Home Posts tagged BOUDHA DISTRICT (Page 37)
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ,୧୮/୭: ତିନି ଠାକୁର ମାଉସୀ ମାଙ୍କ ଘରେ ନଅ ଦିନ ଲୀଳାଖେଳା ପରେ ସୋମବାର ଶ୍ରୀ ମନ୍ଦିର କୁ ବାହୁଡିଅଛନ୍ତି । ମଙ୍ଗଳବାର ରଥରେ ରହିଥିବା ବେଳେ ଆଜି ରଥ ଉପରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ସୁନାବେଶ ଅନୁଷ୍ଠିତ ହୋଇଛି । ବୌଦ୍ଧର ଜଗନ୍ନାଥ ମନ୍ଦିର ଆଗରେ ଥିବା ରଥ ଖଳାରେ ଅଭଙ୍ଗ ରଥରେ ସୁନାବେଶ ସଜ୍ଜିତ ହୋଇ ଚତୁର୍ଦ୍ଧାମୂର୍ତ୍ତି ଭକ୍ତଙ୍କୁ ଦର୍ଶନ ଦେଇଥିଲେ ।ରଥ ଉପରେ ବେଶକାରୀ ସେବାୟତ ମାନେ ପ୍ରଭୂଙ୍କୁ ସ୍ୱର୍ଣ୍ଣ ଅଳଙ୍କାର Continue Reading
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ, ୧୫/୭: ବୌଦ୍ଧ ସହରସ୍ଥିତ କଚେରୀରୋଡ ଠାରେ ମାଧବ ସେବା ଟ୍ରଷ୍ଟ ପକ୍ଷରୁ ସଂସ୍କୃତି ଭବନ କାର୍ଯ୍ୟାଳୟ ଉଦଘାଟିତ ହୋଇ ଯାଇଛି । ଏହି ଭବ୍ୟ କାର୍ଯ୍ୟକ୍ରମରେ ରାଷ୍ଟ୍ରିୟ ସ୍ୱୟଂସେବକ ସଂଘର ପଶ୍ଛିମପ୍ରାନ୍ତ କାର୍ଯ୍ୟକାରିଣୀ ସଦସ୍ୟ ମାନନୀୟ ବିଷ୍ଣୁ ଚରଣ ପାତ୍ର ଯୋଗଦେଇ ରାଷ୍ଟ୍ର ହିତପାଇଁ ସ୍ୱୟଂସେବକ ସର୍ବଦା ଉତ୍ସର୍ଗୀକୃତ ରହିବା ପାଇଁ ପରାମର୍ଶ ଦେଇଥିଲେ ।ଏହି କାର୍ଯ୍ୟକ୍ରମରେ ବୌଦ୍ଧ ବିଧାୟକ ସରୋଜ କୁମାର ପ୍ରଧାନ, Continue Reading
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ, ୧୩/୭: ସନ୍ଧ୍ୟା ସମୟରେ ମାଉସୀ ମା ମନ୍ଦିର ପରିସରରେ ଜ଼ିଲ୍ଲା ପ୍ରଶାସନ ପକ୍ଷ ରୁ ଭଜନ ସମାରୋହ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।ଏହି ଅବସରରେ ସୃଷ୍ଟି ନୃତ୍ୟକ୍ଷ ନୁ ଷ୍ଟ। ନ ର କଳାକାର ମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ନୃତ୍ୟ ଗୁରୁ ଅରୂପ ରଞ୍ଜନ ମହାରଣକ୍ଷ ଙ୍କ ନିର୍ଦେଶନାରେ ସତ୍ୟବାନ ସେଠୀ,ଅଶୋକ ବିଶି, ଉର୍ମି ମହାନନ୍ଦିଆ ଭଜନ ପରିବେଷଣ କରିଥିଲେ ।ଶ୍ରଦ୍ଧାଞ୍ଜଳି ସାହୁ Continue Reading
