କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ, ୨୮/୮ : ବୌଦ୍ଧ ଜିଲ୍ଲା ବିଜେପି ମୁଣ୍ଡାପଡା ମଣ୍ଡଳ ସ୍ତରୀୟ ସଦସ୍ୟତା ଅଭିଯାନ ୨୦୨୪, ମୁଣ୍ଡାପଡା କଲ୍ୟାଣ ମଣ୍ଡପ ଠାରେ ମଣ୍ଡଳ ସଭାପତି ଶ୍ରୀ ଯୀଶୁ ପ୍ରଧାନ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା ।ଆଜିର ଏହି କର୍ମଶାଳା ରେ ଜିଲ୍ଲା ବିଜେପି ସଭାପତି ଶ୍ରୀ ଯୁକ୍ତ ବିପ୍ର ଚରଣ ମହାନ୍ତି ମୁଖ୍ୟ ଅତିଥି ରୂପେ ଯୋଗଦାନ କରି ଉପସ୍ଥିତ ଥିବା ୮ ଗୋଟି ଶକ୍ତି କେନ୍ଦ୍ର ର ତ୍ରିଦେବ ଓ ମଣ୍ଡଳ ସ୍ତରୀୟ […]Continue Reading
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ, ୨୬/୮ : ବୌଦ୍ଧ ଜିଲ୍ଲା ବିଜେପି ସଦସ୍ୟତା ଅଭିଯାନ ୨୦୨୪ ର କର୍ମ ଶାଳା ବୌଦ୍ଧ ଟାଉନ ହଲ ଠାରେ ଜିଲ୍ଲା ବିଜେପି ସଭାପତି ଶ୍ରୀ ବିପ୍ର ଚରଣ ମହାନ୍ତି ଙ୍କ ସଭାପତି ଟ୍ୱେରେ ଅନୁଷ୍ଠିତ ହୋଇ ଥିଲା ।ଜିଲ୍ଲା ର ୪୧୧ ବୁଥ, ୧୦ ଗୋଟି ମଣ୍ଡଳ, ୭୬ ଶକ୍ତି କେନ୍ଦ୍ର , ଦୁଇଗୋଟି ବିଧାନ ସଭା ର ସମସ୍ତ ବିଜେପି କର୍ମୀ, ଓ ଭୋଟର ମାନଙ୍କୁ ଜାତି, ଧର୍ମ ନିର୍ବିଶେଷରେ […]Continue Reading
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ, ୨୩/୮ : ଦକ୍ଷତା ବୃଦ୍ଧି ଏବଂ ନିଯୁକ୍ତି, ଦୀର୍ଘକାଳୀନ ଓ ସ୍ୱଳ୍ପକାଳୀନ ବୈଷୟିକ ଶିକ୍ଷା ପ୍ରଶିକ୍ଷଣ ଉପରେ ସଚେତନତା ସୃଷ୍ଟି ଲକ୍ଷ୍ୟ ରେ ଜିଲ୍ଲା ର ବିଭିନ୍ନ ବିଦ୍ୟାଳୟ, ମହାବିଦ୍ୟାଳୟ ଓ ବୈଷୟିକ ଅନୁଷ୍ଠାନ କୁ ଗଡିବ କୌଶଳ ରଥ ।ଏହି କୌଶଳ ରଥ ର ବାଧାମୁକ୍ତ ଜ଼ିଲ୍ଲା ପରିକ୍ରମା ପାଇଁ ଜ଼ିଲ୍ଲାପାଳ ଶ୍ରୀ ସୁବ୍ରତ କୁମାର ପଣ୍ଡା ଙ୍କ ଅଧକ୍ଷତା ରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଅଛି । ଆସନ୍ତା […]Continue Reading
ବୌଦ୍ଧ,୨୧/୮: ଜିଲା ସଂଗ୍ରହାଳୟରେ ଏକ ଆକ୍ୱାରିୟମ୍ ପ୍ରୋଜେକ୍ଟର ବକେୟା ବିଲ୍ ପାସ କରାଇ ଦେବା ପାଇଁ ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଜଳରେ ପଡିଛନ୍ତି ସହାୟକ ରାଜସ୍ୱ ଅଧିକାରୀ ଚୌଧୁରୀ ପୁପୁନ ଦାଶ। ୨୦୨୧-୨୨ ରୁ ଏହି କାର୍ଯ୍ୟ ଚାଲିଥିବା ବେଳେ ଏହାର କିଛି ବିଲ୍ ବାକି ରହିଥିଲା, ଯାହାକୁ ପାସ କରାଇ ଦେବା ପାଇଁ ପୁପୁନ ଦାଶ ୨୫ ହଜାର ଟଙ୍କା ଲାଞ୍ଚ ମାଗିଥିଲେ।ତେବେ ପୂର୍ବରୁ ଖବର ପାଇ ବୁଧବାର ଭିଜିଲାନ୍ସ ଟିମ୍ ପୂର୍ବରୁ ଜାଲ […]Continue Reading
