କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ, ୧୨/୧ : ପିଏମ ଶ୍ରୀ ଜୱାହର ନବୋଦୟ ବିଦ୍ୟାଳୟ,ପାଲଝର ଠାରେ ମୌଳିକ ସାକ୍ଷରତା ଓ ଭାଷା ଜ୍ଞାନ ସମ୍ପର୍କିତ ଗଳ୍ପ ଉତ୍ସବ କାର୍ଯ୍ୟକ୍ରମ ବରିଷ୍ଠ ଶିକ୍ଷକ ଦିଲୀପ କୁମାର ବାଡତ୍ୟାଙ୍କ ଉଦ୍ୟମ ରେ ଗତ ୦୭/୦୧/୨୦୨୫ ଦିନ ଆୟୋଜନ କରାଯାଇଥିଲା । ଆୟୋଜିତ ଉତ୍ସବ କୁ ନାଇଜର ,ଭୁବନେଶ୍ବର ରୁ ଆସିଥିବା ଶ୍ରୀ ବାଳକୃଷ୍ଣ ଏଲ. ବିଜ୍ଞାନ ପ୍ରତିଭା ଅଧିକାରୀ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିବା ବେଳେ ବିଦ୍ୟାଳୟ ର ଅଧ୍ୟକ୍ଷ ଶ୍ରୀ […]Continue Reading
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ, ୬/୧ : ବୌଦ୍ଧ କଚେରୀ ପଡିଆ ଠାରେ ଆଜି ସନ୍ଧ୍ୟାରେ ବୌଦ୍ଧ ମହୋତ୍ସବ, ପଲ୍ଲିଶ୍ରୀମେଳାର ଚତୁର୍ଥ ଦିନର ସନ୍ଧ୍ୟା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଚତୁର୍ଥ ଦିବସ ର ସନ୍ଧ୍ୟା କାର୍ଯ୍ୟକ୍ରମ ର ମୁଖ୍ୟ ଅତିଥି ଭାବେ ମାନ୍ୟବର ବିଧାୟକ, ଫୁଲବାଣୀ ଶ୍ରୀଯୁକ୍ତ ଉମାଚରଣ ମଲ୍ଲିକ, ସମ୍ମାନୀତ ଅତିଥି ଭାବେ ପୂର୍ବତନ ଜ଼ିଲ୍ଲାପାଳ, ବୌଦ୍ଧ ଶ୍ରୀଯୁକ୍ତ ସତ୍ୟରଞ୍ଜନ ସାହୁ , ଜ଼ିଲ୍ଲା ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ, Continue Reading
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ, ୫/୧: ବୌଦ୍ଧ କଚେରୀ ପଡିଆ ଠାରେ ଆଜି ସନ୍ଧ୍ୟାରେ ବୌଦ୍ଧ ମହୋତ୍ସବ, ପଲ୍ଲିଶ୍ରୀମେଳା ର ତୃତୀୟ ଦିନର ସନ୍ଧ୍ୟା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ତୃତୀୟ ଦିବସ ର ସନ୍ଧ୍ୟା କାର୍ଯ୍ୟକ୍ରମ ର ମୁଖ୍ୟ ଅତିଥି ଭାବେ ମାନ୍ୟବର ମନ୍ତ୍ରୀ, ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ, ଇଲେକ୍ଟ୍ରୋ ନିକ୍ସ,ସୂଚନା, ପ୍ରଯୁକ୍ତି ବିଦ୍ୟା ଏବଂ ସଂସଦୀୟ ବ୍ୟାପାର ବିଭାଗ, ଓଡିଶା ସରକାର ଡ଼. ମୁକେଶ ମହାଲିଙ୍ଗ, ସମ୍ମାନୀତ ଅତିଥି ଭାବେ Continue Reading
