Home Posts tagged BOUDHA DISTRICT (Page 34)
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟ ବୌଦ୍ଧ,୨୩/୧୦: ବୌଦ୍ଧ ସହରର ବୁଟୁପାଲି ଗଜଲକ୍ଷ୍ମୀ ପୁଜା କମିଠି ପକ୍ଷରୁ ଗତ ପୂଣ୍ଣିମା ଦିନ ଠାରୁ ଧୁମଧାମରେ ମାଆ ଲକ୍ଷ୍ମୀଙ୍କ ପୂଜା ପାଳିତ ହୋଇଆସୁୃଛି । ପୂଜା ଆରମ୍ଭ ଦିନ ଏକ କଳସ ଶୋଭାଯାତ୍ରା ସହ ଲକ୍ଷ୍ମୀଙ୍କ ପୂଜା ଆରମ୍ଭ ହୋଇଥିଲା ।ପ୍ରତିବର୍ଷ ପରି ଏବର୍ଷ ମଧ୍ୟ ପୂଜା କମିଟି ପକ୍ଷରୁ ଧୁମଧାମରେ ପାଳନ କରିବା ସହ ବିଭିନ୍ନ ସାସ୍କୃତିକ କାର୍ଯ୍ୟକ୍ରମ କରାଯାଉଅଛି । ମାଆ ଙ୍କ ମଣ୍ଡପ ସମ୍ମୁଖରେ ଲକ୍ଷେ ଆଠ […]Continue Reading
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ, ୧୭/୧୦ : ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ନବ ଓଡ଼ିଶାର ନିର୍ମାତା ନବୀନ ପଟନାୟକଙ୍କ ୭୮ତମ ଜନ୍ମ ଦିବସ ଅବସରରେ ସମଗ୍ର ଓଡ଼ିଶାରେ ଆଜି ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି କ୍ରମରେ ବୌଦ୍ଧ ବିଜୁ ଜନତାଦଳ ପକ୍ଷରୁ ସ୍ଥାନୀୟ ରେଡ଼କ୍ରସ ରକ୍ତଭଣ୍ଡାର ଠାରେ ଏକ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି ।ପୂର୍ବତନ ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରଦୀପ କୁମାର ଅମାତ ଏନଏସି ଅଧକ୍ଷ ମୃତ୍ୟଞ୍ଜୟ ମିଶ୍ର ବିସିସିବି ସଭାପତି ଅରୁଣ Continue Reading
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟ୧୫/୧୦: ବୌଦ୍ଧ ବ୍ଲକ୍ ମୁରୁଶୁଣ୍ଢୀ ସ୍ଥିତ ବ୍ଲକ କାର୍ଯ୍ୟାଳୟ ଠାରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକଙ୍କ ଯୁଗ୍ମ ଜନ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇ ଯାଇଛି ।ସକାଳ ୧୦ ଘଣ୍ଟା ସମୟରେ ଆରମ୍ଭ ହୋଇଥିବା ଜନ ଶୁଣାଣୀ ଶିବିରରେ ସି. ଡ଼ି. ଇ. ଓ ତଥା ଅତିରିକ୍ତ ଜ଼ିଲ୍ଲାପାଳ ଅନିରୁଦ୍ଧ ପ୍ରଧାନ, ଉପ – ଆରକ୍ଷୀ ଅଧିକ୍ଷକ ସଂଯୁକ୍ତା ବାର୍ଲା,ଭାରପ୍ରାପ୍ତ ଉପ ଜିଲ୍ଲାପାଳ ଚାର୍ଲସ ନାଏକ ଶିବିରରେ ଉପସ୍ଥିତ ରହି ଆସିଥିବା ବିଭିନ୍ନ Continue Reading