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ, ୨୦/୮: ସ୍ଥାନୀୟ ପ୍ରଜାପିତା ବ୍ରହ୍ମାକୁମାରୀ କେନ୍ଦ୍ର ଠାରେ ବିଶ୍ଵଭାତୃତ୍ୱ ଓ଼ ସୁରକ୍ଷା ର ପର୍ବ ରାକ୍ଷୀ ବିଷୟ ନେଇ ଏକ ଆଧ୍ୟାତ୍ମିକ କାଯ୍ୟକ୍ରମ ହୋଇଥିଲା ।ଉକ୍ତ କାଯ୍ୟକ୍ରମ ରେ ମାନ୍ୟବର ଜିଲ୍ଲାପାଳ ଶ୍ରୀଯୁକ୍ତ ସୁବ୍ରତ କୁମାର ପଣ୍ଡା ମୁଖ୍ୟ ଅତିଥି ଓ଼ ଡ. ପ୍ରବୀର କୁମାର ଦାଶ ସମ୍ମାନୀୟ ଅତିଥି ରୂପେ ଯୋଗଦାନ ଦେଇଥିଲେ ।କେନ୍ଦ୍ର ସଂଚାଳିକା ବ୍ରହ୍ମାକୁମାରୀ ଗୌରୀ ଭଉଣୀ କାଯ୍ୟକ୍ରମ ର ବିଷୟ ଉପରେ ଆଲୋକପାତ କରି Continue Reading
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ, ୨୦/୮: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ମଥୁରା ପଂଚାୟତ ଦନ୍ତାପାଳି ସ୍ଥିତ ମାହେଶ୍ୱରୀ ଗୋଶାଳା ଓ ଜରା ଆଶ୍ରମ ଠାରେ ପବିତ୍ର ଶ୍ରାଵଣ ପୁର୍ଣିମା ଅବସରରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ମାହେଶ୍ୱରୀ ଗୋଶାଳା ର ଅଧକ୍ଷ ନିର୍ଗୁଣ ମହାକୁଡ଼ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ବଳରାମ ଜୟନ୍ତୀ, ଗୋଶାଳା ପରିସରରେ ବୃକ୍ଷ ରୋପଣ ଓ ବୃକ୍ଷ ରକ୍ଷା ବନ୍ଧନ, ଗୋପୁଜନ, ଗୋ ରକ୍ଷ୍ୟା ବନ୍ଧନ ପରେ ଏକ ସାଧାରଣ ସଭା ଅନୁଷ୍ଠିତ Continue Reading
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ, ୧୬/୮ : ବୌଦ୍ଧ ଜ଼ିଲ୍ଲାରେ ମହା ସମାରୋହ ରେ ୭୮ ତମ ସ୍ୱାଧୀନତା ଦିବସ ଅନୁଷ୍ଠିତ ହୋଇଯାଇଛି । ଆନୁଷ୍ଠାନିକ ପ୍ୟାରେଡ ତଥା ଦିବସ ର ମୁଖ୍ୟ ଅତିଥି ଭାବେ ଜ଼ିଲ୍ଲାପାଳ ଶ୍ରୀଯୁକ୍ତ ସୁବ୍ରତ କୁମାର ପଣ୍ଡା ଯୋଗ ଦେଇ ଆନୁଷ୍ଠାନିକ ଭାବେ ଜାତୀୟ ପତାକା ଉତ୍ତୋଳନ କରିବା ସହ ସମ୍ମିଳିତ ପ୍ୟାରେଡ ର ଅଭିବାଦନ ଗ୍ରହଣ ପୂର୍ବକ ଉଦବୋଧନ ଦେଇଥିଲେ ।ପ୍ୟାରେଡ ପରିଚାଳନା କରିଥିଲେ ରିଜର୍ଭ ଇନସ୍ପେକ୍ଟର କୁଳମଣି ଗିରି, ସର୍ଜେଣ୍ଟ […]Continue Reading
