କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ,୧୩/୪ : ବୌଦ୍ଧ ସହରର ପୁରୁଷତ୍ତମ ବିହାର ନିବାସୀ ଫୁଲବାଣୀ ସ୍ୱୟଂ ଶାସିତ ମହାବିଦ୍ୟାଳୟେରେ ରସାୟନ ବିଜ୍ଞାନର ଶେଷବର୍ଷ ଛାତ୍ର ଅଭିଷେକ ଦାଶ ଆଇଆଇଟି ସ୍ମାତକୋତ୍ତର ଜାମ ପ୍ରବେଶିକା ପରିକ୍ଷାରେ କୃତକାର୍ଯ୍ୟ ହୋଇ ବୌଦ୍ଧ ପାଇଁ ଗୌରବ ଆଣି ପାରିଛନ୍ତି । ସେ ସର୍ବ ଭାରତୀୟ ସ୍ତରରେ ୨୧୮୩ ରେଙ୍କରେ ରହିଛନ୍ତି ।ସେ ବୌଦ୍ଧ ସହର ନିବାସୀ ଜନ୍ମେଜୟ ଦାଶ ଓ ମାତା କାଦମ୍ବିନୀ ଯୋଷୀଙ୍କ ପୁତ୍ର ଅଟନ୍ତି । ସେ ବୌଦ୍ଧ ଶିଶୁ […]Continue Reading




