କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ, ୨୮/୧ : ନାରାୟଣନଗର ଯୁଗ୍ମ ମନ୍ଦିର ପ୍ରତିଷ୍ଠା ଉତ୍ସବ, ହରିନାମରେ କମ୍ପୁଛି ସାରା ନାରାୟଣନଗର, ଦ୍ୱିତୀୟ ଦିନରେ କୃଷ୍ଣ ଜନ୍ମ, କୃଷ୍ଣବଳରାମଙ୍କ ନାମ କରଣ ଓ ପୁତୁନାକୁ ଗୋପପୁର ପ୍ରେରଣ ବୌଦ୍ଧ ବ୍ଲକ ଲକ୍ଷ୍ମୀପ୍ରସାଦ ପଂଚାୟତ ଲୋକକଳା ଗ୍ରାମ ନାରାୟଣନଗର ଠାରେ ନିର୍ମାତ ହୋଇଥିବା ଭବ୍ୟ ଯୁଗ୍ମ ମନ୍ଦିର ଶ୍ରୀଜଗନ୍ନାଥ ଓ ଶ୍ରୀରାମଙ୍କ ପ୍ରତିଷ୍ଠା ଦିବସର ଚତୁର୍ଥ ଦିବସରେ କୃଷ୍ଣ ଜନ୍ମ ଓ ପୁତନାକୁ ଗୋପପୁର ପ୍ରେରଣ Continue Reading
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ , ୨୭/୧: ଆନୁଷ୍ଠାନିକ ପ୍ୟାରେଡ ରେ ବିଭିନ୍ନ ବିଦ୍ୟାଳୟ, ମହାବିଦ୍ୟାଳୟ ର ସମୁଦାୟ ୩୮ ଟି ଟ୍ରୁପ ଅଂଶଗ୍ରହଣ କରିଥିଲେ ।ପ୍ୟାରେଡ ଇନଚାର୍ଜ ରିଜର୍ଭ ଇନସ୍ପେକ୍ଟର ଶ୍ରୀଯୁକ୍ତ କୁଳମଣି ଗିରି, ସରଜେଣ୍ଟ ଖଗେଶ୍ୱର ବିଶ୍ୱାଲ,, କ୍ୟକ୍ଷଡେଟ ପ୍ରଦୋଷ ମଲ୍ଲିକ ଏବଂ ଓଁକାର ଦେହୁରୀ ।ପ୍ୟାରେଡ଼ରେ ନନ – ସିଭିଲିଏନ ରେ ଯୋଗୀନ୍ଦ୍ର ଦେବ ଉଚ୍ଚ ବିଦ୍ୟାଳୟ ଏନ. ସି. ସି. – ପ୍ରଥମ, ବୌଦ୍ଧ ପଂଚାୟତ ମହାବିଦ୍ୟାଳୟ Continue Reading
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ, ୨୫/୧ : ବୌଦ୍ଧ ଜ଼ିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ଶ୍ରୀଯୁକ୍ତ ସୁବ୍ରତ କୁମାର ପଣ୍ଡା ଙ୍କ ଅଧ୍ୟକ୍ଷତାରେ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା ରେ ବରିଷ୍ଠ ନାଗରିକ ମାନେ ତା.୨୭.୧.୨୦୨୫ ରିଖ ବୌଦ୍ଧ ରୁ ଯାତ୍ରା ଆରମ୍ଭ ହେବାକୁ ଥିବାବେଳେ ତା ଆଗରୁ ଏହି କାର୍ଯ୍ୟକ୍ରମ କୁ ସଫଳ କରିବା ପାଇଁ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି ।ଏହି ବୈଠକରେ ଜିଲ୍ଲାପାଳ ଶ୍ରୀଯୁକ୍ତ ପଣ୍ଡା ପ୍ରଥମ ତୀର୍ଥଯାତ୍ରା ଯୋଜନା ଆରମ୍ଭ Continue Reading
