Home Posts tagged boudha (Page 9)
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ,୮/୨: ବୌଦ୍ଧ ଜିଲ୍ଲା ର ତୁଲସୀ ମଣ୍ଡପ, ବୁଟୁପାଲି ଠାରେ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ଜିଲ୍ଲା ପରିଷଦ ନିର୍ବାହୀ ଅଧିକାରୀ ଶ୍ରୀ ରବି ନାରାୟଣ ତ୍ରିପାଠୀ ଙ୍କ ଅଧ୍ୟକ୍ଷତ। ରେ ଜିଲ୍ଲାସ୍ତରୀୟ କ୍ରେତା ବିକ୍ରେତା ସମ୍ମିଳନୀ ତା: ୦୭.୦୨.୨୦୨୪ ରିଖ ଦିନ ORMAS ଦ୍ଵାରା ଅନୁଷ୍ଠିତ ହୋଇଯାଇଛି ।ଉକ୍ତ ସମ୍ମିଳନୀ ରେ ଭୂବନେଶ୍ଵର, କଟକ, ଫୁଲବାଣୀ, ସୋନପୁର ତଥା ବୌଦ୍ଧ ଜିଲ୍ଲା ର ବିକ୍ରେତା ମାନେ ଅଂଶଗ୍ରହଣ କରିଥିଲେ ।ଏହି Continue Reading
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ, ୬/୨ : ସାମ୍ବାଦିକଙ୍କୁ ଅବସରକାଳୀନ ପେନସନ ଓ ସାମାଜିକ ସୁରକ୍ଷା ନେଇ ଓଡିଶା ସାମ୍ବାଦିକ ୟୁନିୟନ (ଓୟୁଜେ ) ଦୀର୍ଘ ବର୍ଷ ହେଲା ରାଜ୍ୟ ସରକାରଙ୍କ ନିକଟରେ ଦାବି ଉପସ୍ଥାପନା କରି ଆସୁଛି ।ରାଜ୍ୟ ସରକାର ସାମ୍ବାଦିକ ମାନଙ୍କ ବିଭିନ୍ନ ଦାବି ପୂରଣ କରିଥିବା ବେଳେ ସାମ୍ବାଦିକଙ୍କୁ ଅବସର କାଳୀନ ପେନସନ ପ୍ରଦାନ କରାଯିବା ସହ ସାମ୍ବାଦିକ ମାନଙ୍କୁ ସାମାଜିକ ସୁରକ୍ଷା ପ୍ରଦାନ କରାଯିବା ଉପରେ ରାଜ୍ୟ ସରକାର ଗୁରୁତ୍ୱ ଦେବାକୁ Continue Reading
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ, ୪/୨ : ପ୍ରଥମ ବିଶ୍ଵ ଓଡ଼ିଶା ଭାଷା ସମ୍ମିଳନୀ ୨୦୨୪ ଅବସରରେ ବୌଦ୍ଧ ଅବସ୍ଥିତ ମାଉସୀ ମା ମନ୍ଦିର ନିକଟରେ ଅଦ୍ୟ ତା ୦୩.୦୨.୨୪ ରିଖରେ ସମସ୍ତ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ, ସାମୁହିକ ବନ୍ଦେ ଉତ୍କଳ ଜନନୀ ଗାନ ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉଦଘାଟନ ଉତ୍ସବର ସିଧା ପ୍ରସାରଣ କରାଯାଇଥିଲା ।ଏହି ଉତ୍ସବରେ ଜିଲ୍ଲାପାଳ ମହୋଦୟ ଶ୍ରୀ ଜେ ସୋନାଲ, ପରିଷଦର ଅଧ୍ୟକ୍ଷ ମହୋଦୟ ଶ୍ରୀ ମୃତ୍ୟୁଞ୍ଜୟ ମିଶ୍ର, ନିର୍ବାହୀ Continue Reading
