କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ,୨/୯: ବୌଦ୍ଧ ଥାନା ହରଭଙ୍ଗା ବ୍ଲକ୍ ଅନ୍ତର୍ଗତ ନୂଆପଡ଼ା ଡେମ୍ ନିକଟରୁ ବୌଦ୍ଧ ପୁଲିସ ୧୩୦ କିଲୋ ଗଞ୍ଜେଇ ଜବତ କରିଥିବା ବେଳେ କାହାରିକୁ ଗିରଫ କରାଯାଇନଥିବା ଜଣାପଡିଛି ।ମିଳିଥିବା ସୂଚନା ମୁତାବକ ନୂଆପଡ଼ା ଡେମ୍ ନିକଟରେ ଗଞ୍ଜେଇ ଚାଲାଣ ପାଇଁ ରଖାଯାଇଥିବା ବୌଦ୍ଧ ପୁଲିସ ବିଶେଷ ସୂତ୍ରରୁ ଖବର ପାଇ ଉକ୍ତ ସ୍ଥାନରେ ଚଢଉ କରାଯାଇଥିଲା । ଡେମ୍ ନିକଟରେ କିଛି ଜରି ବସ୍ତା ଥିବା ଦେଖି ପୁଲିସ ଯାଞ୍ଚ କରିବା ପରେ […]Continue Reading

କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ,୧/୮: ଜୁଲାଇ ୧୫ ବିଶ୍ୱ ଦକ୍ଷତା ଦିବସ ପାଳନ ଅବସର ରେ ରାଜ୍ୟ ସରକାର ଙ୍କ ଦ୍ୱାରା ବିଶ୍ୱ ଦକ୍ଷତା କେନ୍ଦ୍ର, ଭୁବନେଶ୍ୱର ରେ ପାଳନ କରାଯାଇଥିଲା ।ମୁଖ୍ୟମନ୍ତ୍ରୀ ଙ୍କ କରକମଳ ରେ ଦୁଇଟି କୌଶଳ ରଥ ରାଜ୍ୟ ବ୍ୟାପି ପରିକ୍ରମା କରୁଅଛି ।ଆଜି ର ଯୁବ ସମାଜ ବେକାରୀ ସମସ୍ୟା ରେ କବଳିତ ହୋଉଥିବାରୁ ସାଧାରଣ ଶିକ୍ଷା ପରିବର୍ତେ ସରକାର ଙ୍କ ବିଭିନ୍ନ ଦକ୍ଷତା ଭିତିକ ପ୍ରଶିକ୍ଷଣ ରେ ସାମିଲ ହୋଇ ନିଜକୁ […]Continue Reading
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ,୩୧/୮ : ବୌଦ୍ଧ,୩୧ା୮ : ଗତ ତା.୩୦.୦୮.୨୦୨୪ ରିଖ ସନ୍ଧ୍ୟାରେ ଜିଲ୍ଲାପାଳ ସୁବ୍ରତ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ବୌଦ୍ଧ ଜିଲ୍ଲାରେ ସୁଭଦ୍ରା ଯୋଜନାର ସଫଳ ରୂପାୟନ ପାଇଁ ଏକ ଆଭାସୀ ବୈଠକ ଅନୁଷ୍ଠିତ ହୋଇଯାଇଛି ।ଏଥିପାଇଁ ମାଇକ୍ରୋ ପ୍ଲାନ ପ୍ରସ୍ତୁତ ହୋଇସାରିଥିବାବେଳେ ସୁଭଦ୍ରା ଯୋଜନାର ଫର୍ମ ବଣ୍ଟନ ଆରମ୍ଭ ହୋଇଯାଇଛି ।ଜିଲାରେ ଜଣେ ମଧ୍ୟ ଯୋଗ୍ୟ ହିତାଧିକାରୀ ଯେପରି ଏହି ଯୋଜନାରୁ ବାଦ ନପଡିବେ ସେଥିପାଇଁ ବୈଠକରେ Continue Reading
