ଭୁବନେଶ୍ବର ୧୨/୨: ରାସ୍ତା ପାର ହେଉଥିବା ବେଳେ ଯୁବତୀଙ୍କୁ ଚାପିଦେଲା ବସ୍। ଏଭଳି ଅଭାବନୀୟ ଘଟଣାଘଟିଛି ଭୁବନେଶ୍ବର ଖଣ୍ଡଗିରି ଛକ ନିକଟରେ। ଘଟଣାସ୍ଥଳରେ ଯୁବତୀଙ୍କ ମୃତ୍ୟୁ ଘଟିଛି ।ସୂଚନାଯୋଗ୍ୟ, ଭୁବନେଶ୍ବର ଖଣ୍ଡଗିରି ଛକ ନିକଟରେ ମା-ଝିଅ ରାସ୍ତା ପାର ହେଉଥିବା ବେଳେ ଏକ ବାଇକ୍ ସେମାନଙ୍କୁ ଧକ୍କା ଦେଇଥିଲା।ଫଳରେ ଯୁବତୀ ଜଣଙ୍କ ରାସ୍ତାରେ ତଳେ ପଡିଯାଇଥିଲେ । ସେହି ସମୟରେ ଆସୁଥିବା ଏକ ସ୍କୁଲ ବସ୍ ଯୁବତୀଙ୍କ ଉପରେ ଚଢିଯାଇଥିଲା । ଦୁର୍ଘଟଣାସ୍ଥଳରେ Continue Reading
ରେଢ଼ାଖୋଲ, ୫/୨: ୫୫ ନମ୍ବର ଜାତୀୟ ରାଜପଥ ସମ୍ବଲପୁର ଜିଲ୍ଲା ଚାରମାଳ ଥାନା ନୂଆପଡ଼ା ଛକରେ ଶିବମ୍ ନାମକ ଏକ ଘରୋଇ ବସ୍ ଓଲଟିଛି। କଣ୍ଡକ୍ଟରଙ୍କ ସମେତ ୮ ଯାତ୍ରୀ ଗରୁତର ହୋଇଥିବା ଜଣାଯାଇଛି। ସମସ୍ତ ଗୁରୁତରଙ୍କୁ ବୁର୍ଲା ସ୍ଥାନାନ୍ତରିତ କରାଯାଇଛି। ଏହି ଦୁର୍ଘଟଣାରେ ୧୫ରୁ ଉର୍ଦ୍ଧ୍ବ ଆହତ ହୋଇଥିବା କୁହାଯାଇଛି।ସୂଚନା ଅନୁଯାୟୀ, ଭୁବନେଶ୍ବରରୁ ହୀରାକୁଦ ଆସୁଥିବା ଶିବମ୍ ନାମକ ଏକ ଘରୋଇ ବସ୍ (ଓଡି୧୫-ସି୩୧୫୫) ଭୋର ୪ଟା ୪୫ ମିନିଟ୍ ସମୟରେ ଚାରମାଳ Continue Reading
ମୟୂରଭଞ୍ଜ, ୩/୨ : ରାସ୍ତାକଡ଼ରେ ଠିଆ ହୋଇଥିବା ଟ୍ରକକୁ ପଛରୁ ଧକ୍କା ଦେଲା ବରଯାତ୍ରୀ ବସ୍। ଦୁର୍ଘଟଣାରେ ୧୦ରୁ ଅଧିକ ବରଯାତ୍ରୀ ଆହତ ହୋଇଛନ୍ତି। ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଥାନା ଅନ୍ତର୍ଗତ ତାଟ ନିକଟରେ ଏହି ଦୁର୍ଘଟଣା ଘଟିଛି। ଆହତମାନଙ୍କୁ କରଞ୍ଜିଆ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଆହତଙ୍କ ମଧ୍ୟରେ ୨ଜଣଙ୍କ ଅବସ୍ଥା ଗୁରୁତର ରହିଛି।ଆଜି ଭୋର ୪ଟାରେ ବାରଯାତ୍ରୀମାନେ ଏକ ବସ୍ ଯୋଗେ ଜାମସେଦପୁରରୁ ଏକ ବିବାହ କାର୍ୟ୍ୟରେ ଯୋଗଦେଇ ଯାଜପୁରକୁ Continue Reading
