Home Posts tagged bramhapur (Page 4)
Odisha News
ବ୍ରହ୍ମପୁର, ୨୬/୩: ବିଜେଡି ହାତକୁ ଗଲା ବ୍ରହ୍ମପୁର ମହାନଗର ମେୟର ପଦବୀ । ଶେଷରେ ବିଜୟୀ ହେଲେ ବିଜେଡି ମେୟର ପ୍ରାର୍ଥୀ ସଂଘମିତ୍ରା ଦଳେଇ। ୨୦, ୨୩୬ ଭୋଟ ବ୍ୟବଧାନରେ ଜିତିଲେ ସଂଘମିତ୍ରା । ବିଜେପିର ସବିତା ସୁଆର ଓ କଂଗ୍ରେସର ମଞ୍ଜୁ ରଥଙ୍କୁ ହରାଇ ମେୟର ପଦ ହାତେଇବାରେ ସକ୍ଷମ ହୋଇଛନ୍ତି ସଂଘମିତ୍ରା।ଭୁବନେଶ୍ୱର, କଟକ ଓ ବ୍ରହ୍ମପୁର ମହାନଗର ନିଗମ ମେୟର ପଦ କିଏ ହାତେଇବ ତାହା ଉପରେ ସମସ୍ତଙ୍କ ନଜର ଥିଲା। ବ୍ରହ୍ମପୁର ମେୟର […]Continue Reading
Odisha News
ବ୍ରହ୍ମପୁର, ୨୫/୩: ଗୁଳି ଫୁଟି ଆଇଆଇସି ଦେବ କୁମାର ଗମାଙ୍ଗଙ୍କ ମୃତ୍ୟୁ ଘଟିଛି। ତାହା ପୁଣି ନିଜ ସର୍ଭିସ୍ ରିଭଲଭରରୁ ଗୁଳି ଫୁଟିଥିବା ଆଲୋଚନା ହେଉଛି। ଶୁକ୍ରବାର ମଧ୍ୟାହ୍ନରେ ଏପରି ହୃଦୟବିଦାର ଘଟଣା ଗଞ୍ଜାମ ଜିଲ୍ଲା ଗାଙ୍ଗପୁର ଥାନା ପରିସରରେ ଘଟିଛି।ଆଇଆଇସିଙ୍କ ମୃତ୍ୟୁ ନେଇ ଗଞ୍ଜାମ ଏସ୍ପି ସୂଚନା ଦେଇଛନ୍ତି।ଶୁକ୍ରବାର ମଧ୍ୟାହ୍ନରେ ଥାନା ଗାଙ୍ଗପୁର ଥାନା ଅଧିକାରୀ ଦେବକୁମାର ଗମାଙ୍ଗ ଖାଇବା ପାଇଁ ନିଜ କ୍ୱାର୍ଟର୍ସକୁ ଯାଇଥିଲେ। ଠିକ୍ ସମୟରେ ଗୁଳି Continue Reading
Odisha News
ବ୍ରହ୍ମପୁର, ୯/୩: ସର୍ଚ୍ଚ ୱାରେଣ୍ଟ ଦେଖାଇବା ସତ୍ତ୍ୱେ କବାଟ ଖୋଲିଲେନି ବାପପୁଅ। ଗେଟ୍ ଭାଙ୍ଗି ଘର ଭିତରେ ପଶିଲେ ଭିଜିଲାନ୍ସ ଟିମ୍। ରେଡ୍ ବେଳେ ଗଦି ତଳୁ କେବଳ ମିଳିଲା ୧୭ ଲକ୍ଷ ଟଙ୍କା।ବ୍ରହ୍ମପୁର ବିଦ୍ୟୁତ୍ ବିଭାଗ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଜଗନ୍ନାଥ ସେଠୀଙ୍କ ଭୁବନେଶ୍ୱରସ୍ଥିତ ଘର ମୁଖ୍ୟ ଦ୍ୱାର ଭାଂଗି ରେଡ୍ କରି ବିପୁଳ ପରିମାଣର ସୁନା ଓ ଅନ୍ୟାନ୍ୟ ଜିନିଷ ଜବତ କରିଛି ଭିଜିଲାନ୍ସ ।ଆଜି ସକାଳୁ ସକାଳୁ ଜଗନ୍ନାଥଙ୍କ ଭୁବନେଶ୍ୱରସ୍ଥିତ ଘର ସମେତ Continue Reading
Odisha News
ବ୍ରହ୍ମପୁର/ଭୁବନେଶ୍ବର, ୬/୩: ଭାରତୀୟ ଜନତା ପାର୍ଟି (ବିଜେପି) ଆଜି ବ୍ରହ୍ମପୁର ମହାନଗର ନିଗମ (ବିଏମସି) ମେୟର୍ ପଦବି ପାଇଁ ଡ. ସବିତା ସୁଆରଙ୍କୁ ନିଜର ପ୍ରାର୍ଥୀ କରିଛି।ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ଅନୁମୋଦନ କ୍ରମେ ଭାରତୀୟ ପାର୍ଟି ଆଜି ବ୍ରହ୍ମପୁର ମହାନଗର ନିଗମ ପାଇଁ ମେୟର ପ୍ରାର୍ଥୀ ଭାବେ ଡ. ସବିତା ସୁଆରଙ୍କ ନାମ ଘୋଷଣା କରିଛି। ରାଜ୍ୟ ଉପସଭାପତି ଭୃଗୁ ବକ୍ସିପାତ୍ର ଏହି ସୂଚନା ଦେଇଛନ୍ତି।ପ୍ରାର୍ଥୀ ଘୋଷଣା ହେବା ପରେ ଡ. ସବିତ ସୁଆର ନିଜର Continue Reading
Seo wordpress plugin by www.seowizard.org.