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ, ୩/୨ :ସୂଚନା ଅଧିକାର, ପ୍ରଚାର ଅଭିଯାନ ପରିପ୍ରେକ୍ଷୀରେ ସରକାରଙ୍କ ବୌଦ୍ଧ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟସ୍ଥିତ ସଦଭାବନା ଗୃହରେ ଭିଡିଓ କନଫରେନ୍ସି ମାଧ୍ୟମରେ ସୂଚନା ଅଧିକାର ଆଇନ- ୨୦୦୫ ଧାରା ୪(୧) ଖ ହୋଇଯାଇଛି ।ଏହି କର୍ମଶାଳାରେ ମୁଖ୍ୟ ଅତିଥିଭାବେ ଉପ- ଜିଲ୍ଲାପାଳ, ବୌଦ୍ଧ ଶ୍ରୀଯୁକ୍ତ ରବୀନ୍ଦ୍ରନାଥ କାହଁର ଯୋଗଦେଇ ଉଦଘାଟନ କରିଥିଲେ ।କର୍ମଶାଳା ଆରମ୍ଭରେ ଫେବୃଆରୀ Continue Reading
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ, ୩/୨: ମିଶନଶକ୍ତି ଓଡିଆ କବି ସମ୍ମିଳନୀ ବୌଦ୍ଧ ଜିଲ୍ଲା ର ହରଭଙ୍ଗା ବ୍ଲକ ମିଶନ ଶକ୍ତି କାର୍ଯ୍ୟାଳୟ ଠାରେ ରାଜ୍ୟ ସରକାରଙ୍କ ମିଶନଶକ୍ତି ବିଭାଗର ତରଫରୁ ‘ମିଶନଶକ୍ତି ଓଡିଆ କବି ସମ୍ମିଳନୀ’ ଅନୁଷ୍ଠିତ ହୋଇ ଯାଇଛି।ରାଜ୍ୟ ସରକାରଙ୍କ ଦ୍ଵାରା ଆସନ୍ତା ୩ ରୁ ୫ ତାରିଖ ମଧ୍ୟରେ ହେବାକୁ ଥିବା ବିଶ୍ଵ ଓଡିଆ ଭାଷା ସମ୍ମିଳନୀ ପରିପ୍ରେକ୍ଷିରେ ରେ ହରଭଙ୍ଗା ବ୍ଲକ ର ମିଶନଶକ୍ତି ବିଭାଗ ଦ୍ଵାରା ଏହି ମିଶନଶକ୍ତି ଓଡିଆ କବି […]Continue Reading
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ, ୩୧/୧: ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ବୌଦ୍ଧ ଦ୍ଵାରା ଜିଲ୍ଲାପାଳ ଙ୍କ ସମ୍ମିଳନୀ କକ୍ଷ ଠାରେ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇ ଯାଇଛି ।ଗତ ଡିସେମ୍ବର ମାସ ୧୦ ତାରିଖ ରେ ଯୋଗେନ୍ଦ୍ର ଦେବ ଉଚ୍ଚ ବିଦ୍ୟାଳୟ ବୌଦ୍ଧ ଠାରେ ହୋଇ ଥିବା ରାଜ୍ୟ ସ୍ତରୀୟ ଚିତ୍ରାଙ୍କନ ପ୍ରତିଯୋଗିତା ରେ କୃତି ଛାତ୍ର ଛାତ୍ରୀ ମାନଙ୍କୁ ଆଜି ଜିଲ୍ଲାପାଳ ସମ୍ମାନୀତ କରିଛନ୍ତି ।୫ରୁ ୮ ବର୍ଷ ବୟସ ଗ୍ରୁପ୍ ରେ ପ୍ରିପୋଲ […]Continue Reading
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ,୨୭/୧ : ବୌଦ୍ଧ ଜିଲ୍ଲା ଷ୍ଟାଡିୟମ ଠାରେ ୭୫ତମ ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ଶୁକ୍ରାବର ମହାସମାରୋହରେ ପାଳିତ ହୋଇଯାଇଛି ।ଆୟୋଜିତ ଉତ୍ସବରେ ମୁଖ୍ୟଅତିଥି ଭାବରେ ଜିଲ୍ଲାପାଳ ନୃସିଂହ ଚରଣ ସ୍ୱାଇଁ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହିତ ଜିଲ୍ଲାବାସୀଙ୍କ ଉଦ୍ଦେଶ୍ୟରେ ଉଦବୋଧନ ଦେଇଥିଲେ । ଉତ୍ସବରେ ସମ୍ମାନିତ ଅତିଥି ଭାବରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ରାଜ ପ୍ରସାଦ ଯୋଗଦେଇ ମିଳିତ ପ୍ୟାରେଡରେ ମଧ୍ୟ ଅଭିବାଦନ Continue Reading
