କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ,୨୫/୭; ବୌଦ୍ଧ ଜିଲ୍ଲା ଆମ୍ବଝରି ପଞ୍ଚାୟତର ଆମ୍ବଝରି ଗ୍ରାମରେ ଥିବା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ପ୍ରଥମ ରୁ ଅଷ୍ଟମ ଶ୍ରେଣୀ ପର୍ୟ୍ୟନ୍ତ ଥିବା ବେଳେ ୧୫୧ ଜଣ ବିଦ୍ୟାର୍ଥୀ ପାଠ ପଢୁଛନ୍ତି । କିନ୍ତୁ ଦୁଃଖର ବିଷୟଏକ ବର୍ଷ ରୁ ଅଧିକ ସମୟ ହେବ ୬ ଜଣ ଶିକ୍ଷକଙ୍କ ମଧ୍ୟରୁ ଦୁଇଜଣ ଶିକ୍ଷକଙ୍କୁ ଡେପୁଟେଶନ ରେ ଅନ୍ୟତ୍ର ବଦଳି କରାଯାଇଛି ।ଗ୍ରାମବାସୀ ଏବଂ ପ୍ରଧାନ ଶିକ୍ଷକ ଏ ବାବଦରେ ଉପରିସ୍ଥ ଅଧିକାରୀଙ୍କୁ […]Continue Reading
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ,୨୩/୭ : ବୌଦ୍ଧଠାରେ ଜିଲ୍ଲାସ୍ତରୀୟ ୭୮ତମ ସ୍ୱାଧୀନତା ଦିବସ ପାଳନ ପାଇଁ ପ୍ରସ୍ତୁତି ବୈଠକ ଜିଲ୍ଲାପାଳଙ୍କ ସଦଭାବନା ଗୃହ ଠାରେ ମଙ୍ଗଳବାର ଅପରାହ୍ନ ଘ.୪.୩୦ମି. ସମୟରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଉପଜିଲ୍ଲାପାଳ ପ୍ରଭାସ ଚନ୍ଦ୍ର ଦଣ୍ଡସେନା ସମସ୍ତଙ୍କୁ ସ୍ୱାଗତ କରିଥିଲେ ।ଅତିରିକ୍ତ ଜିଲ୍ଲାପାଳ ତଥା ଜିଲାପରିଷଦ କାର୍ଯ୍ୟନିବାହୀ ଅଧିକାରୀ ଅନିରୁଦ୍ଧ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଚଳିତବର୍ଷ ଦିନ Continue Reading
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ,୧୮/୭ : କନ୍ଧମାଳ ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀ ଗୁରୁବାର ଦିନ ବୌଦ୍ଧ ଜିଲାପାଳଙ୍କ କାର୍ଯ୍ୟାଳୟର ସଦଭାବନା ସଭାଗୃହଠାରେ ସମସ୍ତ ବିଭାଗୀୟ ଅଧିକାରୀଙ୍କ ସହିତ ଆଲୋଚନା କରିବା ସହିତ ବିଭାଗୀୟ କାର୍ଯ୍ୟକ୍ରମର ସମୀକ୍ଷା କରିଛନ୍ତି । ଏହି ଅବସରରେ ସାଂସଦ ଶ୍ରୀପାଣିଗ୍ରାହୀ ଜିଲ୍ଲାରେ କାର୍ଯ୍ୟରତ ସମସ୍ତ ଅଧିକାରୀଙ୍କୁ କହିଥିଲେଯେ, ଜିଲ୍ଲାର ବିକାଶ ପାଇଁ ସାମଗ୍ରୀକ ଉଦ୍ୟମର ଆବଶ୍ୟକତା ରହିଛି ।ଆସନ୍ତା ୨୦୩୬ ରେ Continue Reading

କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ,୧୪/୭: ବୌଦ୍ଧ କଚେରୀ ରୋଡ ଠାରେ ମାଧବ ସେବା ଟ୍ରଷ୍ଟ ପକ୍ଷରୁ ସଂସ୍କୃତି ଭବନ କାର୍ଯ୍ୟାଳୟ ଆଜି ଉଦଘାଟିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ରାଷ୍ଟୀୟ ସ୍ୱୟଂସେବକ ସଂଘର ପଶ୍ଚିମ ପ୍ରାନ୍ତ କାର୍ଯ୍ୟକାରୀଣୀ ସଦସ୍ୟ ବିଷ୍ଣୁ ଚରଣ ପାତ୍ର ଯୋଗ ଦେଇ ରାଷ୍ଟ୍ର ହିତ ପାଇଁ ସ୍ୱୟଂସେବକ ସର୍ବଦା ଉତ୍ସାର୍ଗୀକୃତ ରହିବା ପାଇଁ ପରାମର୍ଶ ଦେଇଥିଲେ ।ଏହି କାର୍ଯ୍ୟକ୍ରମରେ ବୌଦ୍ଧ ବିଧାୟକ ସରୋଜ କୁମାର ପ୍ରଧାନ, କଣ୍ଟାମାଳ ବିଧାୟକ Continue Reading
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ,୧୧/୭ : ବୌଦ୍ଧ ଜିଲ୍ଲା ମତ୍ସ୍ୟ ଅଧିକାରୀଙ୍କ କାର୍ଯ୍ୟାଳୟରେ ପରିସରରେ ବୁଧବାର ମତ୍ସ୍ୟ ବିଭାଗ ପକ୍ଷରୁ ଜାତୀୟ ମତ୍ସ୍ୟ ଦିବସ ପାଳିତ ହୋଇଯାଇଛି ।ଜିଲ୍ଲା ମତ୍ସ୍ୟ ଅଧିକାରୀ ଲିପ୍ସା ପଟ୍ଟନାୟକଙ୍କ ଅଧକ୍ଷତାରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ରାମାରାଓ ପାଲ ଯୋଗଦେଇ ମାଛ ଚାଷ ଓ ଚାଷୀମାନଙ୍କ ପାଇଁ ସରକାରୀ ଯୋଜନାରେ ଚାଷୀ ମାନେ କିପରି ଲାଭବାନ ହୋଇ ଉପକୃତ ହୋଇପାରିବେ ।ସେ ସମ୍ପର୍କ ରେ Continue Reading
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ, ୮/୭: ରଥଯାତ୍ରା ଉପଲକ୍ଷେ ଜିଲ୍ଲା ପ୍ରଶାସନ ତଥା ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟ ପକ୍ଷରୁ ଧାରା ବିବରଣୀ କେନ୍ଦ୍ର ଖୋଲା ଯାଇ ବିଶିଷ୍ଟ ସାହିତ୍ୟିକ, ଲେଖକ, କବି ମାନଙ୍କୁ ନେଇ ଧାରା ବିବରଣୀ ପ୍ରଦାନ କରାଯାଇଥିଲା କ୍ଷଉକ୍ତ ଧାରା ବିବରଣୀରେ ଡଃ. ଇଂ. ସଞ୍ଜୟ କୁମାର ପଣ୍ଡା, ଶ୍ରୀଯୁକ୍ତ ଦୁଃଖିଶ୍ୟାମ ବେହେରା ଅବସର ପ୍ରାପ୍ତ ଶିକ୍ଷକ, ଶ୍ରୀଯୁକ୍ତ ଶିବଦତ୍ତ ପଟ୍ଟନାୟକ ସଂସ୍କୃତ ଅଧ୍ୟାପକ, ଶ୍ରୀଯୁକ୍ତ Continue Reading
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ, ୫/୭: ଗୁରୁବାର ଦିନ ୧୦.୩୦ ଘଣ୍ଟା ସମୟରେ ବୌଦ୍ଧ କଲ୍ୟାଣ ମଣ୍ଡପ ଠାରେ ଓଡିଶା ସାହିତ୍ୟ ଏକାଡେମୀର ସ୍ୱନକ୍ଷତ୍ର ଦିବସ ଉପଲକ୍ଷେ ଓଡିଆ,ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇ ଯାଇଛି ।ଜିଲ୍ଲା ସଂସ୍କୃତି ଅଧିକାରୀ ବବିତା ମିଶ୍ରଙ୍କ ତତ୍ୱାବଧାନରେ ଅନୁଷ୍ଠିତ ଉକ୍ତ ଜିଲ୍ଲା ସ୍ତରୀୟ ପ୍ରତିଯୋଗିତାରେ ବ୍ଲକ୍ ଓ ଏ.ନ.ଏସି ସ୍ତରରୁ କୃତକାର୍ଯ୍ୟ ହୋଇ Continue Reading
