Home Posts tagged boudha (Page 8)
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ,୧୨/୩ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଆଭାସୀ ଜରିଆରେ ବୌଦ୍ଧ ଜିଲ୍ଲାର ତିନିଟି ସେତୁର ଲୋକାର୍ପଣ କରିଥିବା ବେଳେ ଗୋଟିଏ ସେତୁର ଶିଳାନ୍ୟାସ କରିଛନ୍ତି । ବୌଦ୍ଧଜିଲ୍ଲାର ହରଭଙ୍ଗା ବ୍ଲକର ମହାନଦୀ ଉପରେ ନିର୍ମିତ ଧଳପୁର- ଆଠମଲ୍ଲିକ ସେତୁ, ବୌଦ୍ଧ ସହରରେ ବୌଦ୍ଧ- ମର୍ଯ୍ୟାକୁଦ ଉପରେ ନିର୍ମାଣ କରାଯାଇଥିବା ସେତୁ, କଣ୍ଟାମାଳ ବ୍ଲକର ତେଲନଦୀ ଉପରେ ଫାସେଡ ଠାରେ ଫାସେଡ-ରାକଡୋଲ ସେତୁର ଲୋକାର୍ପଣ ହୋଇଥିବା ବେଳେ Continue Reading
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ,୧୧/୩ : ବୌଦ୍ଧ ଜିଲ୍ଲା କ୍ରିକେଟ ଆସୋସିଏସନ ଆନୁକୁଲ୍ୟରେ ଜିଲ୍ଲା ଷ୍ଟାଡିଅମ ଠାରେ ଚାଲିଥିବା ସପ୍ତମ ବୌଦ୍ଧ କପ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ ଆଜି ଜଗନ୍ନାଥ କଲୋନୀ କ୍ରିକେଟ କ୍ଲବ ସମ୍ବଲପୁର ଓ ଏସିସି ଅନଗୁଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା ।ଆଜିର ଫାଇନାଲ ମ୍ୟାଚକୁ ମୁଖ୍ୟଅତିଥି ଭାବେ ବୌଦ୍ଧର ବିଶିଷ୍ଟ ଆଇନଜୀବୀ ଓମ୍ ପ୍ରକାଶ ମିଶ୍ର ଯୋଗ ଦେଇଥିବାବେଳେ ସମ୍ମାନୀତ ଅତିଥି ଭାବେ ଡିସିଏର ବରିଷ୍ଠ Continue Reading
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ,୧୦/୩ : ବୌଦ୍ଧ ଜିଲ୍ଲା ଷ୍ଟାଡିୟମର ଆଲୋକୀକରଣ ପ୍ରକଳ୍ପ ଶନିବାର ଦିନ ଉଦଘାଟିତ ହୋଇଯାଇଛି । ମୁଖ୍ୟଅତିଥି ଭାବରେ ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତନ,ପଞ୍ଚାୟତିରାଜ ଓ ପାନୀୟଜଳ ଏବଂ ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ପ୍ରଦିପ କୁମାର ଅମାତ ଯୋଗଦେଇ ଏହାକୁ ଉଦଘାଟନ କରିଛନ୍ତି । ସମ୍ମାନିତ ଅତିଥି ଭାବରେ କନ୍ଧମାଳ ସାଂସଦ ଡ. ଅଚ୍ୟୁତ ସାମନ୍ତ ଯୋଗଦେଇ ଥିଲେ ।ବୌଦ୍ଧ ନଗରପାଳ ମୃତ୍ୟୁଂଜୟ ମିଶ୍ର କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା Continue Reading
