କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ,୨୧/୬ : ବୌଦ୍ଧଜିଲାରେ ଆନ୍ତର୍ଜାତୀୟ ଯୋଗ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ପରିପେକ୍ଷିରେ ଆଜି ବୌଦ୍ଧଜିଲ୍ଲାର ବିଭିନ୍ନ ସ୍ଥାନରେ ସରକାରୀ ଓ ବେସରକାରୀ ଅନୁଷ୍ଠାନ ପକ୍ଷରୁ ଯୋଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବୌଦ୍ଧ ସହରର ଐତିହାସିକ ମହାନଦୀ ଆଳତି ଘାଟ, ଟାଉନ୍ ହଲ୍, ବୌଦ୍ଧ ବ୍ଲକ୍, ମାଉସୀ ମା ମନ୍ଦିର, କେନ୍ଦ୍ରୀୟ ବିଦ୍ୟାଳୟ, ଭାରତୀୟ ଷ୍ଟେଟ୍ ବ୍ୟାଙ୍କ୍, ଜିଲ୍ଲା ନ୍ୟାୟାଳୟ, ସ୍ୱତନ୍ତ୍ର Continue Reading
କମ୍ଭୁଧର କ୍ଷେତିଙ୍କ ରିପୋଟବୌଦ୍ଧ, ୨୧/୬: : ସ୍ଥାନୀୟ ପ୍ରଜାପିତା ବ୍ରହ୍ମକ୍ଷକୁମାରୀ ଈଶ୍ବରୀୟ ବିଶ୍ୱ ବିଦ୍ୟାଳୟ ତରଫରୁ ଜୁନ ୨୧ ଆନ୍ତର୍ଜାତିକ ଯୋଗ ଦିବସ ପାଳନ କରାଯାଇଥିଲା ।ଉକ୍ତ କାର୍ଯ୍ୟକ୍ରମ ରେ କେନ୍ଦ୍ର ସଂଚାଳିକା ବି କେ ମାମିନା ଭଉଣୀ ସ୍ବ ଓ଼ ସମାଜ ପାଇଁ ରାଜଯୋଗ ର ମହତ୍ୱ ନେଇ କହିଲେ ଆତ୍ମ ଓ଼ ପରମାତ୍ମା ମିଳନ ହିଁ ଶ୍ରେଷ୍ଠ ମିଳନ, ଏହି ମିଳନ ଅଥବା ଯୋଗ ଦ୍ୱାରା ମନରେ ଉପୁଜୁଥିବା ଚିନ୍ତା, ବିକଳ୍ପ ପ୍ରଭୁତି ନକାରାତ୍ମକ […]Continue Reading
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ,୧୦/୬ : ବୌଦ୍ଧ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସଦଭାବନା ଗୃହଠାରେ ଆଗାମୀ ରଥଯାତ୍ରାକୁ ମହାସମାରୋହରେ ପାଳନ କରିବା ପାଇଁ ଏକ ପ୍ରସ୍ତୁତି ବୈଠକ ଜିଲ୍ଲାପାଳ ଜେ ସୋନାଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ।ଏହି ବୈଠକରେ ଉପଜିଲ୍ଲାପାଳ ପ୍ରଭାସ ଚନ୍ଦ୍ର ଦଣ୍ଡସେନା ସମସ୍ତଙ୍କୁ ସ୍ୱାଗତ କରିବା ସହିତ ରଥଯାତ୍ରାକୁ ମହାସମାରୋହରେ ପାଳନ କରାଯିବାକୁ ଉପସ୍ଥିତ ସଭ ସମାନେ ବିଭିନ୍ନ ପ୍ରସ୍ତାବ ପ୍ରଦାନ କରିବାକୁ ଅନୁରୋଧ କରିଥିଲେ Continue Reading
