
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ, ୧୮/୩ : (ମଙ୍ଗଳବାର )ସନ୍ଧ୍ୟା ଘ ୫.୩୦ ମିନିଟ ସମୟରେ ବୌଦ୍ଧ ଜିଲ୍ଲାପାଳଙ୍କ କାର୍ୟ୍ୟାଳୟର ଓସ୍ୱାନ ହଲ୍ ଠାରେ ଗ୍ରୀଷ୍ମ ପ୍ରବାହର ମୁକାବିଲା ସମ୍ପର୍କିତ ଏକ ବୈଠକ ଆଭାସୀ ମାଧ୍ୟମରେ ଅନୁଷ୍ଠିତ ହୋଇ ଯାଇଛି ।। ଉକ୍ତ ବୈଠକରେ ଆଭାସୀ ମାଧ୍ୟମରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଏବଂ ସମସ୍ତ ବିଭାଗୀୟ ସଚିବଙ୍କ ସହ ଓସୱାନ ହଲରୁ ଜ଼ିଲ୍ଲାପାଳ ଏବଂ ଜ଼ିଲ୍ଲାସ୍ତରୀୟ ଅଧିକାରୀମାନେ ଯୋଡି ହୋଇଥିଲେ ।ଆଭାସୀ ବୈଠକ ପୂର୍ବରୁ Continue Reading