ମହେନ୍ଦ୍ର କୁମାର ଦର୍ଜିଙ୍କ ରିପୋର୍ଟବୌଦ୍ଧ, ୨୪/୧ : ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ୍,କୁଲତା ଜୋର୍ ପଞ୍ଚାୟତ ଅନ୍ତର୍ଗତ ନୁଆପାଲି ଗ୍ରାମରେ ଥିବା ଆଦିବାସୀ ଉଚ୍ଚ ବିଦ୍ୟାଳୟ ର ସାଂସ୍କୃତିକ ମଣ୍ଡପ ର ଭିତ୍ତି ପ୍ରସ୍ତର ସ୍ଥାପନ ଏବଂ ୩୫ ତମ ବାର୍ଷିକ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି।ଦିବସବ୍ୟାପି କାର୍ଯ୍ୟକ୍ରମରେ ପ୍ରଥମେ ମଶାଲ ଯାତ୍ରା ସହ ପ୍ରଥମ ଅଧିବେଶନ ପୂର୍ବାହ୍ନ ୧୧ ଘଣ୍ଟା ସମୟରେ ସ୍କୁଲ ପରିସରରେ ଆରମ୍ଭ ହୋଇଯାଇଥିଲା।ସନ୍ଧ୍ୟା ୬ ଘଣ୍ଟା Continue Reading
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ, ୨୩/୧ : ଗୁରୁବାର ଦିନ ୧୦ ଘଣ୍ଟା ସମୟରେ ବୌଦ୍ଧ ଜିଲ୍ଲା ଷ୍ଟାଡିଅମ ପରିସରରେ ଥିବା ସନ୍ତରଣାଗାର ଠାରେ ଜାତୀୟ ବାଳିକା ଦିବସ ଅବସରରେ ପନ୍ହରିବା ପ୍ରତିଯୋଗିତା ଅନୁଷ୍ଠିତ ହୋଇ ଯାଇଛି ।ଅତିଥି ଭାବେ ଜ଼ିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରିତାକାନ୍ତି ବଳିୟାର ସିଂହ, ଜ଼ିଲ୍ଲା ସଂସ୍କୃତି ଅଧିକାରୀ ଅକ୍ରୁର ଯାନୀ ଯୋଗଦେଇ ପତାକା ଦେଖାଇ ପ୍ରତିଯୋଗିତାର ଉଦଘାଟନ କରିଥିଲେ ।ଜିଲ୍ଲା ଶିଶୁ ସୁରକ୍ଷା କାର୍ଯ୍ୟାଳୟ, Continue Reading
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ, ୨୨/୧ : ଆଜି ତିଳେଶ୍ୱର ପଞ୍ଚାୟତ ବିଜୁ ଜନତାଦଳର କର୍ମୀସମ୍ମିଳନୀ ସ୍ଥାନୀୟ ରାମଗଡ଼ ଜଗନ୍ନାଥ ବନ ପ୍ରକଳ୍ପ ଠାରେ ଜ୍ଞାନ ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି ।ଏହି କର୍ମୀସମ୍ମିଳନୀରେ ପୂର୍ବତନ ମନ୍ତ୍ରୀ ତଥା ପୂର୍ବତନ ବୌଦ୍ଧ ବିଧାୟକ ପ୍ରଦୀପ କୁମାର ଅମାତ ଯୋଗଦେଇ ଆନୁଷ୍ଠାନିକ ଭାବେ ଉଦଘାଟନ କରି ନବୀନ ବାବୁଙ୍କ ସରକାର କ୍ଷମତାକୁ ଆସିବା ପୂର୍ବରୁ ସତୁରୀ ପ୍ରତିଶତ ଗରିବ ସୀମାରେଖା ତଳେ ଥିବା ଓଡ଼ିଆଙ୍କୁ Continue Reading
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ, ୨୧/୧ : ମନ୍ଦିର ପ୍ରତିଷ୍ଠା ପାଇଁ ସାମ୍ବାଦିକ ସମ୍ମିଳନୀ ନାମଯଜ୍ଞ ମଣ୍ଡପ ପୁରୀ ମନ୍ଦିର ଭଳି ନିର୍ମିତ ବୌଦ୍ଧ ଜିଲ୍ଲା ଲକ୍ଷ୍ମୀପ୍ରସାଦ ପଂଚାୟତ ଲୋକକଳା ଗ୍ରାମ ନାରାୟଣନଗର ଠାରେ ପ୍ରଭୁ ଶ୍ରୀଜଗନ୍ନାଥ ଓ ଶ୍ରୀରାମଚନ୍ଦ୍ରଙ୍କ ଭବ୍ୟ ଯୁଗ୍ମ ମନ୍ଦିର ଜାନୁଆରୀ ୨୪ ତାରିଖ ଠାରୁ ଫେବୃଆରୀ ୩ ତାରିଖ ଏଗାର ଦିନ ବ୍ୟାପି ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହେବ ।ଏନେଇ ମଙ୍ଗଳବାର ମନ୍ଦିର ନିର୍ମାଣ କମିଟି ପକ୍ଷରୁ ଏକ ସାମ୍ବାଦିକ Continue Reading
