
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ , ୨୭/୧: ଆନୁଷ୍ଠାନିକ ପ୍ୟାରେଡ ରେ ବିଭିନ୍ନ ବିଦ୍ୟାଳୟ, ମହାବିଦ୍ୟାଳୟ ର ସମୁଦାୟ ୩୮ ଟି ଟ୍ରୁପ ଅଂଶଗ୍ରହଣ କରିଥିଲେ ।ପ୍ୟାରେଡ ଇନଚାର୍ଜ ରିଜର୍ଭ ଇନସ୍ପେକ୍ଟର ଶ୍ରୀଯୁକ୍ତ କୁଳମଣି ଗିରି, ସରଜେଣ୍ଟ ଖଗେଶ୍ୱର ବିଶ୍ୱାଲ,, କ୍ୟକ୍ଷଡେଟ ପ୍ରଦୋଷ ମଲ୍ଲିକ ଏବଂ ଓଁକାର ଦେହୁରୀ ।ପ୍ୟାରେଡ଼ରେ ନନ – ସିଭିଲିଏନ ରେ ଯୋଗୀନ୍ଦ୍ର ଦେବ ଉଚ୍ଚ ବିଦ୍ୟାଳୟ ଏନ. ସି. ସି. – ପ୍ରଥମ, ବୌଦ୍ଧ ପଂଚାୟତ ମହାବିଦ୍ୟାଳୟ Continue Reading