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ, ୧୪/୧୦ : ଅଦ୍ୟ ଭାରତୀୟ ଜନତା ପାର୍ଟୀ ବୌଦ୍ଧ ଜିଲ୍ଲା ତରଫରୁ ଏକ ଦିବସୀୟ ” ସକ୍ରିୟ ସଦସ୍ୟ କର୍ମଶାଳା ” ଜିଲ୍ଲା ଟାଉନ ହଲ ବୌଦ୍ଧ ଠାରେ ଜିଲ୍ଲା ବିଜେପି ସଭାପତି ଶ୍ରୀ ବିପ୍ର ଚରଣ ମହାନ୍ତି ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ହୋଇଥିଲା ।କର୍ମଶାଳା ପ୍ରାରମ୍ଭରେ ଶ୍ରୀ ମହାନ୍ତି ଆଜିର ସକ୍ରିୟ ସଦସ୍ୟ କର୍ମଶାଳା ଉପରେ ଅଭିଭାଷଣ ପ୍ରଦାନ କରି ଜିଲ୍ଲାର ୧୦ ଗୋଟି ମଣ୍ଡଳ, ୪୧୧ ବୁଥ ଓ […]Continue Reading
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ, ୧୪/୧୦ : ବୌଦ୍ଧ ଜିଲ୍ଲା ତୀରନ୍ଦାଜ ସଙ୍ଘ ଅଧୀନରେ ୧୭ ଜଣ ତୀରନ୍ଦାଜୀ; ସମ୍ବଲପୁର ଜିଲ୍ଲାର ଯୁଜୁମୁରା ଉଚ୍ଚ ବିଦ୍ୟାଳୟ ନିକଟ ହକି ପଡିଆରେ ଅନୁଷ୍ଠିତ ରାଜ୍ୟ ସ୍ତରୀୟ ତୀରନ୍ଦାଜ କ୍ରୀଡା ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ । ଚାରି ଦିନ ଧରି ଅନୁଷ୍ଠିତ ରାଜ୍ୟ ସ୍ତରୀୟ ତୀରନ୍ଦାଜ କ୍ରୀଡା ପ୍ରତିଯୋଗିତାରେ ସାରା ରାଜ୍ୟର ମୋଟ ୨୦ଟି ଜିଲ୍ଲାରୁ ପ୍ରାୟ ୪୦୦ ଜଣ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ ।ଉକ୍ତ ତୀରନ୍ଦାଜ କ୍ରୀଡା Continue Reading
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ,୯/୧୦ : ବୌଦ୍ଧ ଆଜି ସ୍ଥାନୀୟ ଟାଉନ ହଲଠାରେ ଏ ମାଟିର ମଉଡମଣୀ ଉତ୍କଳ ମଣି ଗୋପବନ୍ଧୁ ଦାସଙ୍କ ଜୟନ୍ତୀ ଅବସରରେ ବିଜୁ ଜନତାଦଳ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଅର୍ପଣ ସହ ରାଜ୍ୟବ୍ୟାପୀ ଆରମ୍ଭ ହୋଇଥିବା ସଦସ୍ୟତା ଅଭିଯାନ କାର‌୍ୟ୍ୟକ୍ରମ ବୌଦ୍ଧ ଠାରେ ମଧ୍ୟ ଅନୁଷ୍ଠିତ ହୋଇଯାଇଛି ।ପ୍ରଥମେ ଉତ୍କଳମଣି ଗୋପବନ୍ଧୁ ଦାସ ଓ ଓଡ଼ିଶାର ବରପୁତ୍ର ବିଜୁପଟନାୟକଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ ଓ ପ୍ରଦୀପ ପ୍ରଜ୍ବଳନ କରି ମାନ୍ୟବର ପୂର୍ବତନ Continue Reading