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ,୩୦/୮: ବୌଦ୍ଧଜିଲ୍ଲା ର ବିଭିନ୍ନ ସମସ୍ୟା ନେଇ ଆଜି ବିଜୁ ଜନତା ଦଳ ପକ୍ଷରୁ ପୂର୍ତବିଭାଗ ଡାକବଙ୍ଗଳା ଠାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି ସାମ୍ବାଦିକ ସମ୍ମିଳନୀରେ ବିଜେଡି ଜିଲ୍ଲା କାର୍ଯ୍ୟକାରୀ ସଭାପତି ସୁବୋଧ କୁମାର ପ୍ରଧାନ ଅଧ୍ୟକ୍ଷତା କରି ରାଜ୍ୟରେ କ୍ଷମତାରେ ଥିବା ଭାରତୀୟ ଜନତା ପାର୍ଟିର ସରକାର ନିର୍ବାଚନ ସମୟରେ ଲୋକଙ୍କୁ ଦେଇଥିବା ବିଭିନ୍ନ ପ୍ରତିଶୃତି ପାଳନ କରିବାରେ ବିଫଳ Continue Reading
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ, ୧୬ /୮: ବିଜେପି ବୌଦ୍ଧ ଜିଲ୍ଲା ତରଫରୁ ଭାରତ ରତ୍ନ ପୂର୍ବତନ ପ୍ରଧାନ ମନ୍ତ୍ରୀ ସ୍ବର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ଜିଲ୍ଲା ବିଜେପି କାର୍ଯ୍ୟାଳୟ ରାମେଶ୍ୱର ବିହାର ବୌଦ୍ଧଠାରେ ମହା ସମା ରୋହରେ ପାଳିତ ହୋଇଥିଲାଆଜିର ଆଲୋଚନା ରେ ଅଟଳଜୀ ଙ୍କ ବହୁ ମୁଖି ପ୍ରତିଭା ତଥା ପ୍ରଧାନ ମନ୍ତ୍ରୀ ସଡକ ଯୋଜନା ଓ ଅଣ କଂଗ୍ରେସ ଭାରତ ସରକାର ଦିଲ୍ଲୀ ରେ ତାଙ୍କ ନେତୃତରେ ଗଠନ ଓ ତିନି ତିନି ଥର […]Continue Reading
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ, ୮/୮ : ଆସନ୍ତା ସ୍ଵାଧୀନତା ଦିବସ ଅବସରରେ ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଜିଲ୍ଲାସ୍ତରୀୟ ଯୋଗାସନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ସଂଗ୍ରହାଳୟରେ ପ୍ରଥମରୁ ପଞ୍ଚମ, ଷଷ୍ଠରୁ ଦଶମ ଓ ଯୁକ୍ତ ୨ ଏବଂ ଯୁକ୍ତ ୩ ତିନିଗୋଟି ବିଭାଗ ମଧ୍ୟରେ ଅନୁଷ୍ଠିତ ହେଇଥିଲା ।ବିଚାରକ ଭାବେ ଯୋଗ ଶିକ୍ଷକ ଦିଲ୍ଲୀପ ଚୌଧୁରୀ, ସୂର୍ଯ୍ୟନାରାୟଣ ପଣ୍ଡା, ଆଶାରାଣୀ ମିଶ୍ର, ନଟବର ଅଗ୍ରୱାଲା, Continue Reading
କମ୍ଭୁଧର କ୍ଷେତିଙ୍କ ରପୋର୍ଟବୌଦ୍ଧ, ୭/୮: ବୌଦ୍ଧ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ରେ ୩୬ ତମ ବିଦ୍ୟାଳୟ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଅଛି । ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟର ଉଦ୍ଭିଦ ବିଭାଗର ବିଜ୍ଞାନ ଅଧ୍ୟାପକ ପ୍ରବୀର ଦାସ ଓ ବିଦ୍ୟାଳୟ ପରିଚାଳନା କମିଟିର ଯୁଗ୍ମ ସମ୍ପାଦକ ସନ୍ତୋଷ କୁମାର ପୁରୋହିତ ଯୋଗଦାନ କରିଥିଲେ । ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ଶ୍ରୀବତ୍ସ ମିଶ୍ର ଅତିଥି ପରିଚୟ ପ୍ରଦାନ କରିଥିଲେ Continue Reading
