କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ,୨୭/୫ : ବୌଦ୍ଧ ଜିଲ୍ଲା ବ୍ରକ୍ଷହ୍ମଣିପାଳି ପଂଚାୟତ ନିକଟରେ ନୂତନ ନିର୍ମିତ କେନ୍ଦୁପତ୍ର ଫଡି ଗୃହକୁ ବିଧାନସଭା ଉପବାଚସ୍ପତି ରଜନୀକାନ୍ତ ସିଂ ଉଦଘକ୍ଷଟଣ କରିଛନ୍ତି । ସମ୍ମାନିତ ଅତିଥି ଭାବେଜଙ୍ଗଲ ଓ ପରିବେଶ ,ପଂଚାୟତ ରାଜ ଓ ପାନୀୟ ଜଳ ଯୋଗାଣ, ସୂଚନା ଓ ଲୋକ ସମ୍ପର୍କ ବିଭାଗ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ଯୋଗ ଦେଇଥିବା ବେଳେ ବୌଦ୍ଧ ଡ଼ିଅଫଓ ଦେବପ୍ରିୟ କମ୍ପ, ବୌଦ୍ଧ ଏସିଅଫ ମିନାକ୍ଷୀ ବୁମରାମ, ଭାରପ୍ରାପ୍ତ Continue Reading
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ,୨୧/୩ :ବୌଦ୍ଧ ଜିଲ୍ଲା ର ବିଭିନ୍ନ ଶିକ୍ଷା ଅନୁଷ୍ଠାନ ଛାତ୍ର ଛାତ୍ରୀ ମାନଙ୍କୁ ନେଇ ଦକ୍ଷତା ବିକାଶ ଓ ଆନନ୍ଦ ଅନୁଭୂତି ଶିବିର ବୌଦ୍ଧ ର ୧୦ ଗୋଟି ସ୍ତାନରେ ଗତ ୧୮ ତାରିଖ ଠାରୁ ଆରମ୍ଭ ହୋଇ ତା ୨୧ ତାରିଖରେ ଉଦଯାପିତ ହୋଇଯାଇଛି । ଜିଲ୍ଲା ମ୍ୟୁଜିଅମ୍ ଠାରେ ଜିଲ୍ଲାସ୍ତରୀୟ ଉଦଯାପନୀ ଉତ୍ସବ ଅନୁଷ୍ଠିତ ହୋଇଥିଲା ।ଏଥିରେ ମୁଖ୍ୟ ଅତିଥି ଭାବେ ବୌଦ୍ଧ ଜିଲ୍ଲାପାଳ ସତ୍ୟରଞ୍ଜନ ସାହୁ ଯୋଗଦେଇ ଅଂଶ ଗ୍ରହଣ […]Continue Reading
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ, ୬/୩: ସ୍ଥାନିୟ କର୍ମଚାରୀ ଭବନ ଠାରେ ରାଜସ୍ୱ ଅମଲା ସଂଘ ବୌଦ୍ଧ ଶାଖାର ସାଧାରଣ ପରିଷଦ ବୈଠକ ସଭାପତି ରାଜେନ୍ଦ୍ର କୁମାର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ଯାଇଛି । ବୈଠକରେ ନିମନ୍ତ୍ରୀତ ଅତିଥିଭାବେ ପ୍ରଭାସ କୁମାର ମିଶ୍ର ଓ ଅଖିଳଚାନ୍ଦ ମହାପାତ୍ର ଯୋଗଦେଇ କର୍ମଚାରୀ ମାନଙ୍କୁ ପ୍ର।।ସନିକ ନୀତି, ଆଦର୍ଶ, ସମୟାନୁବତ୍ତିତା ଓ କର୍ତ୍ତବ୍ୟପରାୟଣ ସଂପର୍କରେ ମାର୍ଗ ଦର୍ଶନ କରିଥିଲେ । ଏହି ଅବସରରେ ବୟୋଜ୍ୟେଷ୍ଠ Continue Reading