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ,୧୦/୬: ବୌଦ୍ଧ ଜିଲ୍ଲା ବଘିଆପଡା ପଂଚାୟତର ତାମ୍ବିଦରହ ଇକୋ ରିଟ୍ରିଟ ପ୍ରକଳ୍ପଟି ଏବେ ଜିରାଜିନ୍ନ ଅବସ୍ଥାରେ ପଡି ରହିଛି । କାର୍ଯ୍ୟ ଶେଷ ନ ହେଉଣୁ ଏଠାରେ ଲାଗିଥିବା ଅନେକ ଜିନିଷ ଭାଙ୍ଗି ନଷ୍ଟ ହୋଇଗଲାଣି । ଏହାର କାର୍ଯ୍ୟ କେବେ ସଂପୂର୍ଣ୍ଣ ହେବ ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହେଲାଣି । ଏହି ପ୍ରକଳ୍ପ ୨୦୨୧-୨୨ ବର୍ଷରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଆରମ୍ଭ କରାଯାଇଥିଲା ।ଏହାର ସମସ୍ତ କାର୍ଯ୍ୟ ବୌଦ୍ଧ ବ୍ଲକ ଅଧିନରେ Continue Reading
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ, ୩/୬: ବୌଦ୍ଧରେ ଭୋଟ ଗଣତି ପାଇଁ ସମସ୍ତ ପ୍ରସ୍ତୁତି ପ୍ରକ୍ରିୟା ଚୁଡାନ୍ତ ହୋଇସାରିଛି । ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟ ପରିସରରେ ଏହି ଭୋଟ୍ ଗଣତି କାର୍ଯ୍ୟ ୪ ତାରିଖ ସକାଳ ୮ ଘଣ୍ଟା ସମୟରେ ଆରମ୍ଭ ହେବ ବୋଲି ରବିବାର ଜିଲାପାଳଙ୍କ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି ।ଗୋଟିଏ ଭୋଟ୍ ଗଣତି କେନ୍ଦ୍ରରେ ୮୫ କଣ୍ଟାମାଳ,୮୬ ବୌଦ୍ଧ ବିଧାନସଭା ଓ କନ୍ଧମାଳ ଲୋକସଭା ପାଇଁ ଏକ ସଙ୍ଗରେ Continue Reading
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ, ୧/୬: ଓଡିଶା ରାଜ୍ୟ ଶ୍ରମିକ ସମବାୟ ସମିତି ବୌଦ୍ଧ ଶାଖା ପକ୍ଷରୁ ସମିତିରେ କାର୍ଯ୍ୟରତ ଜଣେ କର୍ମଚାରୀଙ୍କୁ ର୍ଦୁଘଟଣା ଜନିତ ସହାୟତା ରାଶି ପ୍ରଦାନ କରାଯାଇଛି । ଖବରରୁ ଜଣାଯାଏଯେ ବୌଦ୍ଧ ଏନଏସିରେ ଶାଖା ପରିଚାଳକ ଭାବେ କାର୍ଯ୍ୟରତ ସୁଷମା ବେହେରା ଏକ ମଟରସାଇକେଲ ର୍ଦୁଘଟଣାରେ ଗଭିର ଆହାତ ହୋଇଥିଲେ । ସମିତି ପକ୍ଷରୁ ତାଙ୍କୁ ସହାୟତା ରାଶି ୫ହଜାର ଟଙ୍କା ପ୍ରଦାନ କରାଯାଇଛି ।ବୌଦ୍ଧ ଜିଲ୍ଲା ଇନଚାର୍ଜ ଭୁନାଥ ସାହୁଙ୍କ Continue Reading

କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ,୨୮/୫ : ବୌଦ୍ଧ ଜିଲ୍ଲା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଧନ୍ଦାମୂଳକ ପାଠ୍ୟକ୍ରମ ଇଲେକ୍ଟ୍ରୋନିକ୍ସ ଓ ହାର୍ଡୱେର ବିଭାଗ ର ଛାତ୍ରୀ ମାନେ ଚଳିତ ବର୍ଷ କୃତିତ୍ୱ ର ସହିତ ଉତ୍ତର୍ଣ୍ଣ ହୋଇଛନ୍ତି।ଏହି ବିଭାଗର ୬ ଜଣ ଛାତ୍ରୀ, ମନୀଷା ରାଣୀ ପୁରୋହିତ, ଲିଜା ବଡମାଳି, ଦୀପିକା ବାରିକ, ଝୁମାଲି ନାଏକ, ରେଶ୍ମା ଦଳବେହେରା, ପ୍ରାଚୀ ପ୍ରିୟଦର୍ଶିନୀ ବେହେରା ୧୦୦ ପ୍ରତିଶତ ନମ୍ବର ରଖିଥିବା ବେଳେ ୧୦ ଜଣ ଛାତ୍ରୀ ୯୦ ରୁ ୯୯ […]Continue Reading
