କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ, ୭/୭ : ବିଗତ ୨୦୨୪ ସାଧାରଣ ନିର୍ବାଚନରେ ବୌଦ୍ଧରୁ ନିର୍ବାଚିତ ବିଜେପି ବିଧାୟକ ଦାଖଲ କରିଥିବା ସତ୍ୟପାଠରେ ଅନେକ ଅନିୟମିତତା ଅଛି ।. ସେ ଦାଖଲ କରିଥିବା ସତ୍ୟପାଠରେ ତାଙ୍କନାମରେ ସର୍ବମୋଟ ୦୫ଟି କେଶ ଥିବା ଉଲ୍ଲେଖ ଥିବା ବେଳେ ୨୦୧୭ ମସିହା ପଂଚାୟତ ନିର୍ବାଚନସମୟରେ ୦୮ନମ୍ବର ଜୋନର ବିଜେପି ଜିଲ୍ଲାପରିଷଦ ପ୍ରାର୍ଥୀ ହନୁମାନ ବେହେରା ୨୦/୦୨/୨୦୧୯ ରିଖ ଭବାନୀପାଟଣା ଠାରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ Continue Reading
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ,୪/୭ : ଗୁରୁବାର ସର୍କିଟ ହାଉସ୍ ଠାରେ ବାହୁଡା଼ ଯାତ୍ରା ପାଇଁ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଦେବୋତ୍ତର ଅଧିକାରୀ ଉପ ଜିଲ୍ଲାପାଳ ପ୍ରବୀଣ କୁମାର ବାଣୁଆ ଙ୍କ ଆବାହକତ୍ଵରେ ଆଲୋଚନା ହୋଇଥିଲା ।ବାହୁଡା଼ ଯାତ୍ରା ଦିନ ସନ୍ଧ୍ୟା ପୂର୍ବରୁ ରଥ ଟାଣିବା ପାଇଁ ପ୍ରସ୍ତାବ ଗୃହୀତ ହୋଇଥିଲା । ବ୍ରାହ୍ମଣ ସମାଜ ଓ ସଙ୍କୀର୍ତ୍ତନ ମଣ୍ଡଳୀ ଦିନ ୧୧ ଘଣ୍ଟା ପୂର୍ବରୁ ଠାକୁରଙ୍କ ନିତିକାନ୍ତି ସାରି ପହଣ୍ଡି ବିଜେ Continue Reading
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ , ୧/୭ : ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ, ବୌଦ୍ଧ ଓ ଭାରତୀୟ ରେଡ଼କ୍ରସ ସୋସାଇଟି, ଓଡିଶା ରାଜ୍ୟ ଶାଖାର ମିଳିତ ଆନୁକୂଲ୍ୟରେ ଅଣ ତାଲିମପ୍ରାପ୍ତ ଜୁନିୟରେଡ଼କ୍ରସ ପରାମର୍ଶଦାତାଙ୍କ ତ୍ରି-ଦିବସୀୟ ପ୍ରଶିକ୍ଷଣ ଶିବିର ପଲ୍ଲୀବିକାଶ ଉଚ୍ଚ ବିଦ୍ୟାଳୟ ଲୁଣିବାହାଲ ଠାରେ ଉଦ୍ଘାଟିତ ହୋଇଯାଇଛି।ଜିଲ୍ଲା ଶିକ୍ଷା ଅଧିକାରୀ ଟେମ୍ ଲାଲ୍ ଦୁବେଙ୍କ ଅଧ୍ୟକ୍ଷତାରେ ଆୟୋଜିତ ପ୍ରଶିକ୍ଷଣ ଶିବିରରେ ମୁଖ୍ୟ ଅତିଥି ଭାବେ ବୌଦ୍ଧ ଅତିରିକ୍ତ Continue Reading