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ, ୩/୧ : ଗ୍ୟାସ ସିଲିଣ୍ଡରରୁ ନିଆଁ ଲାଗି ଜଳିଗଲେ ସରପଞ୍ଚଙ୍କ ପତ୍ନୀ । ସରପଞ୍ଚ ବି ନିଆଁରେ ପୋଡ଼ି ହୋଇ ଗୁରୁତର ହୋଇଥିବା ବେଳେ ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ଚାରିଛକରେ ଶ୍ରୀବନ୍ତ ମେହେର ଓ ତାଙ୍କ ପତ୍ନୀ ରହୁଥିଲେ। ଶ୍ରୀବନ୍ତ ବାଣିଭୂଷଣପୁର ପଞ୍ଚାୟତର ସରପଞ୍ଚ ଥିବା ବେଳେ ପତ୍ନୀ ବିଷ୍ଣୁପ୍ରିୟା ଶିକ୍ଷକତା କରୁଥିଲେ ।ଗତକାଲି ବିଷ୍ଣୁପ୍ରିୟା Continue Reading
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ, ୩/୧ : ବୌଦ୍ଧ ଆଜି ବିଜୁ ଜନତାଦଳ ପକ୍ଷରୁ ପୂର୍ବତନ ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରଦୀପ କୁମାର ଅମାତ ଏନଏସି ଅଧକ୍ଷ ମୃତ୍ୟୁଞ୍ଜୟ ମିଶ୍ର ରାଜ୍ୟ ସହସମ୍ପାଦକ ଅଶୋକ ସାହୁ ଜିଲ୍ଲାକାର୍ଯ୍ୟକାରୀ ସଭାପତି ସୁବୋଧ ପ୍ରଧାନ ଯୁବନେତା ଅବକାଶ ସାହୁ ଅରୁଣ ପ୍ରଧାନ ସୀତାଂଶୁ ମହାକୁଡ଼ ଗରୁଡ଼ ପ୍ରଧାନ ଯୋଗେଶ୍ୱର ମହାଙ୍କୁଡ ପ୍ରମୁଖଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଜିଲ୍ଲାପାଳଙ୍କ କାର୍ଯ୍ୟଳୟକୁ ଯାଇ ଡବଲ ଇଞ୍ଜିନ ସରକାର ନିର୍ବାଚନ Continue Reading
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ, ୨/୧ : ପ୍ରକୃତ ହିତାଧିକାରୀ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରୁ ବଞ୍ଚିତ ହେଉଥିବା ବେଳେ ଡବଲ ଇଞ୍ଜିନ ସରକାରର ନବ ନିର୍ବାଚିତ ବ୍ଲକ ଉପାଧକ୍ଷ କାହ୍ନୁ ଚରଣ ନାଥ ଚଞ୍ଚକତା କରିନିଜ କ୍ଷମତାର ଅପପ୍ରୟୋଗ କରି କିଛି ଅସାଧୁ ସରକାରୀ କର୍ମଚାରୀଙ୍କୁ ହତବାରିସୀ କରି ନିଜ ମା ପୁଷ୍ପଲତା ନାଥଙ୍କ ନାମକୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ ସହ ଚଳିତ ୦୮ନଭେମ୍ବର ୨୦୨୪ ରିଖରେ ପ୍ରଥମ କିସ୍ତି ଟଙ୍କା ପାଇବା ଖବର ସମସ୍ତଙ୍କୁ Continue Reading
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ,୨୬/୧୨ : ସଡକ ସୁରକ୍ଷା ପ୍ରସ୍ତୁତି ବୈଠକ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ହୋଇଯାଇଛି । ଜିଲାପାଳ ସୁବ୍ରତ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ବିଶେଷ ଭାବରେ ପିକ୍ ନିକ୍ ସମୟରେ ଦୁର୍ଘଟଣା ଅଧିକ ଆଶଙ୍କା ରହୁଥିବାରୁ ସମସ୍ତ ପ୍ରକାର ସତର୍କତା ପଦକ୍ଷେପ ଗ୍ରହଣ କରାଯିବା ଉପରେ ଗୁରୁତ୍ୱ ପ୍ରଦାନ କରାଯାଇଥିଲା ।ଦୁର୍ଘଟଣା ପ୍ରବଣ ସ୍ଥାନ ଗୁଡିକୁ ସାଇନବୋର୍ଡ ଦ୍ୱାରା ଚିହ୍ନଟ Continue Reading