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ,୨୭/୨: ବୌଦ୍ଧ ଜିଲ୍ଲାର କଣ୍ଟାମାଳ ସ୍ଥିତ ଉମା ସମବାୟ ସମିତି ମାଧ୍ୟମରେ ଚଳିତ ବର୍ଷ ପ୍ରଥମଥର ଚାଷୀଙ୍କ ଠାରୁ ମାଣ୍ଡିଆ କିଣା ଯାଇଛି, ଖୁଣ୍ଟିଗୋରା ପଞ୍ଚାୟତ ପ୍ରାଙ୍ଗଣରେ ଆଖପାଖର ଗ୍ରାମର ୩୪ ଜଣ କୃଷକଙ୍କଠାରୁ ପ୍ରାୟ ୮୭ କୁଇଣ୍ଟାଲ କ୍ରୟ ମାନର ମାଣ୍ଡିଆ କିଣା ଯାଇଛି ।ଆଜିର ମଣ୍ଡିକୁ ସ୍ଥାନୀୟ ସରପଞ୍ଚ ସୁନିତା ମାଝୀ ଓ ଟିଡିସିସି ର ମାର୍କେଟିଙ୍ଗ ମେନେଜର ଉମାକାନ୍ତ ବଳିଆରସିଂ ଉଦଘାଟନ କରିଥିଲେ ।ଜିଲ୍ଲାରେ ସମୁଦାୟ Continue Reading
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ,୨୫/୨:ବିଶ୍ୱକପ ହକି ଟ୍ରଫି ଜିଲ୍ଲା ପରିକ୍ରମା ଏବଂ ବୌଦ୍ଧ ମହୋତ୍ସବ ଓ ପଲ୍ଲୀଶ୍ରୀ ମେଳାର ସଫଳ ଆୟୋଜନ ପାଇଁ ଜିଲ୍ଲାପାଳ ସତ୍ୟ ରଂଜନ ସାହୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ସମ୍ବର୍ଦ୍ଧିତ ହୋଇଛନ୍ତି ।ଏହି ଅବସରରେ ଭୂବନେଶ୍ୱର ଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଶ୍ରୀ ସାହୁଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ରାଜ୍ୟ କ୍ରୀଡାମନ୍ତ୍ରୀ ତୁଷାରକାନ୍ତୀ ବେହେରା,ମୁଖ୍ୟ ଶାସନ Continue Reading
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ,୨୧/୨: ବୌଦ୍ଧ ଜିଲ୍ଲା କଂଗ୍ରେସ ସଭାପତି ନବ କୁମାର ମିଶ୍ର ଙ୍କ ତତ୍ୱାବଧାନ ରେ ଜିଲ୍ଲାର ସମସ୍ତ ଗ୍ରାମପଞ୍ଚାୟତ ଗୁଡ଼ିକରେ ଜାନୁଆରୀ ୨୬ ତାରିଖରୁ ଜାରି ରହିଛି ହାତ ସେ ହାତ ଯୋଡ ।ସୋମବାର ଜିଲ୍ଲାର କଣ୍ଟମାଳ ବ୍ଲକ ଘଣ୍ଟାପଡ଼ା ଏବଂ ହରଭଙ୍ଗା ବ୍ଲକ ଧଳପୁର ଗ୍ରାମପଞ୍ଚାୟତ ରେ ଏହି ସମ୍ପର୍କ ଯାତ୍ରା ଜାରି ରହି ଥିଲା । କଣ୍ଟମାଳ ବ୍ଲକ ତଥା କଣ୍ଟମାଳ ନିର୍ବାଚନ ମଣ୍ଡଳୀରେ ପ୍ରଶାନ୍ତ ସାହୁ ଏହାକୁ ପରିଚାଳନା କରିଥିବା […]Continue Reading
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ,୧୫/୨: ବୌଦ୍ଧଜିଲ୍ଲା ମାଧ୍ୟମିକ ଶିକ୍ଷକ ସଂଘ ପକ୍ଷରୁ ଆଜି ଦୁଇ ଦଫା ଦାବିପତ୍ର ମୁଖ୍ୟମନ୍ତ୍ରୀ ଓ ଶିକ୍ଷା ସଚିବଙ୍କୁ ଜିଲ୍ଲାପାଳ ଓ ଜିଲ୍ଲା ଶିକ୍ଷାଧିକାରୀଙ୍କ ଜରିଆରେ ପ୍ରଦାନ କରାଯାଇଛି । ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଦାବିପତ୍ରକୁ ଅତିରିକ୍ତ ଜିଲ୍ଲାପାଳ ଗ୍ରହଣ କରିଥିବା ବେଳେ ଶିକ୍ଷା ସଚିବଙ୍କ ଦାବିପତ୍ରକୁ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ଗ୍ରହଣ କରିଥିଲେ । ୨୦୦୪ ମସିହାରୁ ୨୦୧୩ ମସିହା ମଧ୍ୟରେ ନିଯୁକ୍ତ Continue Reading
