କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ,୨୯/୧୨: ଭାରତୀୟ ମଜଦୁର ସଂଘ ଅନୁବନ୍ଧିତ ଅଲ୍ ଓଡ଼ିଶା ଲେଡିଜ୍ ୱାର୍କର୍ସ ଆସୋସିଏସନ ପକ୍ଷରୁ ବୁଧବାର ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି, ଆଠଟି ଦାବି ନେଇ ସଂଘର ସଦସ୍ୟାମାନେ ୨୧ ଦିନ ହେଲା କାର୍ୟ୍ୟବନ୍ଦ କରି ଆଇସିଡିଏସ ଅଫିସ ସମ୍ମୁଖରେ ଧାରଣାରେ ବସି ଆସୁଛନ୍ତି ।ତଥାପି ଦାବି ପୂରଣ ନହେବାରୁ ବୁଧବାର କଚେରୀ ଛକରୁ ବିରାଟ ପଟୁଆରରେ ଆସି ଧାରଣାରେ ବସିଥିଲେ, ମୁଖ୍ୟମନ୍ତ୍ରୀଙ୍କ Continue Reading
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ,୨୬/୧୧: ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକର କୁଶାସିଙ୍ଗା ଗ୍ରାମର ସ୍ୱଂୟ ସହାୟକ ଗୋଷ୍ଠୀର ମହିଳାମାନେ ସିଆରପିଙ୍କ କାର୍ଯ୍ୟରେ ଅସନ୍ତୋଷ ହୋଇ ଆଜି ଡିପିଏମଙ୍କ ଠାରେ ଅଭିଯୋଗ କରିଛନ୍ତି । ସୁଚନା ମତେ, ଗତ ପଂଚାୟତ ନିର୍ବାଚନରେ ଭୋଟକୁ ନେଇ ସିଆରପି ମହିଳା ଗୋଷ୍ଠୀଙ୍କ ଉପରେ ଆକ୍ରୋଶ ରଖି ଉଦ୍ୟଶ ମୂଳକ ଭାବରେ ଆଂଚଳିକ ମଂଚର ସଭ୍ୟା ପରିବର୍ତନ କରି ମହିଳା ଗୋଷ୍ଠୀଙ୍କ ଅର୍ଥ ଆତ୍ମସାତ କରିବାକୁ ଚାହୁଁଛନ୍ତି । ଏହା ଗୋଷ୍ଠୀର Continue Reading
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ,୨୫/୮ : ସ୍ୱାଧୀନତାର ୭୫ବର୍ଷ ପୂର୍ତ୍ତି ଅବସରରେ ରାଜ୍ୟ ପରିକ୍ରମା କରୁଥିବା ଅହିଂସା ରଥକୁ ବୌଦ୍ଧଜିଲାରେ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । କନ୍ଧମାଳ ଓ ବୌଦ୍ଧ ଜିଲ୍ଲା ସୀମାନ୍ତ ରାଣୀପଥର ଠାରୁ ବୌଦ୍ଧ ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନ ପକ୍ଷରୁ ଅହିଂସା ରଥକୁ ସ୍ୱାଗତ କରାଯିବା ସହିତ ଜିଲା ପରିକ୍ରମାରେ ପାଛୋଟି ଅଣାଯାଇଥିଲା ।ହରଭଙ୍ଗା ବ୍ଲକର ଚାରିଛକଠାରେ ବିଜୁ ପଟ୍ଟନାୟକଙ୍କ ପ୍ରତମୂର୍ତ୍ତିରେ Continue Reading
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ,୪/୭: ବୌଦ୍ଧରେ ରାଜରାଜୁଡା ଅମଳରୁ ରଥଯାତ୍ରା ପାଳନ ହୋଇଆସୁଥିବା ବେଳେ ଜିଲ୍ଲାରେ ଏହାକୁ ଗଣପର୍ବ ଭାବେ ପାଳନ କରାଯାଇଥାଏ । ଜିଲ୍ଲାରେ ବହୁ ସ୍ଥାନରେ ଦ୍ୱିତୀୟା ତିଥିରେ ପାରମ୍ପରିକ ରିତିତୀତି ଅନୁଯାୟୀ ରଥଯାତ୍ରା ପାଳିତ ହୋଇଥିବା ଆସୁଥିବା ବେଳେ ଜିଲ୍ଲାରେ କିଛି ସ୍ଥାନରେ ତୃତୀୟା ସ୍ଥିତରେ ମଧ୍ୟ ରଥଯାତ୍ରା ପାଳିତ ହୋଇଛି ।ଲୋକ କଥା ଅନୁଯାଇ ବୌଦ୍ଧ ରାଜାଙ୍କ ନିର୍ଦ୍ଦେଶ ଅନୁସାରେ ବୌଦ୍ଧ ରଥଯାତ୍ରାରେ ସେ ସମୟରେ Continue Reading
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ; ୨୬/୩: ୧୭ ଗୋଟି ୱାର୍ଡକୁ ନେଇ ଗଠିତ ବୌଦ୍ଧଗଡ ଏନଏସି ଚଳିତ ନିର୍ବାଚନରେ ତ୍ରିମୁଖି ପ୍ରତିଦ୍ୱନ୍ଦିତା ରହିଥିଲା । ତେବେ ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ବିଜେଡିର ମୃତ୍ୟୁଞ୍ଜୟ ମିଶ୍ର ତାଙ୍କ ନିକଟତମ ପ୍ରତିଦ୍ୱନ୍ଦି କଂଗ୍ରେସ ପ୍ରାର୍ଥୀ ଗଣେଷ ପ୍ରସାଦ ଅଗ୍ରୱାଲାଙ୍କ ଠାରୁ ୧୩୪୦ଭୋଟ ଅଧିକପାଇ ବିଜୟଲାଭ କରିଛନ୍ତି ।ଶ୍ରୀ ମିଶ୍ର ସମୁଦାୟ ୪୮୮୧ଖଣ୍ଡ ଭୋଟ ପାଇଥିବାବେଳେ କଂଗ୍ରେସ ପ୍ରାର୍ଥୀ ଶ୍ରୀ ଅଗ୍ରୱାଲା ୩୫୪୧ ଏବଂ Continue Reading