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ, ୨୨/୧୨ : ବୌଦ୍ଧସ୍ଥିତ ଲକ୍ଷଣ୍ଡିବନ୍ଧ ଠାରେ ଅବସ୍ଥାପିତ ଭାରତୀୟ ଷ୍ଟେଟ ବ୍ୟାଙ୍କ ଗ୍ରାମୀଣ ଆତ୍ମ ନିଯୁକ୍ତି ପ୍ରଶିକ୍ଷଣ ଅନୁଷ୍ଠାନ ତରଫରୁ ବୌଦ୍ଧ ବ୍ଲକ ଗୋଛାପଡା ପଞ୍ଚାୟତ ର ଲୁମୁରଜେନା ଗ୍ରାମରେ ୧୩ ଦିନ ବ୍ୟାପି ଚାଲିଥିବା କୃଷି ଉଦ୍ୟମି ତାଲିମ ଉଦଯାପିତ ହୋଇଯାଇଅଛି କ୍ଷ ଲୁମୁରଜେନା ଗ୍ରାମ ର ୩୫ ଜଣ ପ୍ରଶିକ୍ଷାର୍ଥୀ ମାନେ ଏହି ତାଲିମ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ । ଏଥିରେ ଆରସେଟି ନିର୍ଦେଶକ ଶ୍ରୀ Continue Reading
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ, ୨୧/୧୨ : ସନ୍ଧ୍ୟା ୫ ଘଣ୍ଟିିକା ସମୟରେ ଆଜି ଜିଲ୍ଲାପାଳଙ୍କ ସଦ୍ଭାବନା ସଭା ଗୃହରେ ଜିଲ୍ଲାପାଳ ଶ୍ରୀଯୁକ୍ତ ସୁବ୍ରତ ପଣ୍ଡା, ବୌଦ୍ଧଙ୍କ ଅଧ୍ୟକ୍ଷତାରେ ଧରିତ୍ରୀ ଆବା ଜନଜାତୀୟ ଗ୍ରାମୀଣ ଉତକର୍ଷ (DA-JGUA) ଯୋଜନା ସମ୍ବନ୍ଧରେ ଏକ ମନ୍ଥନ ଶିବିର ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ ଶ୍ରୀଯୁକ୍ତ ଅନିରୁଦ୍ଧ ପ୍ରଧାନ,ଉପ ଜିଲ୍ଲାପାଳ ଶ୍ରୀଯୁକ୍ତ ପ୍ରଭାସ ଚନ୍ଦ୍ର ଦଣ୍ଡସେନା, ଜିଲ୍ଲା Continue Reading
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ,୨୦/୧୨ : ବୌଦ୍ଧ ଜିଲ୍ଲା ଜେଲ୍ ପରିସରରେ ଅନ୍ତୋବାସୀ ମାନଙ୍କୁ ନେଇ ଏକ ମାସିକିଆ ପାଣି ପାଇପ୍ ମରାମତି ତାଲିମ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି।ଲଣ୍ଡିବନ୍ଧ ସ୍ଥିତ ଷ୍ଟେଟ ବ୍ୟାଙ୍କ ଗ୍ରାମୀଣ ଆତ୍ମନିଯୁକ୍ତି ପ୍ରଶିକ୍ଷଣ ପ୍ରତିଷ୍ଠାନ ଓ ବୌଦ୍ଧ ଜିଲ୍ଲା ଜେଲ୍ ର ମିଳିତ ସହଯୋଗରେ ଜେଲ୍ ଅନ୍ତୋବାସି ମାନଙ୍କର ଉନ୍ନତି ପାଇଁ ତା.୨୦-୧୧-୨୪ ରୁ ତା.୧୯-୧୨-୨୪ ରିଖ ପଯ୍ୟନ୍ତ ଏହି କାର୍ୟ୍ୟକ୍ରମ ଟି ଚାଲିଥିଲା।ପ୍ରଶିକ୍ଷକ Continue Reading