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ,୨୫/୧: ବୌଦ୍ଧ ଜିଲ୍ଲାରେ ୧୪ତମ ଜାତୀୟ ମତଦାତା ଦିବସ ୨୦୨୪ ପାଳିତ ହେଇଅଛି । ଏହି ଉପଲକ୍ଷେ ସକାଳ ୮.୦୦ ଘଟିକା ସମୟରେ ବୌଦ୍ଧ ସହରର ମ୍ୟୁଜିୟମ ଛକ ନିକଟରୁ ଏକ ସଚେତନ ଶୋଭାଯାତ୍ରା ଆରମ୍ଭ ହୋଇ ଟାଉନ୍ ହଲ ବୌଦ୍ଧ ଠାରେ ପହଂଚି ଥିଲା । ଏଥିରେ ସ୍କୁଲ, କଲେଜର ଛାତ୍ରଛାତ୍ରୀ, ଶିକ୍ଷକ, ଜନସାଧାରଣ ତଥା ସରାକରୀ କର୍ମଚାରୀ ବୃନ୍ଦ ଯୋଗଦାନ କରିଥିଲେ । ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଶ୍ରୀଯୁକ୍ତ […]Continue Reading
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ,୨୫/୧: ଓଡିଶାର ରାଜ୍ୟପାଳ ରଘୁବର ଦାସ ଆଜି ଦିନିକିଆ ବୌଦ୍ଧଜିଲ୍ଲା ଗସ୍ତରେ ଆସି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ । ଏହି ଅବସରରେ ସ୍ଥାନିୟ ଟାଉନହଲ ଠାରେ କୃଷି ଓ କୃଷକ ବିଭାଗ ପକ୍ଷରୁ ଅନୁଷ୍ଠିତ ଚାଷୀ ସମାବେଶରେ ଯୋଗଦେଇ ଯୋଜନାର ଲାଭ ଲୋକଙ୍କ ନିକଟକୁ ନପହଂଚିବା ଯାଏଁ ଭାରତ ବିକାଶ ଅସମ୍ଭବ ବୋଲି ପ୍ରକାଶ କରିଥିଲେ । କୃଷି ହେଉଛି ଆମ ସଂସ୍କୃତି ଓ ଅର୍ଥନିତିର ଭିତ୍ତି ।ବିକଶିତ ଭାରତର ଅଧାର ହେଉଛି ଗାଁ […]Continue Reading
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ, ୨୧/୧: ବୌଦ୍ଧ ବ୍ଲକ ସ୍ତରୀୟ ସଂସାଧନ ସଭ୍ୟ ଙ୍କ (ଦ୍ଵିତୀୟ ପର୍ଯ୍ୟାୟ ) ପ୍ରଶିକ୍ଷଣ ଶିବିର ଅଦ୍ୟ ତା.୨୦.୨.୨୦୨୪ ରିଖ ସନ୍ଧ୍ୟା ୫.୩୦ ମି. ସମୟରେ ଉଦଯାପିତ ହୋଇଯାଇଛି ।ଗତକାଲି ତା.୧୯.୧.୨୪ ରିଖ ଦିନ ଏହି କର୍ମଶାଳା ର ଶୁଭଉଦଘାଟନ ହୋଇଥିଲା । ପଂଚାୟତ ସମିତି ବୌଦ୍ଧ ଦ୍ୱାରା ଏହି ଦୁଇ ଦିନିଆଁ କର୍ମଶାଳା ପଂଚାୟତ ସମିତି, ବୌଦ୍ଧ ର ସମ୍ମିଳନୀ କକ୍ଷରେ ବ୍ଲକ କଳା ସଂସ୍କୃତି ସଂଘର ସହଯୋଗକ୍ରମେ ଅନୁଷ୍ଠିତ ହୋଇଯାଇଛି Continue Reading