
ଭୁବନେଶ୍ୱର, ୧୪/୧୧: ରାଜ୍ୟରେ ହେବାକୁ ଥିବା ଦଶମ ଶ୍ରେଣୀ ପରୀକ୍ଷା ପାଇଁ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ କାର୍ଯ୍ୟସୂଚୀ ପ୍ରକାଶ ପାଇଛି । ୨୦୨୫, ଫେବୃଆରୀ ୨୧ରୁ ପରୀକ୍ଷା ଆରମ୍ଭ ହୋଇ ମାର୍ଚ୍ଚ ୬ରେ ଶେଷ ହେବ ।ସକାଳ ୯ଟାରୁ ପୂର୍ବାହ୍ନ ୧୧ ଘଣ୍ଟା ୩୦ ମିନିଟ୍ ଯାଏ ପରୀକ୍ଷା ଚାଲିବ । କେବଳ ଗଣିତ ପାଇଁ ଅତିରିକ୍ତ ୧୫ ମିନିଟ୍ ସମୟ ଦିଆଯିବ । ସେଥିପାଇଁ ଗଣିତ ପରୀକ୍ଷା ୧୧ ଘଟିକା ୪୫ ମିନିଟରେ ଶେଷ […]Continue Reading