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ,୧୨/୭ : ବୌଦ୍ଧରେ ବିଶ୍ୱ ଜନସଂଖ୍ୟା ଦିବସ ଏବଂ ସମନ୍ୱିତ ସ୍ୱାସ୍ଥ୍ୟ ସର୍ଭେକ୍ଷଣ ଅଭିଯାନ ଉପଲକ୍ଷେ ଆନ୍ତଃବିଭାଗୀୟ ଏକାଭିମୁଖୀ ବୈଠକ ଜିଲ୍ଲାପାଳ ଜେ. ସୋନାଲଙ୍କ ଅଧ୍ୟକ୍ଷତାରେ ପାଳିତ ହୋଇଯାଇଛି । ଜିଲାପାଳଙ୍କ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷଠାରେ ଆୟୋଜିତ ସଭା ପୂର୍ବରୁ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ମଦନ ମୋହନ ପ୍ରଧାନ ଜନସଂଖ୍ୟା ଦିବସ ପାଳନର ଉଦ୍ଦେଶ୍ୟ ଓ ଆଭିମୁଖ୍ୟ ସଂପର୍କରେ ସୂଚନା ପ୍ରଦାନ କରିଥିଲେ Continue Reading
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ, ୪/୭: ଗୁରୁବାର ଦିନ ୧୧ ଘଣ୍ଟା ସମୟରେ ବୌଦ୍ଧ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ପକ୍ଷରୁ ଟୁଟୁସିଙ୍ଗା ପଞ୍ଚାୟତ ହାଇସ୍କୁଲ ଠାରେ ବନ ମହୋତ୍ସବ ସପ୍ତାହ ଅବସରରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି ।ଜିଲ୍ଲା ଦୌରାଜଜ୍ ତଥା ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ଅଧ୍ୟକ୍ଷ ବିକ୍ରମ କୁମାର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଓ ସଚିବ ଶ୍ରୀମତୀ ଶାଶ୍ୱତି ମିଶ୍ରଙ୍କ ତତ୍ୱାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଦଣ୍ଡାଧୀଶ Continue Reading
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ, ୧/୭: ରବିବାର ରାତି ୭.୩୦ ମିନିଟ ସମୟରେ ଡମ୍ବରୁଗଡ ନିକଟରୁ ବେଆଇନ୍ ବାଲି ଚାଲାଣ ଅଭିଯୋଗରେ ୧୩ ଗୋଟି ଟ୍ରାକ୍ଟରକୁ ବାଉଁଶୁଣୀ ପୋଲିସ ଅଟକ ରଖି ଥାନାକୁ ଆଣିଛି ।ମିଳିଥିବା ସୂଚନା ଅନୁଯାୟୀ ଆଜି ସନ୍ଧ୍ୟା ୫ ଘଣ୍ଟା ସମୟରେ ବାଉଁଶୁଣୀ ରାଜସ୍ୱ ସର୍କଲର ଡମ୍ବରୁଗଡ ମହାନଦୀ ବାଲି ଘାଟରୁ ବେଆଇନ ବାଲି ଉତ୍ତୋଳନ ଓ ପରିବହନ ହେଉଥିବା ଖବର ପାଇ ଜିଲ୍ଲାପାଳ ଜେ ସୋନାଲ ଓ ଏସପି ରାଜ୍ ପ୍ରସାଦ ଅତର୍କିତ […]Continue Reading
