ଼ିବାରୁ ୭ଜଣ ଯାତ୍ରୀ ଆହତ ହୋଇଛନ୍ତି। ଗୁରୁତର ଯାତ୍ରୀମାନଙ୍କୁ ତାଳଚେର ମଣ୍ଡାପାଳ ସ୍ଥିତ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।ଗତକାଲି ବିଳମ୍ବିତ ରାତିରେ ଯାତ୍ରୀବାହୀ ବସ୍ଟି ଯାତ୍ରୀମାନଙ୍କୁ ନେଇ ରାଉରକେଲାରୁ ଯାଜପୁର ଅଭିମୁଖେ Continue Reading
Top Stories
By Biswabhusan Mohapatra Nayagarh, Oct. 6: A lady bank manager was killed while four others were left battling for life after a passenger bus carrying them overturned mid-way at Daspalla area in Odisha’s Nayagarh district on Wednesday evening. Most of the passengers were returning to Nayagarh after offering their puja at various Durga mandaps in […]Continue Reading
Odisha News
ଶ୍ରୀନଗର,୧୫/୯ : ଜମ୍ମୁ-କାଶ୍ମୀରରେ ଗୁରୁବାର ଦିନ ପୁଣି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ରଜୌରୀରେ ଏକ ବସ୍ ଖାତକୁ ଖସି ପଡିବାରୁ ୫ ଜଣଙ୍କ ଜୀବନ ଚାଲିଯାଇଥିବା ବେଳେ ୧୨ ଜଣ ଆହତ ହୋଇଛନ୍ତି। ଖବର ପାଇ ସେନା, ପୁଲିସ ଓ ସ୍ଥାନୀୟ ଲୋକେ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାରକାର‌୍ୟ୍ୟ ଆରମ୍ଭ କରିଛନ୍ତି । ଘଟଣା ସ୍ଥଳରୁ ଏଯାଏଁ ୫ ମୃତ ଦେହ ଉଦ୍ଧାର କରାଯାଇଛି। ଆହତମାନଙ୍କୁ ରଜୌରି ସରକାରୀ ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଇଛି। […]Continue Reading
Odisha News
ଖୋର୍ଦ୍ଧା,୧୨/୭: ଖୋର୍ଦ୍ଧା ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥ ନିକଟରେ ଏକ ଟ୍ରକ୍କୁ ଯାତ୍ରୀବାହୀ ବସ୍ ପଛରୁ ଧକ୍କା ଦେବାରୁ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୦ ଜଣ ଆହତ ହୋଇଛନ୍ତି।ଆହତମାନଙ୍କୁ ଖୋର୍ଦ୍ଧା ଜିଲ୍ଲା ଡାକ୍ତରଖାନାରରେ ଭର୍ତ୍ତି କରାଯାଇଛି। ଆହତଙ୍କ ମଧ୍ୟରେ କେତେ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ସେମାନଙ୍କୁ ଭୁବନେଶ୍ୱର ଏମ୍ସକୁ ପଠାଯିବ ବୋଲି ସୂଚନା ମିଳିଛି। ତେବେ ମୃତ ବ୍ୟକ୍ତିଙ୍କର ପରିଚୟ ମିଳିନାହିଁ।ଆଜି ସକାଳ ପ୍ରାୟ ୮ଟା ସମୟରେ ଓମ୍ Continue Reading
Odisha News
ପିପିଲି, ୧୧/୭: ପୁରୀରୁ ଭୁବନେଶ୍ୱର ଆସୁଥିବା ଏକ ଘରୋଇ ବସ୍ ଓଲଟି ପଡ଼ିବା ଫଳରେ ପ୍ରାୟ ୩୫ ଜଣ ଯାତ୍ରୀ ଗୁରୁତର ଆହତ ହୋଇଥିବାର ଖବର ମିଳିଛି।ସୂଚନା ଅନୁଯାୟୀ, ପୁରୀରୁ ଶହେ ପାଖାପାଖି ଯାତ୍ରୀଙ୍କୁ ନେଇ ନେଇ ଫେରୁଥିବା ବେଳେ ଆଜି ମଧ୍ୟାହ୍ନ ପ୍ରାୟ ୧୨ଟା ୪୫ ମିନିଟ୍ ସମୟରେ ସାତଶଙ୍ଖର ଯଶୁଆପୁରଠାରେ ସାରଳା ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଥିଲା।ବସଟି ଭାରସାମ୍ୟ ହରାଇ ଡିଭାଇଡରରେ ପିଟି ହୋଇ ଓଲଟି ପଡ଼ିଥିଲା। ଏହାଫଳରେ ବସରେ ଥିବା ଯାତ୍ରୀଙ୍କ ମଧ୍ୟରୁ ପ୍ରାୟ Continue Reading