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ, ୧/୭ : (ମଙ୍ଗଳବାର )ଅପରାନ୍ହ ୪.୩୦ ମିନିଟ ସମୟରେ ବୌଦ୍ଧ ଜିଲ୍ଲାରେ କାର୍ଯ୍ୟରତ ସମସ୍ତ ଓଏଏସ ଅଧିକାରୀ ବିଏମସି ଅତିରିକ୍ତ କମିଶନରଙ୍କୁ ମାଡ ମାରିବା ମାରିବା ଘଟଣାର ପ୍ରତିବାଦରେ ସାମୁହିକ ଛୁଟିରେ ଯିବା ପାଇଁ ଦାବି ପତ୍ର ଦେଇଛନ୍ତି ।ଆଜି ଅପରାନ୍ହରେ ଜିଲ୍ଲାରେ କାର୍ଯ୍ୟରତ ସମସ୍ତ ଓଏଏସ ଅଧିକାରୀ ଅତିରିକ୍ତ ଜିଲ୍ଲାପାଳ ଅନିରୁଦ୍ଧ ପ୍ରଧାନଙ୍କ ନେତୃତ୍ବରେ ଜିଲ୍ଲାପାଳ ସୁବ୍ରତ କୁମାର ପଣ୍ଡାଙ୍କୁ ସାକ୍ଷାତ୍ କରି Continue Reading
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ, ୧/୭ : (ମଙ୍ଗଳବାର )ଅପରାନ୍ହ ୪.୩୦ ମିନିଟ ସମୟରେ ବୌଦ୍ଧ ଜିଲ୍ଲାରେ କାର୍ଯ୍ୟରତ ସମସ୍ତ ଓଏଏସ ଅଧିକାରୀ ବିଏମସି ଅତିରିକ୍ତ କମିଶନରଙ୍କୁ ମାଡ ମାରିବା ମାରିବା ଘଟଣାର ପ୍ରତିବାଦରେ ସାମୁହିକ ଛୁଟିରେ ଯିବା ପାଇଁ ଦାବି ପତ୍ର ଦେଇଛନ୍ତି ।ଆଜି ଅପରାନ୍ହରେ ଜିଲ୍ଲାରେ କାର୍ଯ୍ୟରତ ସମସ୍ତ ଓଏଏସ ଅଧିକାରୀ ଅତିରିକ୍ତ ଜିଲ୍ଲାପାଳ ଅନିରୁଦ୍ଧ ପ୍ରଧାନଙ୍କ ନେତୃତ୍ବରେ ଜିଲ୍ଲାପାଳ ସୁବ୍ରତ କୁମାର ପଣ୍ଡାଙ୍କୁ ସାକ୍ଷାତ୍ କରି Continue Reading
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ, ୩୦/୬ : ବୌଦ୍ଧ ଡି. ପି .ଏମ୍. ୟୁ (ପରିସଂଖ୍ୟାନ ଶାଖା) ର ୧୯ ତମ ଜାତୀୟ ପରିସଂଖ୍ୟାନ ଦିବସ ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷରେ ପାଳିତ ହୋଇଯାଇଅଛି।ଉକ୍ତ ଦିବସକୁ ଶ୍ରୀ ଅନିରୁଦ୍ଧ ପ୍ରଧାନ, ଅତିରିକ୍ତ ଜିଲ୍ଲାପାଳ, ବୌଦ୍ଧ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିଲେ ଓ ଦେଶ ଗଢିବାରେ ପରିସଂଖ୍ୟାନ ର ମହତ୍ତ୍ଵ ଆଲୋକପାତ କରିଥିଲେ ଏବଂ ଡା. ସାନନ୍ଦ କୁମାର ଝାଙ୍କର୍, ଅଧ୍ୟାପକ ପରିସଂଖ୍ୟାନ ଓ ଶ୍ରୀ ଆଶୁତୋଷ […]Continue Reading
ବୌଦ୍ଧ, ୨୫/୬ : ବୁଧବାର ସକାଳ ୯ ଘଟିକା ସମୟରେ ତାଲିମ ଗ୍ରହଣ କରୁଥିବା ଓଡିଶା ପ୍ରଶାସନିକ ସେବାର ୨୦ ଜଣ ଅଧିକାରୀ ।ଓଡିଶା ସରକାରଂକ ଓଡିଶା ପରିକ୍ରମା କାର୍ଯ୍ୟକ୍ରମ ଆନୁକୁଲ୍ୟରେ ତାଲିମ ନେଉଥିବା ଉକ୍ତ ୨୦ ଜଣ ଓଡିଶା ପ୍ରଶାସନିକ ସେବା ଅଧିକାରୀ ଦୁଇ ଦିନିଆ ବୌଦ୍ଧ ଜିଲ୍ଲା ଗସ୍ତରେ ଆସିଛନ୍ତି ।ଗତକାଲି ସମସ୍ତ ଙ୍କୁ ସର୍କିଟ ହାଉସ ଠାରେ ବୌଦ୍ଧ ଜ଼ିଲ୍ଲା ପ୍ରଶାସନ ପକ୍ଷରୁ ସ୍ୱାଗତ କରାଯାଇଥିଲା । ପରେ ସେମାନେ ଡମ୍ବରୁଗଡ ମଠ […]Continue Reading