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ,୩/୭: ଦେଶରେ ଆଜି ନୂତନ ଅପରାଧିକ ଆଇନ କାର୍ଯ୍ୟକାରି ହୋଇଥିବାରୁ ନୂତନ ଅପରାଧିକ ଆଇନ କାର୍ଯ୍ୟକାରିତାକୁ ନେଇ ଆଜି ବୌଦ୍ଧ ଜିଲ୍ଲା ପୁଲିସ କାର୍ଯ୍ୟାଳୟ ପରିସରରେ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା । ଜିଲ୍ଲା ଆରକ୍ଷୀ ଅଧିକ୍ଷକ ରାଜ ପ୍ରସାଦଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ବୌଦ୍ଧ ରିଜର୍ଭ ଇନ୍ସିପେକ୍ଟର କୁଳମଣୀ ଗିରି ସମସ୍ତଙ୍କୁ ସ୍ୱାଗତ କରିଥିଲେ ।ଡିଏସପି ସଂଯୁକ୍ତା ବାର୍ଲା ମହିଳା ଓ ଶିଶୁ ନିର୍ଯ୍ୟାତନା Continue Reading

କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ,୨୭/୬: ବୌଦ୍ଧ ଏକ କୃଷି ପ୍ରଧାନ ଜିଲ୍ଲା ହୋଇଥିବା ବେଳେ ଜିଲ୍ଲାରେ ପର୍ଯ୍ୟାପ୍ତ ପରିମାଣର ଜଳଉତ୍ସ ରହିଛି । ହେଲେ ସରକାର ଓ ବିଭାଗୀୟ ଅଧିକାରୀଙ୍କ ଆନ୍ତରିକତାର ଅଭାବ ଯୋଗୁଁ ଜିଲ୍ଲାର ଚାଷୀମାନେ ଜଳସେଚନର ସୁବିଧା ପାଇପାରୁ ବଞ୍ଚିତ ହେଉଛନ୍ତି । ପୂର୍ବରୁ ଜଳସେଚନ ପାଇଁ ଯାହାରହିଛି ତାହା ହିଁ ବର୍ତ୍ତମାନ ଚାଲିଛି । ସେଥିମଧ୍ୟରୁ ନୂଆଁପଡା ଡ୍ୟାମ(ଲଇଗାଁ ଜଳସେଚନ ପ୍ରକଳ୍ପ) ଅନ୍ୟତମ ।ଏହି ନୂଆପଡା ଡ୍ୟାମଟି Continue Reading

କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ,୨୨/୬: ବୌଦ୍ଧ ସହରସ୍ଥିତ ଜଗନ୍ନାଥ ମନ୍ଦିର ସ୍ଥିତ ସ୍ନାନମଣ୍ଡପରେ ଶନିବାର ଦିନ ପବିତ୍ର ସ୍ନାନ ପୁର୍ଣ୍ଣିମାରେ ମହାସ୍ନାନ ପରେ ଚତୁର୍ଦ୍ଧାମୁର୍ତ୍ତି ଭକ୍ତମାନଙ୍କୁ ଗଜ ବେଶରେ ଦର୍ଶନ ଦେଇଛନ୍ତିି ।ବୌଦ୍ଧରେ ରାଜା ରାଜୁଡା ଅମଳରୁ ସଂପୁର୍ଣ୍ଣ ପାରମ୍ପରିକ ରୀତିନିତିରେ ଶ୍ରୀଜଗନ୍ନାଥଙ୍କ ମହାସ୍ନାନ ଉତ୍ସବ ପାଳିତ ହୋଇଆସୁଅଛି । ଶ୍ରୀଜଗନ୍ନାଥଙ୍କ ମହାସ୍ନାନ ଉତ୍ସବ ଅବସରରେ ବ୍ରାହ୍ମଣ ସମାଜ ଦ୍ୱାରା ସ୍ଥରୀକୃତ ଅମୃତ ବେଳାରେ Continue Reading