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟ’ ବୌଦ୍ଧ, ୫/୩/ : ବୌଦ୍ଧ ଜିଲ୍ଲାସ୍ତରୀୟ ପଂଚାୟତରାଜଦିବସ ଓ ଲୋକସେବା ଦିବସ ସଦଭାବନା ଗୃହ ଠାରେ ଜିଲ୍ଲାପାଳ ଜେ ସୋନାଲ ଙ୍କ ସଭାପତିତ୍ବରେ ଅନୁଷ୍ଠିତଜିଲ୍ଲା ସ୍ତରୀୟ ପଞ୍ଚାୟତିରାଜ ଦିବସ ଓ ଲୋକସେବା ଦିବସ ପାଳିତ ହୋଇଯାଇଛି ।ମୁଖ୍ୟ ଅତିଥି ଭାବରେ ଜିଲ୍ଲାପରିଷଦଅଧକ୍ଷା ପ୍ରଭାସିନୀ ଦାଶ ସମ୍ମାନିତ ଅତିଥି ଭାବେ ବିଜ୍ଞାପିତ ପରିଷଦର ଅଧକ୍ଷ ମୃତୁଞ୍ଜୟ ମିଶ୍ର ଯୋଗ ଦେଇଥିଲେ!କାର୍ଯୃକ୍ରମ ରେ ଦାରିଦ୍ରଭଂଜନ ମଦନମୋହନ Continue Reading
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ,୨୪/୨ : ବୌଦ୍ଧ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷ ଠାରେ କର୍ମକ୍ଷେତ୍ରରେ ମହିଳାଙ୍କୁ ଯୌନ ନିର୍ଯ୍ୟାତନା ସମ୍ପର୍କିତ କର୍ମଶାଳା ଅନୁଷ୍ଠିତ ହୋଇଛି । ଅନୁଷ୍ଠିତ କର୍ମଶାଳାରେ ମୁଖ୍ୟଅତିଥି ଭାବେ ଜିଲାପାଳ ଜେ. ସୋନାଲ ଯୋଗଦେଇଥିଲେ ।କର୍ମକ୍ଷେତ୍ରରେ ମହିଳାମାନଙ୍କ ପ୍ରତି ହେଉଥିବା ଯୌନ ନିର୍ଯ୍ୟାତନା ନେଇ ରହିଥିବା ଆଇନର ଦିଗ ଯଥା ସୁରକ୍ଷା ଓ ସୁବିଧା ଉପରେ ମୁଖ୍ୟ ଅତିଥି ସଚେତନ କରାଇଥିଲେ । ଏହା ସହ Continue Reading
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ,୨୩/୨: ବୌଦ୍ଧ ଜିଲ୍ଲାରେ ପ୍ରଥମଥର ପାଇଁ ମହାନଦୀରେ ଜାଆଁଳ ବୃଦ୍ଧି ନିମନ୍ତେ ସରକାରୀ ସ୍ତରରେ ଉଦ୍ୟମ ଆରମ୍ଭ ହୋଇଯାଇଛି । ଦିନକୁ ଦିନ ମହାନଦୀରେ ବେଆଇନ ବ୍ଳାଷ୍ଟିଙ୍ଗ ତଥା ବିଷ ପ୍ରୟୋଗକୁ ଦୃଷ୍ଠିରେ ରଖି ବୌଦ୍ଧ ଜିଲ୍ଲାରେ ପ୍ରଥମ ଥର ପାଇଁ ମହାନଦୀରେ ମାଛ ଜାଆଁଳ ବୃଦ୍ଧି ନିମନ୍ତେ ସରକାରୀ ସ୍ତରରେ ଉଦ୍ୟମ ଆରମ୍ଭ ହୋଇଯାଇଛି ।ଏଥିପାଇଁ ବୌଦ୍ଧ ବ୍ଲକର ଖୁଣ୍ଟବନ୍ଧ ପଞ୍ଚାୟତର ଚଣ୍ଡିଗଡ ଏବଂ ବାଉଁଶୁଣୀ ମହାନଦୀ ଘାଟ ଠାରେ ଏ Continue Reading
Odisha News
ବୌଦ୍ଧ,୧୭/୨: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଆରଟିଓ ବସନ୍ତ ମହାପାତ୍ରଙ୍କୁ ଭିଜିଲାନ୍ସ ଗିରଫ କରିବା ପରେ ବୌଦ୍ଧ ପରିବହନ କାର୍ଯ୍ୟାଳୟ ଆଗରେ ଖୁସିରେ ନାଚିଥିଲେ ଡ୍ରାଇଭର୍। ଗତକାଲି ପରିବହନ କାର୍ଯ୍ୟାଳୟ ସମ୍ମୁଖରେ ବିଭିନ୍ନ ଡ୍ରାଇଭର ସଂଗ୍ରଠନ ପକ୍ଷରୁ ବାଜା ବଜେଇ ନାଚି ଖୁସି ମନାଯାଇଥିବା ଦେଖିବାକୁ ମିଳିଥିଲା।ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ବସନ୍ତଙ୍କୁ ଗତକାଲି ଗିରଫ କରିଥିଲା ଭିଜିଲାନ୍ସ। ଆୟ ତୁଳନାରେ ବସନ୍ତ ୪୪୫ ପ୍ରତିଶତ Continue Reading