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ,୩/୨: ଜଳ ସମ୍ପଦ ବିଭାଗ ଓଡିଶା ସରକାରଙ୍କ ପାଣିପଞ୍ଚାୟତ ପକ୍ଷ ପାଳନ ଅବସରରେ ବୌଦ୍ଧ ଜଳସେଚନ ବିଭାଗ ଓ କ୍ଷୁଦ୍ର ଜଳସେଚନ ବିଭାଗର ମିଳିତ ସହଯୋଗରେ ଜିଲାସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ପାଳିତ ହୋଇଯାଇଛି ।ପାଣି ପଞ୍ଚାୟତ ଶୀର୍ଷ କମିଟି କାଯ୍ୟାଳୟ ଠାରେ ଜଳସେଚନ ବିଭାଗର ନିର୍ବାହୀ ଯନ୍ତ୍ରୀ ନରେନ୍ଦ୍ର କୁମାର ସିଠଙ୍କ ଅଧକ୍ଷତାରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟଅତିଥି ଭାବେ ଜଙ୍ଗଲ ପରବେଶ ଓ ଜଳବାୟୁ ପରିବର୍ତନ,ପଞ୍ଚାୟତିରାଜ ଓ Continue Reading
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ,୨୫/୧: ଜିଲ୍ଲା ପ୍ରଶାସନ ବୌଦ୍ଧ ଦ୍ୱାରା ସ୍ଥାନିୟ ଟାଉନହଲ ଠାରେ ଜାତୀୟ ଶିଶୁ କନ୍ୟା ଦିବସ ପାଳନ କରାଯାଇଅଛି । ଉକ୍ତ ଉତ୍ସବରେ ଶିଶୁ କନ୍ୟା ମାନଙ୍କ ମଧ୍ୟରେ ଫେନସି ଡ୍ରେସ, ଚିତ୍ରାଙ୍କନ ପ୍ରତିଯୋଗିତା, ସ୍ଲୋଗାନ ଲିଖନ ପ୍ରତିଯୋଗିତା, ଶୃଜନଶୀଳ ଲେଖନ ପ୍ରତିଯୋଗିତା ଓ ନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ।ଏହି ଅବସରରେ କେଜିବିଭି ବଲାସିଙ୍ଗା ଓ ପୁରୁଣକଟକ ଛାତ୍ରୀ ମାନଙ୍କ ଦ୍ୱାରା ବର୍ଜ୍ୟ ବସ୍ତୁର ପୁନଃ ଉପଯୋଗ Continue Reading
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ,୧୧/୧: ପତଞ୍ଜଳି ଯୋଗପୀଠ ହରିଦ୍ୱାର ଠାରେ ତିନିଦିନ ବ୍ୟାପି ରାଷ୍ଟ୍ରୀୟ କାର୍ଯ୍ୟ କାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି, ଭାରତକୁ ବିଶ୍ୱ ଗୁରୁ କରିବା ପାଇଁ ଯୋଗର ପ୍ରଚାର ପ୍ରସାର ମୁଖ୍ୟ ମାଧ୍ୟମ ବୋଲି ବୈଠକରେ ଆଲୋଚନା କରିଥିଲେ ।ପୂର୍ବ କାଳରେ ମୁନି ଋଷି ମାନେ ଯୋଗ କରି ସମସ୍ତ କାର୍ଯ୍ୟରେ ସଫଳ ହେଉଥିଲେ । ବୌଦ୍ଧଜିଲ୍ଲାରେ ଯୋଗ କାର୍ଯ୍ୟକ୍ରମ ସମ୍ପର୍କରେ ଭାରତ ସ୍ୱାଭିମାନ ଟ୍ରଷ୍ଟ ଜିଲ୍ଲା ପ୍ରଭାରୀ ଦେବାଶିଷ Continue Reading