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ,୨୧/୬ : ବୌଦ୍ଧଜିଲାରେ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ସମ୍ଭାବ୍ୟ ପରିସ୍ଥିତିର ମୁକାବିଲା ପାଇଁ ଏକ ପ୍ରସ୍ତୁତି ବୈଠକ ଗୁରୁବାର ଦିନ ଜିଲାପାଳ ଜେ. ସୋନାଲଙ୍କ ଅଧ୍ୟକ୍ଷତାରେ ଜିଲାପାଳଙ୍କ କାର୍ଯ୍ୟାଳୟର ସଦଭାବନା ସଭାଗୃହଠାରେ ଅନୁଷ୍ଠିତ ହୋଇଯାଇଛି ।ବୈଠକରେ ବୌଦ୍ଧ ବିଧାୟକ ସରୋଜ କୁମାର ପ୍ରଧାନ ଓ କଣ୍ଟାମାଳ ବିଧାୟକ କହ୍ନାଇଁ ଚରଣ ଡାଙ୍ଗ ଯୋଗଦେଇ ଜିଲାକୁ ବନ୍ୟା ଦାଉରୁ ରକ୍ଷା କରିବାକୁ ପ୍ରଶାସନ ତତ୍ପର ଭାବରେ ସମସ୍ତ Continue Reading
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ, ୧୨/୬: ବୌଦ୍ଧ ଜିଲ୍ଲା ର ଏକମାତ୍ର ଅଗ୍ରଣୀ ନୃତ୍ୟାନୁଷ୍ଠାନ “ପ୍ରଣାମ” ଆନୁକୁଲ୍ୟ ରେ ଚତୁର୍ଥ ରାଜ୍ୟସ୍ତରୀୟ ଗ୍ରୀଷ୍ମକାଳୀନ ଓଡିଶୀ ନୃତ୍ୟ କର୍ମଶାଳା – ୨୦୨୪ ଜୁନ ୫ ତାରିଖ ଠାରୁ ଜୁନ ୧୧ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ଏହି କର୍ମଶାଳା ଆନୁଷ୍ଠନିକ ଭାବେ ଗତ କାଲି ଉଦ୍ଘାଟିତ ହୋଇ ଯାଇଛି।ଏଥିରେ ମୁଖ୍ୟ ଅତିଥି ଭାବରେ ଶ୍ରୀଯୁକ୍ତ ଚିତ୍ତରଞ୍ଜନ ଦାସ, ସଭାପତି ଶ୍ରୀଯୁକ୍ତ ବସନ୍ତ କୁମାର ସାହୁ, Continue Reading
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ,୨୭/୫ : ବୌଦ୍ଧ ସହର ବାପୁଜୀନଗର ବସ୍ତିର ସୁଜିତ ଦେହୁରୀଙ୍କ ମୃତଦେହ ଗତ ଶୁକ୍ରବାର ମାଉଲସିଙ୍ଗା ଗ୍ରାମର ଏକ ବନ୍ଧହୁଡାରେ ଥିବା ପଲଶା ଗଛ ନିକଟରୁ ଝୁଲନ୍ତା ଅବସ୍ଥାରେ ପୁଲିସ ଉଦ୍ଧାର କରିଥିଲା । ପୁଅକୁ ଶ୍ୱଶୁର ଘର ଲୋକ ହତ୍ୟା କରିଥିବା ନେଇ ମୃତ ସୁଜିତର ପିତା ଯୋଗିନ୍ଦ୍ର ଦେହୁରୀ ବୌଦ୍ଧ ଥାନାରେ ଅଭିଯୋଗ କରିଥିଲେ ।ଅଭିଯୋଗକୁ ଭିତି କରି ପୁଲିସ ଏକ ହତ୍ୟା ମାମଲା ରୁଜୁ କରିବା ସହିତ ଘଟଣାର ତଦନ୍ତ […]Continue Reading
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ,୨୨/୫: ହରଭଙ୍ଗା ବ୍ଲକ କେଲାକଟା ଗ୍ରାମର ଧର୍ମପ୍ରାଣ ବ୍ୟକ୍ତି ପୁରନ୍ଦର ସାହୁଙ୍କ ୯୦ ବର୍ଷ ବୟସରେ ପରଲୋକ ହୋଇଯାଇଛି । ଚାଷୀ ପରିବାରର ସ୍ୱର୍ଗତ ସାହୁ ଜଣେ ମେଳାପି ଓ ପରୋପକାରୀ ବ୍ୟକ୍ତି ଥିଲେ ତାଙ୍କରି ବିୟୋଗରେ କେଲାକଟା ଗ୍ରାମରେ ଶୋକର ଛାୟା ଖେଳିଯାଇଥିଲା ।ତାଙ୍କର ବଡପୁଅ ମକରନ୍ଦ ସାହୁ ଶିକ୍ଷକତା କରୁଥିବାବେଳେ ସାନପୁଅ ପଙ୍କଜ ସାହୁ ବୌଦ୍ଧ ପୁଲିସ ବିଭାଗରେ କାର୍ଯ୍ୟରତ । ଶେଷ ସମୟରେ ପୁରନ୍ଦରଙ୍ ପୁରା ପରିବାର Continue Reading