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ, ୧୨/୮: ଘରେ ଘରେ ତ୍ରିରଙ୍ଗା କାର୍ଯ୍ୟକ୍ରମ ପରିପ୍ରେକ୍ଷୀରେ ଅଦ୍ୟ ତା.୧୨.୮.୨୦୨୪ ରିଖ ସକାଳ ୭ ଘଟିକା ସମୟରେ ଜ଼ିଲ୍ଲା ଷ୍ଟାଡିୟମ ଠାରୁ ଏକ ମାରାଥନ ବୌଦ୍ଧ ସହର ପରିକ୍ରମା କରିଥିଲା ।ଏହି ମାରାଥନ ରେ ଜ଼ିଲ୍ଲାପାଳ,ଆରକ୍ଷୀ ଅଧିକ୍ଷକ, ସି. ଡ଼ି. ଇ. ଓ, ଉପ- ଜ଼ିଲ୍ଲାପାଳ ଏବଂ ସମସ୍ତ ଜ଼ିଲ୍ଲା ସ୍ତରୀୟ ଅଧିକାରୀ, ବିଭିନ୍ନ ଶିକ୍ଷାନୁଷ୍ଠାନ ର ଛାତ୍ର ଛାତ୍ରୀ, ବୁଦ୍ଧିଜୀବୀ ଯୋଗ ଦେଇଥିଲେ ।ଏହି ଅବସରରେ ଦସ୍ତଖତ ଅଭିଯାନ Continue Reading
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ,୯/୮ : ଅଦ୍ୟ ତା ୦୯.୮.୨୦୨୪ ରିଖ ଶୁକ୍ରବାର ଦିନ ଦିବା ୧୧.୪୫ ମିନିଟ ସମୟରେ ଜିଲ୍ଲାପାଳଙ୍କ କାର୍ଯ୍ୟ।ଳୟ ସଦଭାବନା ଗୃହଠାରେ ଜିଲା ପ୍ରଶାସନ ପକ୍ଷରୁ ଜିଲ୍ଲାପାଳ ଜେ. ସୋନାଲଙ୍କୁ ବିଦାୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି ।ଅତିରିକ୍ତ ଜିଲ୍ଲାପାଳ ଅନିରୁଦ୍ଧ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ଉପଜି ଲ୍ଲା ପାଳ ପ୍ରଭାସ ଚନ୍ଦ୍ର ଦଣ୍ଡସେନା ବିଦାୟୀ ଜିଲ୍ଲାପାଳ ଶ୍ରୀ ସୋନାଲଙ୍କ କାର୍ଯ୍ୟଦକ୍ଷତା ଏବଂ Continue Reading
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ, ୩/୮: ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ବୌଦ୍ଧ ପକ୍ଷରୁ ରାମକୃଷ୍ଣବାଳାଶ୍ରମ ଶିଶୁ ଗୃହ, ବିରନରସିଂହପୁର ଓ ପର୍ଯ୍ୟବେକ୍ଷଣ ଗୃହ, କେଲାକଟା ଠାରେ ଭାରତୀୟ ଅଙ୍ଗଦାନ ଦିବସ ପାଳନ ହୋଇ ଯାଇଛି ।କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଡ. କିଶୋର ଚନ୍ଦ୍ର ପଟ୍ଟନାୟକ ଯୋଗଦେଇ ପଟ୍ଟଚିତ୍ର ଓ ପାୱାର ପଏନ୍ଟ ମାଧ୍ୟମରେ ଅଙ୍ଗଦାନ ଓ ପ୍ରତିରୋପଣ ର ସରକାରୀ ନିୟମ ଓ କାଯ୍ୟକାରିତା ବିଷୟରେ ବୁଝାଇଥିଲେ ।ମଣିଷ ଶରିରରେ କେଉଁ ଅଙ୍ଗ ସବୁ Continue Reading




