Home Posts tagged britain prime minister rishi sunak
Odisha News
ବ୍ରିଟେନ,୧୫/୩ : ପୁଣିଥରେ ବିବାଦରେ ଫସିଛନ୍ତି ବ୍ରିଟେନର ପ୍ରଧାନମନ୍ତ୍ରୀ ଋଷି ସୁନକ। ନିଜର କୁକୁର ପାଇଁ ସେ ଆଇନଗତ ଜାଲରେ ପଡ଼ିଛନ୍ତି। ପୂର୍ବରୁ ସେ ଲକଡାଉନ ନିୟମ ଉଲ୍ଲଙ୍ଘନ କରିଥିଲେ। ସେହିପରି ସେ କାର୍ର ସିଟ୍ ବେଲ୍ଟ ପିନ୍ଧି ନଥିବାରୁ ଫାଇନ ଦେଇଥିଲେ। ହେଲେ ଏବେ ସେ ତାଙ୍କ କୁକୁର ପାଇଁ ପୁଲିସ ତାଗିଦର ଶୀକାର ହୋଇଛନ୍ତି।ଲଣ୍ଡନର ହାୟଡେ ପାର୍କରେ ସୁନକ ଓ ତାଙ୍କ ପରିବାର ସଦସ୍ୟ ବୁଲୁଥିବା ବେଳେ ସେମାନଙ୍କ ପୋଷା କୁକୁର ନୋଭାର ବେକରୁ […]Continue Reading
Seo wordpress plugin by www.seowizard.org.