ପୁରୀ, ୨/୨ : ପରିକ୍ରମା ପ୍ରକଳ୍ପ ବୁଲାଇବାକୁ ବସ୍ରେ ଲୋକମାନଙ୍କୁ ପୁରୀ ଅଣାଯାଉଥିଲା। ହେଲେ ଅଧାବାଟରେ ଘଟିଲା ଦୁର୍ଘଟଣା। ଖୋର୍ଦ୍ଧା ଜିଲ୍ଲା ୧୬ନମ୍ବର ଜାତୀୟ ରାଜପଥ ଗଡ଼ଖୋର୍ଦ୍ଧା ଛକରେ ବସ୍କୁ ଟ୍ରକ୍ ଧକ୍କା ଦେବାରୁ ୨୦ ଜଣ ଯାତ୍ରୀ ଆହତ ହୋଇଛନ୍ତି। ଆହତ ମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।ପରିକ୍ରମା ପ୍ରକଳ୍ପର ଦିବ୍ୟ ଅନୁଭୂତି ସାଉଁଟିବା ପାଇଁ ସରକାର ବିଭିନ୍ନ ଜିଲ୍ଲାର ଲୋକମାନଙ୍କୁ ପୁରୀ ଆଣି ପରିକ୍ରମା ପ୍ରକଳ୍ପ Continue Reading
କଟକ, ୧/୨ : ଡିଭାଇଡରରେ ପିଟି ହୋଇ ରାସ୍ତା ଉପରେ ଓଲଟି ପଡ଼ିଲା ଯାତ୍ରୀବାହୀ ବସ୍। ଦୁର୍ଘଟଣାରେ ୨୧ ଜଣ ଆହତ ହୋଇଛନ୍ତି। କଟକ ଜିଲ୍ଲା ଚୌଦ୍ୱାର ଥାନା ଅନ୍ତର୍ଗତ ନୂଆପାଟଣା ରାସ୍ତାରେ ଏହି ଦୁର୍ଘଟଣା ଘଟିଛି।ଆହତଯାତ୍ରୀଙ୍କୁ କଟକ ବଡ ମେଡିକାଲରେ ଭର୍ତ୍ତି କରାଯାଇଛି। ଆହତଙ୍କ ମଧ୍ୟରେ ମହିଳା ଓ ଛୋଟ ପିଲା ଥିବା ଜଣାଯାଇଛି। ସମସ୍ତ ଆହତ ଯାତ୍ରୀ ଦେବଗଡ଼ ଅଞ୍ଚଳର।ଗତକାଲି ଲକ୍ଷ୍ମୀ ନାମକ ଯାତ୍ରୀବାହୀ ବସ୍ଟି ୪୦ ଜଣ ଯାତ୍ରୀଙ୍କୁ ନେଇ ଦେବଗଡ଼ରୁ ଭୁବନେଶ୍ୱର […]Continue Reading
ନୀଳଗିରି, ୩୦/୧: ନିଜେ ସିନା ଚାଲିଗଲେ ହେଲେ ବଂଚାଇଦେଲେ ୭୦ ପର୍ଯ୍ୟକଙ୍କ ଜୀବନ । ବାଲେଶ୍ୱର ପଞ୍ଚଲିଙ୍ଗେଶ୍ବରକୁ କିଛି ବଙ୍ଗୀୟ ପର୍ଯ୍ୟଟକଙ୍କୁ ନେଇ ଏକ ଟୁରିଷ୍ଟ ବସ ଆସିଥିଲା । ଆଉ ଏହି ବସର ଡ୍ରାଇଭରଙ୍କର ହୃଦଘାତରେ ପ୍ରାଣ ଚାଲିଯାଇଥିଲା ।ତେବେ ଛାତିରେ ଯନ୍ତ୍ରଣା ହେବା ମାତ୍ରେ ଡ୍ରାଇଭରଜଣକ ବସଟିକୁ ରାସ୍ତାକଡ଼ରେ ଛିଡା କରାଇଦେଇଥିଲେ । ବାଲେଶ୍ୱର ଜିଲ୍ଲା ନୀଳଗିରି ଥାନା ଅଧିନ ପାଟପୁର ଛକରେ ଏଭଳି ଘଟଣା ଦେଖିବାକୁ ମିଳିଛି । ଡ୍ରାଇଭର ଜଣକ Continue Reading
ଗଞ୍ଜାମ,୬/୧ : ଗତକାଲି ବିଳମ୍ବିତ ରାତିରେ ଗଞ୍ଜାମ ଜିଲ୍ଲା ଆସିକା ନିକଟ ଢ଼ଉଗାଁ ଛକ ନିକଟରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଦୁଇଟି ଯାତ୍ରୀବାହୀ ବସ୍ ମୁହାଁମୁହିଁ ଧକ୍କା ହେବାରୁ ଘଟଣାସ୍ଥଳରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୦ରୁ ଅଧିକ ଜଣ ଆହତ ହୋଇଛନ୍ତି।