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ, ୮/୧୦ : ବିରନରସିଂହପୁର, ବୌଦ୍ଧ ଠାରେ ବୌଦ୍ଧ ବନଖଣ୍ଡ ତରଫରୁ ୭୦ତମ ବନ୍ୟପ୍ରାଣୀ ସପ୍ତାହ ପାଳନ କରାଯାଇଛି ।ବନଖଣ୍ଡ ଅଧିକାରୀ ଶ୍ରୀ ଦେବପ୍ରିୟ କମ୍ପ ସଭାରେ ଅଧ୍ୟକ୍ଷତା କରି ବନ୍ୟପ୍ରାଣୀ ସଂରକ୍ଷଣରେ ଲୋକମାନଙ୍କର ଭୂମିକା ସମ୍ପର୍କରେ ଆଲୋଚନା କରିବା ସହ ବ୍ୟାପକ ସଚେତନତା ସୃଷ୍ଟି ଉପରେ ଗୁରୁତ୍ୱାରୋପ କରିଥିଲେ।ଏଥିରେ ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ, ବୌଦ୍ଧ ଶ୍ରୀ ସୁବ୍ରତ କୁମାର ପଣ୍ଡା ଯୋଗ ଦେଇ ସହାବସ୍ଥାନ Continue Reading
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ, ୫/୧୦ : ଜିଲ୍ଲାରେ ସ୍ବାସ୍ଥ୍ୟ ସମସ୍ୟାକୁ ନେଇ ଉଦବେଗଜନକ ପରିସ୍ଥିତି ଦେଖାଦେଇଛି ।ଜିଲ୍ଲାରେ ଶତକଡା ଶାଠିଏ ଭାଗ ପଦବୀ ଖାଲି ରହିଥିବାରୁ ପରିଚାଳନାରେ ସମସ୍ୟା ସୃଷ୍ଟି ହେଉଅଛି ।ଆଜି ରୋଗୀ କଲ୍ୟାଣ ସମିତିର ବୈଠକ ବିଧାୟକ ତଥା ମୁଖ୍ୟ ସଚେତକ ସରୋଜ କୁମାର ପ୍ରଧାନଙ୍କ ଅଧ୍ୟକ୍ଷତାରେ ସମସ୍ତ ବିଷୟ ଆଲୋଚନା ହୋଇଥିଲା । ବିଭିନ୍ନ ପଦବୀ ପୁରଣ ପାଇଁ ରାଜ୍ୟ ସରକାରଙ୍କ ଠାରେ ଉତ୍ ଥାପନ କରି ସମାଧାନ ପାଇଁ ପଦକ୍ଷେପ ନିଆଯିବ Continue Reading
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ, ୨/୧୦: ୫୩ତମ କେନ୍ଦ୍ରୀୟ ବିଦ୍ୟାଳୟ ସମୂହ ତୀରନ୍ଦାଜ କ୍ରୀଡା ପ୍ରତିଯୋଗିତା ଉତ୍ତର ପ୍ରଦେଶର ଫରିଦାବାଦଠାରେ ଅନୁଷ୍ଠିତ ହୋଇଯାଇଛି ।ବୌଦ୍ଧ କେନ୍ଦ୍ରୀୟ ବିଦ୍ୟାଳୟରୁ ଆଞ୍ଚଳିକ ସ୍ତରରେ ଚୟନ ହୋଇ ଜାତୀୟସ୍ତର ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା ନିମିତ୍ତ ଇଣ୍ଡିଆନ ରାଉଣ୍ଡରେ ତୀରନ୍ଦାଜୀ ସୂରଜ ମେହେର,କ୍ରୀଷ୍ଣାମୟୀ ମହାକୁଡ,ସନ୍ତୃପ୍ତି ସାହୁ, ସ୍ନିଗ୍ଧାରାଣୀ ଯାନୀ ଏବଂ କମ୍ପାଉଣ୍ଡ ରାଉଣ୍ଡରେ ଆଦିତ୍ୟ ଅଗ୍ରୱାଲ ଫରିଦାବାଦ Continue Reading
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ,୧/୧୦: ବୌଦ୍ଧଜିଲାରେ ଦୁର୍ଘଟଣା ହାର ହୁହୁ ହୋଇ ବୃଦ୍ଧି ପାଇଚାଲିଥିବାବେଳେ ବୌଦ୍ଧଜିଲା ସଡକ ସୁରକ୍ଷା ସମିତିର ଏକ ଗୁରୁତ୍ୱପୁର୍ଣ୍ଣ ବୈଠକ ଜିଲାପାଳ ସୁବ୍ରତ କୁମାର ପଣ୍ଡାଙ୍କ ଆହ୍ୱାନକ୍ରମେ ଅନୁଷ୍ଠିତ ହୋଇଯାଇଛି । ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ଏହି ବୈଠକରେ ଜିଲାରେ ବୃଦ୍ଧି ପାଉଥିବା ଦୁର୍ଘଟଣାଜନିତ ମୃତ୍ୟୁକୁ ନେଇ ଜିଲାପାଳ ଶ୍ରୀପଣ୍ଡା ଉଦବେଗ ପ୍ରକାଶ କରିବା ସହିତ ବାରମ୍ବାର Continue Reading