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ,୨/୭: ବୌଦ୍ଧଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ଅତିରିକ୍ତ ଜିଲ୍ଲାପାଳ ଅନିରୁଦ୍ଧ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ ଡେଙ୍ଗୁ ନିବାରଣ ମାସ ପାଳନ ଓ ଅନ୍ତଃବିଭାଗୀୟ ଏକାଭିମୁଖୀ ବୈଠକ ଅନୁଷ୍ଠିତ ହୋଇଯାଇଛି ।ଏହି ବୈଠକରେ ଡେଙ୍ଗୁ,ମେଲେରିଆ ଜ୍ୱର ସଂପର୍କରେ ଲକ୍ଷଣ,ପ୍ରତିକା. ପ୍ରତିରୋଧ ବ୍ୟବସ୍ଥା ଏବଂ ସଚେତନତା ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଥିଲା । ସମସ୍ତ ଟିଆରଏସ ବିଦ୍ୟାଳୟ ରେ ମଶାରୀ ବ୍ୟବହାର, Continue Reading
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ,୩୧/୭: ବୌଦ୍ଧଜିଲ୍ଲାରେ ମହାନଦୀ ଦୁଇକୂଳ ଖାଇ ପ୍ରବାହିତ ହେଉଥିବା ବେଳେ ବର୍ତ୍ତମାନ ବିପଦ ସଂଙ୍କେତ ତଳେ ପ୍ରବାହିତ ହେଉଥିବା ଜଣାପଡିଛି । ରବିବାର ହୀରାକୁଦ ଡ୍ୟାମରୁ ୨୦ଟି ଗେଟ ଦେଇ ବନ୍ୟାଜଳ ପ୍ରବାହିତ ହେବା ଫଳରେ ଆଜି ବୌଦ୍ଧ ଜିଲ୍ଲାରେ ଉକ୍ତ ବନ୍ୟାଜଳ ପ୍ରବାହିତ ହେଉଛି । ଫଳରେ ତଳିଆ ଅଂଚଳ ଗୁଡିକରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି ।ବର୍ତମାନ ବୌଦ୍ଧଜିଲ୍ଲାରେ ମହାନଦୀ(ସନ୍ଧ୍ୟା୫ଟାରେ) ୮୫.୬୯ ମିଟର ପ୍ରବାହିତ Continue Reading
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ, ୩୦/୭ : ସ୍ଵଳ୍ପକାଳୀନ ପ୍ରଶିକ୍ଷଣ ର ମାନ୍ୟତା ପତ୍ର ୨୩ଜଣ ପ୍ରଶୀକ୍ଷାର୍ଥୀଙ୍କୁ ଦେବା ସଂଗେ ସଂଗେ ନିଯୁକ୍ତି ପତ୍ର ମଧ୍ୟ ପାଇଛନ୍ତି ।ଏହି ସଭା ରେ ଅତିରିକ୍ତ ଜ଼ିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଉପ ଜ଼ିଲ୍ଲାପାଳ, ସାଧାରଣ ପରିଚାଳକ, ଜିଲ୍ଲା ଶିଳ୍ପ କେନ୍ଦ୍ର ଏବଂ ଜିଲ୍ଲା କଲ୍ୟାଣ ଅଧିକାରୀ,ଗୋଷ୍ଠୀ ଉନ୍ନୟନ ଅଧିକାରୀମାନେ ଉପସ୍ଥିତ ଥିଲେ। ବୌଦ୍ଧ ଜ଼ିଲ୍ଲା ଦକ୍ଷତା ବିକାଶ ତଥା ନିୟୋଜନ ଅଧିକାରୀ ଶ୍ରୀ ଅଜୟ କୁମାର ଦାଶ ସଭା Continue Reading