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ,୨୪/୫ : କନ୍ଧମାଳ ସଂସଦୀୟ କ୍ଷେତ୍ର ବୌଦ୍ଧ ଜିଲ୍ଲା କଂଟାମାଳ ବିଧାନସଭା ମଣ୍ଡଳୀ ଅନ୍ତର୍ଗତ ରକ୍ସା ( ଦହ୍ୟା ) ପଞ୍ଚାୟତର କିରସିରା ଓ ମହେଶ୍ୱରପିଣ୍ଡା ବୁଥରେ ଗତ ୨୦ ତାରିଖରେ ଭୋଟ ଗ୍ରହଣ ବେଳେ ଅନିୟମିତତା ହୋଇଥିବା ନେଇ ଅଭିଯୋଗ ପରେ ପୁର୍ନବାର ଗୁରୁବାର ଦିନ ଉକ୍ତ ଦୁଇ ବୁଥରେ ସାନି ମତଦାନ ଗ୍ରହଣ କରାଯାଉଛି । ଉଭୟ ବୁଥ ପାଇଁ ଗୁରୁବାର ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଥିବା ବେଳେ ଶାନ୍ତି […]Continue Reading
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ,୧୮/୫ : ବୌଦ୍ଧଜିଲାରେ ୮୫ କଣ୍ଟାମାଳ ଓ ୮୬ ବୌଦ୍ଧ ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ଆସନ୍ତା ୨୦ ତାରିଖରେ ସାଧାରଣ ନିର୍ବାଚନ ହେବାକୁ ଯାଉଥିବା ବେଳେ ମତଦାନ କାର୍ୟ୍ୟ ପରିଚାଳନା ପାଇଁ ଆଜି ଜିଲା ପ୍ରଶାସନ ପକ୍ଷରୁ ୩୭୩ ଗୋଟି ବୁଥକୁ କର୍ମଚାରୀମାନଙ୍କୁ ପଠାଯାଇଛି ।ସମୁଦାୟ ୪୧୩ ଟି ବୁଥରେ ମତଗ୍ରହଣ କରାଯିବାକୁ ଥିବାବେଳେ କଣ୍ଟାମାଳ ନିର୍ବାଚନ ମଣ୍ଡଳୀରେ ୨୧୭ ଟି ଓ ବୌଦ୍ଧ ରେ ୧୯୬ ଟି ବୁଥ ରହିଛି ।ଉଭୟ […]Continue Reading
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ,୧୭ା୫: ବୌଦ୍ଧ ଅଞ୍ଚଳର ସଭ୍ୟତା,ଇତିହାସ ଅତ୍ୟନ୍ତ ଗୌରବମୟ । ଐତିହ ସଂପନ୍ନ ବୌଦ୍ଧଜିଲ୍ଲା କୁ ଯେତିକି ଗୁରୁତ୍ୱ ମିଳିବା କଥା ସେତିକି ଗୁରୁତ୍ୱ ମିଳିପାରିନାହିଁ ।ଭଗବାନ ବୁଦ୍ଧଙ୍କ ଅନେକ କିର୍ତ୍ତିରାଜୀକୁ ନିଜ ଗର୍ଭରେ ସାଇତି ରଖିଥିବା ଏହି ଅଞ୍ଚଳ ପାଇଁ ଯଦି ନିଷ୍ଠାର ସହିତ ଉଦ୍ୟମ କରାଯାଏ ଏହା ଯେକୌଣସି ବିଶ୍ୱସ୍ତରୀୟ ପର୍ଯ୍ୟଟନ ସ୍ଥଳୀଠାରୁ ମଧ୍ୟ କୌଣସି ଗୁଣରେ କମ ହେବନାହିଁ ବୋଲି ବୌଦ୍ଧରେ ଇନଟାକ ପକ୍ଷରୁ ଆୟୋଜିତ Continue Reading