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ , ୨୪/୬ : ସୋମବାର ସନ୍ଧ୍ୟା ୬ ଘଟିକା ସମୟରେ ଓଡିଶା ବିଧାନ ସଭାର ଗୃହ କମିଟି ର ସଦସ୍ୟ ମାନେ ଜ଼ିଲ୍ଲାପାଳ ଙ୍କ ସଦଭାବନା ଗୃହ ଠାରେ ପହଂଚିଥିଲେ ।ବିଧାୟକ ଲକ୍ଷ୍ମଣ ବାଗଙ୍କ ଅଧ୍ୟକ୍ଷତାରେ ବିଧାୟକ ମାନଙ୍କୁ ନେଇ ଜିଲ୍ଲା ଗସ୍ତରେ ଆସିଥିବା ଗୃହ କମିଟି ଜ଼ିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସ୍ଥିତ ସଦଭାବନା ଗୃହ ଠାରେ ପହଞ୍ଚିବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା […]Continue Reading
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ,୨୩/୬: ଭାରତ ସରକାରଙ୍କ ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟର ଉପସଚିବ ଶ୍ରୀ ସତୀଶ କୁମାର ସିଂହ, ୨୧ ଜୁନ୍ ୨୦୨୫ ରେ ବୌଦ୍ଧ ଜିଲ୍ଲାକୁ ସରକାରୀ ଗସ୍ତରେ ଯାଇ ସରକାରଙ୍କ ପ୍ରମୁଖ କାର୍ଯ୍ୟକ୍ରମ ଅନ୍ତର୍ଗତ ଆଦିବାସୀ କଲ୍ୟାଣ (DA-JGUA) ଯୋଜନା ପଦକ୍ଷେପଗୁଡ଼ିକର ଅଗ୍ରଗତି ସମୀକ୍ଷା କରିଥିଲେ ଓ ଆମ୍ବାଗାଁ, ଉମା, ଖୁଣ୍ଟିଗୋରା ଗ୍ରାମ ପଞ୍ଚାୟତ ପରିଦର୍ଶନ କରିଥିଲେ ଏବଂ ଗୋଛାଗୋରା ଗ୍ରାମ ମଧ୍ୟ ପରିଦର୍ଶନ କରିଥିଲେ, ଯାହାକୁ Continue Reading
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ, ୨୨/୬ : (ଶନିବାର )ସକାଳ ୭ ଘଟିକା ସମୟରେ ବୌଦ୍ଧ ଜିଲ୍ଲା ନ୍ୟାୟାଳୟ ପରିସରରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି ।ଓଡିଶା ଉଚ୍ଚ ନ୍ୟାୟାଳୟର ବିଚାରପତି ଜଷ୍ଟିସ୍ ସାବିତ୍ରୀ ରଥ ଯୋଗ ଶିବିରରେ ମୁଖ୍ୟଅତିଥି ଭାବରେ ଯୋଗଦେଇ ଦେଇଥିଲେ ।ଜିଲ୍ଲା ଓ ଦୌରା ଜଜ ପ୍ରତାପ କୁମାର ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଜିଲ୍ଲାର ସମସ୍ତ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ୍ ଓ ଅଦାଲତ ଗୁଡିକର କର୍ମଚାରୀ ମାନେ Continue Reading




