ବ୍ରହ୍ମପୁର, ୨୬/୪: ଗଞ୍ଜାମ ଜିଲ୍ଲା ଶିକ୍ଷାଧିକାରୀ ବନିତା ସେନାପତିଙ୍କୁ ଆଜି ମରଣାନ୍ତକ ଆକ୍ରମଣ ହୋଇଛି। ତାଙ୍କୁ ଗୁରୁତର ଭାବେ ବ୍ରହ୍ମପୁର ବଡ଼ମେଡିକାଲ ରେ ଭର୍ତ୍ତି କରାଯାଇଛି ।ଜଣେ ଶିକ୍ଷୟିତ୍ରୀଙ୍କ ସ୍ଵାମୀ ଏପରି କରିଥିବା ସୂଚନା ମିଳିଛି। ଉକ୍ତ ଶିକ୍ଷୟିତ୍ରୀ କୌଣସି ଦାବି ନେଇ ଆନ୍ଦୋଳନରେ ବସିଥିଲେ। ଏହି ଦାବି ପୂରଣ ହେବାରେ ବିଳମ୍ବ ହେବାରୁ ତାଙ୍କ ସ୍ଵାମୀ ଆକ୍ରୋଶ ମୂଳକ ଭାବେ ଏପରି କରିଥିବା ଜଣା ପଡିଛି। ଟାଉନ୍ ଥାନା ପୁଲିସ ଅଭିଯୁକ୍ତ ସ୍ଵାମୀ Continue Reading
ବ୍ରହ୍ମପୁର,୩୧/୩: ୫୦୦କୋଟି ଟଙ୍କା ଠକେଇ ଅଭିଯୋଗରେ ସକସେସ୍ ଅନଲାଇନ ସର୍ଭିସ ସିଷ୍ଟମ (ଏସଓଏସଏସ) ଚିଟଫଣ୍ଡ କମ୍ପାନିର ଆଞ୍ଚଳିକ ନିର୍ଦ୍ଦେଶକ ଗିରଫ। ଗଞ୍ଜାମର ବ୍ରହ୍ମପୁରରୁ ଅଭିଯୁକ୍ତ ଆଞ୍ଚଳିକ ନିର୍ଦ୍ଦେଶକ ନିଖିଳାନନ୍ଦ ପଶୁପାଳକଙ୍କୁ ଗିରଫ କରାଯାଇଛି।ଅର୍ଥନୈତିକ ଅପରାଧ ଶାଖା(ଇଓଡବ୍ଲୁ) ଦ୍ବାରା ପଶୁପାଳକଙ୍କୁ ଗିରଫ କରାଯାଇଛି। ୨୦୧୬ରେ ଏନେଇ ଇଓଡବ୍ଲୁ ପୁଲିସ ଷ୍ଟେସନରେ ଅଭିଯୋଗ କରାଯାଇଥିବା ବେଳେ ଏବେ ଅଭିଯୁକ୍ତକୁ ଗିରଫ କରିଛି Continue Reading
ସାନଖେଣୁଣ୍ଡି ୨୭/୩: ବ୍ରହ୍ମପୁର ଗୋଶାଣିନୁଆଗାଁ ଥାନା ଅନ୍ତର୍ଗତ ବ୍ରିଟ୍ କଲୋନୀ ଏଲଆଇଜି ୯୪ ଷ୍ଟେଜ୍ ୨ରେ ନିର୍ବାଚନୀ ହିଂସା।ରାତିରେ ବିଜେପି ପ୍ରାର୍ଥୀନୀ ଓ ସ୍ୱାଧୀନ ପ୍ରାର୍ଥୀଙ୍କ ଘର ସାମ୍ନାରେ ଆତଙ୍କରାଜ କଲେ ଅଜଣା ଦୁର୍ବୃତ୍ତ। କବାଟ ଭାଙ୍ଗି ଘର ଭିତରକୁ ପଶି ଆକ୍ରମଣ କରିଥିଲେ , ଏଥିରେ ବିଫଳ ହେବା ପରେ ଘରକୁ ପଥର ଫୋପାଡ଼ିଲେ।ଏପରିକି ବାଇକ୍ ଭାଙ୍ଗି ଚୂରମାର୍ କରିଦେଲେ ଦୁର୍ବୃତ୍ତ। ନିର୍ବାଚନରେ ପ୍ରତିଦ୍ଵନ୍ଦିତାକୁ ନେଇ ବିରୋଧୀମାନେ ରକ୍ତମୁଖା Continue Reading