ଗତକାଲି ରାତିରେ ଭୁବନେଶ୍ୱରରୁ ମାଲକାନଗିରି ଅଭିମୁଖେ ଯାଉଥିଲା ଦିଲଖୁସ ବସ୍ । ଉକ୍ତ ସମୟରେ ଆସିକା ଅଭିମୁଖେ ଆସୁଥିଲା ହ୍ୱାଇଟ ହର୍ସ ନାମକ ଯାତ୍ରୀବାହୀ ବସ୍। ମାତ୍ର ଢ଼ଉଗାଁ ଛକ ନିକଟରେ ଥିବା Continue Reading
କେନ୍ଦୁଝର,୨୮/୧୨ : ପିକନିକ୍ ସାରି ଖୁସି ମନରେ ଘରକୁ ଫେରୁଥିଲେ ପିଲା। ମାତ୍ର ଅଧା ବାଟରେ ଘଟିଗଲା ଦୁର୍ଘଟଣା। କଲେଜ ପିଲାଙ୍କୁ ଧରି ଯାଉଥିବା ବସ୍ଟି ଆଗରେ ଯାଉଥିବା ଏକ ଟିପ୍ପରକୁ ପିଟି ଦେଇଛି। ଏହି ଦୁର୍ଘଟଣାରେ ସମୁଦାୟ ୧୦ ଜଣ ଆହତ ହୋଇଥିବା ଜଣାଯାଇଛି। ଏପରି ଏକ ଦୁର୍ଘଟଣା ଆଜି ଭୋରରୁ କେନ୍ଦୁଝର ଜିଲ୍ଲା ଆନନ୍ଦପୁରରେ ୨୦ନଂ ଜାତୀୟ ରାଜପଥର ଧକୋଠା ନିକଟରେ ଘଟିଛି।ବାଲେଶ୍ୱର ଜିଲ୍ଲା ସୋର ଅଞ୍ଚଳର ଏମ ଏନ ଟ୍ୟୁଟରିଆଲର ପ୍ରାୟ ୫୦ରୁ […]Continue Reading
Madhya Pradesh,Dec 28 : At least 13 people were killed after a passenger bus caught fire following its collision with a dumper in Madhya Pradesh’s Guna. The accident happened in the wee hours of Thursday on the Guna-Aaron road. Seventeen others were injured in the accident and were shifted to hospitals. Madhya Pradesh Chief Minister […]Continue Reading
ବାହାନଗା/ସୋର,୩୦/୧୧: ୧୬ ନମ୍ବର ଜାତୀୟ ରାଜପଥ ବାହାନଗା ବ୍ଲକ ନିକଟରେ ଆଜି ଏକ ଯାତ୍ରୀବାହୀ ବସକୁ ପଛରୁ ଏକ ମାଲ ବୋଝେଇ ଟ୍ରକ୍ ଧକ୍କା ଦେଇଥିଲା। ଆଜି ସକାଳେ ବନଦୁର୍ଗା ନାମକ ଏକ ବସ୍ ବାଲେଶ୍ଵରରୁ ଭୁବନେଶ୍ୱର ଯାଉଥିବା ବେଳେ ବାହାନଗା ବ୍ଲକ ଆଗରେ ପଛପଟୁ ଟ୍ରକ( ଏପି୧୬ଟି କ୍ୟୁ ୧୯୯୯) ଧକ୍କା ଦେଇଥିଲା।ଫଳରେ ବସରେ ବସିଥିବା ଦୁଇ ଜଣ ଯାତ୍ରୀ ସାମାନ୍ୟ ଆହତ ହୋଇଥିଲେ ମଧ୍ୟ କୌଣସି କିଛି କ୍ଷତି ହୋଇନାହିଁ। ଏଥିରେ ଅନ୍ୟ କାହାରି […]Continue Reading