
ବ୍ରହ୍ମପୁର, ୩୧/୩ : ଗଞ୍ଜାମ ଜିଲ୍ଲା ବ୍ରହ୍ମପୁରରେ ଦଣ୍ଡନାଚ ଯାତ୍ରା ଚାଲୁଥିବାବେଳେ ଏକ ଜଘନ୍ୟ ଅପରାଧ ଘଟିଛି । ଜଣେ ଯୁବକଙ୍କୁ ନିର୍ମମଭାବରେ ହତ୍ୟା କରାଯାଇଛି ।ବଡ଼ ବଜାର ଥାନା ଜେନା ସାହିରେ ଚାଲିଥିବା ବେଲଗାଁ ଦଣ୍ଡନାଚ ଯାତ୍ରାରେ ଏହି ହତ୍ୟାକାଣ୍ଡ ଘଟିଛି । ମୃତକ ଜଣକ ହେଲେ ବେଲଗାଁ ଅଞ୍ଚଳର ଜଗଦୀଶ ପାଣିଗ୍ରାହୀ । ଦୁଇ ଜଣ ବାପ ପୁଅ ମିଶି ତାଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି । ସେମାନେ ହେଲେ ତ୍ରିନାଥ ପାଣିଗ୍ରାହୀ […]Continue Reading