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ, ୨୧/୧ : ବୌଦ୍ଧ ଜିଲ୍ଲାପାଳ ଙ୍କ ସମ୍ମିଳନୀ କକ୍ଷରେ ସୋମବାର ଅପରାହ୍ନ ୬ଘଣ୍ଟା ୩୦ ମି.ସମୟରେ ସାଧାରଣତନ୍ତ୍ର ଦିବସର ଆୟୋଜନ ନେଇ ଏକ ପ୍ରସ୍ତୁତି ବୈଠକ ଅତିରିକ୍ତ ଜ଼ିଲ୍ଲାପାଳ ଶ୍ରୀଯୁକ୍ତ ଅନିରୁଦ୍ଧ ପଧାନ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଯାଇଛି ।ଚଳିତ ବର୍ଷ କିଭଳି ଭାବେ ଶାନ୍ତି ଶୃଙ୍ଖଳା ର ସହ ସାଧାରଣତନ୍ତ୍ର ଦିବସ ସମାରୋହ ପାଳନ କରାଯିବ ସେନେଇ ଆଲୋଚନା କରାଯାଇଥିଲା ।ଏହି ବୈଠକ ରେ ଦିନ ତମାମ କାର୍ଯ୍ୟକ୍ରମ ନେଇ Continue Reading
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ, ୧୭/୧ : ଗୁରୁବାର ଦିବା ୧୧ ଘଟିକା ସମୟରେ ଉପାନ୍ତ ଅଞ୍ଚଳ ତଥା ପାହାଡ଼ ଚଢି ମାତାଗଡୁ ଏବଂ ପରେପରେ କମାରକାଡ଼ୁ ଗାଁ ରେ ପହଁଚିଲେ ବୌଦ୍ଧ ଜିଲ୍ଲାପାଳ ସୁବ୍ରତ ପଣ୍ଡା ଏବଂ ତାଙ୍କର ଏକ ଟିମ ।ବୌଦ୍ଧ ଜିଲ୍ଲା ସଦର ବ୍ଲକ ଆମ୍ବାଝରି ପଞ୍ଚାୟତ ମାତାଗାଡୁ ଓ କମାରକାଡୁ ରେ ଅଚାନକ ଭାବେ ଜିଲ୍ଲାପାଳ ପହଁଚି ଥିଲେ । ଜିଲ୍ଲାପାଳ ଙ୍କୁ ଦେଖି ଗାଁ ଲୋକ ଆଶ୍ଚର୍ଯ୍ୟ ହେବା ସହ ସ୍ୱାଗତ […]Continue Reading
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ,୧୪/୧ : ବୌଦ୍ଧରେ ଜାତୀୟ ମତଦାନ ଦିବସ,୨୦୨୫ ପାଳନ ଉପଲକ୍ଷେ ଏକ ପ୍ରସ୍ତୁତି ବୈଠକ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ହୋଇଯାଇଛି ।ଜିଲାପାଳ ସୁବ୍ରତ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଜାତୀୟ ମତଦାନ ଦିବସ ପାଳନ ପାଇଁ ସମସ୍ତ କାର୍ଯ୍ୟପନ୍ଥା ଚୁଡାନ୍ତ କରାଯାଇଥିଲା । ଜାନୁୟାରୀ ୨୫ ତାରିଖରେ ସମସ୍ତ ବୁଥସ୍ତରରେ ମଧ୍ୟ ଜାତୀୟ ମତଦାନ ଦିବସ ପାଳନ ପାଇଁ ନିଷ୍ପତି ଗ୍ରହଣ Continue Reading