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ, ୧୫/୨ : ବୌଦ୍ଧସ୍ଥିତ ଲକ୍ଷଣ୍ଡିବନ୍ଧ ଠାରେ ଅବସ୍ଥାପିତ ଭାରତୀୟ ଷ୍ଟେଟ ବ୍ୟାଙ୍କ ଗ୍ରାମୀଣ ଆତ୍ମ ନିଯୁକ୍ତି ପ୍ରଶିକ୍ଷଣ ଅନୁଷ୍ଠାନ ଠାରେ ୧୩ ଦିନ ବ୍ୟାପି ଚାଲିଥିବା ବ୍ୟବସାୟ ଭିତ୍ତିକ ଉଦ୍ୟାନ ଚାଷ ତାଲିମ ଉଦଯାପିତ ହୋଇଯାଇଅଛି ৷ବୌଦ୍ଧ ଜିଲ୍ଲା ରୁ ବଉଦ ଏବଂ ହରଭଙ୍ଗା ବ୍ଲକ ରୁ ୩୦ ଜଣ ପ୍ରଶିକ୍ଷାର୍ଥୀ ମାନେ ଏହି ତାଲିମ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ ৷ ଏଥିରେ ଆରସେଟି ନିର୍ଦେଶକ ଶ୍ରୀ ବିଚିତ୍ର ମହାପାତ୍ର Continue Reading
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ,୧୪/୨: ଆଇନସେବା ପ୍ରାଧିକରଣ ବୌଦ୍ଧ ଅଫିସ ଦ୍ୱାରା ରାମାୟଣ ମଣ୍ଡମ, ମର୍ଯ୍ୟାଦାପୁର ଖୁଣ୍ଟ ବନ୍ଧ.ବୌଦ୍ଧଠାରେ ପ୍ରବାସୀ ଶ୍ରମିକଙ୍କ ବିଭିନ୍ନ ସମସ୍ୟା ଉପରେ ଏକ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଏହି କାର୍ଯ୍ୟକ୍ରମଟି ଜିଲ୍ଲା ଆଇନସେବା ପ୍ରାଧିକରଣ, ବୌଦ୍ଧର ସଚୀବ ଶ୍ରୀମତି ସାସ୍ୱତି ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଥିଲା ।ଏହି କାର୍ଯ୍ୟକ୍ରମରେ ସହକାରୀ ଶ୍ରମ ଅଧିକାରୀ କନ୍ୟା କୁମାରି ସାହୁ Continue Reading
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ,୯/୨: ବୌଦ୍ଧ ଜଙ୍ଗଲ ବିଭାଗ ତରଫରୁ ନେଚର କ୍ୟାମ୍ପ- ଓଡିଶା ସରକାରଙ୍କ ଜଙ୍ଗଲଓ ପରିବେଶ ବିଭାଗ ସହାୟତାରେ ବୌଦ୍ଧ ଜଙ୍ଗଲ ବିଭାଗ ତରଫରୁ ଛାତ୍ରଛାତ୍ରୀମାନଙ୍କ ର ପ୍ରକୃତି ପରିବେଶ କୁ ଅତି ନିକଟରୁ ଜାଣିବା ପାଇଁ ଏକ ନେଚର କ୍ୟାମ୍ପ ଅନୁଷ୍ଠିତ ହୋଇଯାଇଛି ।ଏଥିରେ ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟ ର ୧୧ ଜଣ , କେନ୍ଦ୍ରୀୟ ବିଦ୍ୟାଳୟର ୨୦ ଜଣ ଏବଂ ପୁରୁଣା କଟକ ସରସ୍ଵତୀ ଶିଶୁ ମନ୍ଦିରର ୩୦ ଜଣ ଇକୋ କ୍ଲବ […]Continue Reading