କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ, ୨୦/୫ : ମଙ୍ଗଳବାର ଦିନ ଦିବା ଘ.୧୧.୩୦ ମିନିଟ ସମୟରେ ବୌଦ୍ଧ ଠାରେ ନିର୍ମାଣାଧୀନ ୩୦୦ ଶଯ୍ୟା ବିଶିଷ୍ଟ ଜିଲ୍ଲା ମୁଖ୍ୟ ଡାକ୍ତରଖାନା ପରିଦର୍ଶନ କରିଛନ୍ତି ଜିଲ୍ଲାପାଳ ସୁବ୍ରତ କୁମାର ପଣ୍ଡା ।ଜୁନ ମାସର ଶେଷ ସୁଦ୍ଧା ଉକ୍ତ ଡାକ୍ତରଖାନା ଶୁଭାରମ୍ଭ ପାଇଁ ଧାର୍ଯ୍ୟ ରଖାଯାଇଥିବା ବେଳେ ନିର୍ମାଣର ପ୍ରଗତି ସମ୍ପର୍କ ରେ ଜିଲ୍ଲାପାଳ ଅନୁଧ୍ୟାନ କରିଥିଲେ ।ତା ସହିତ ସ୍ବାସ୍ଥ୍ୟ ବିଭାଗ ସହିତ ସମ୍ପୃକ୍ତ ଅନ୍ୟାନ୍ୟ ବିଭାଗର Continue Reading
କମ୍ଭୁଧର କ୍ଷେତିଙ୍କ ରିପୋର୍ଟଭୁବନେଶ୍ୱର,୧୮/ ୫ : ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ବୌଦ୍ଧ ଜିଲ୍ଲା ଗସ୍ତ କରି ଜିଲ୍ଲାପାଳଙ୍କ ସଦଭାବନା ସଭାଗୃହ ଠାରେ ଜିଲ୍ଲା ପ୍ରଶାସନର ସମସ୍ତ ଉନ୍ନତିମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି ଏବଂ ଜିଲ୍ଲାର ପ୍ରଶାସନର କାର୍ଯ୍ୟ ବିଷୟରେ ସମୀକ୍ଷା କରି ବୈଠକ ରେ ନିଜର ସନ୍ତୋଷ ପ୍ରକାଶ କରିଛନ୍ତି।ସମୀକ୍ଷାରୁ ଜଣା ଯାଇଛି ଯେ ବୌଦ୍ଧ ଜିଲ୍ଲାବାସୀଙ୍କୁ ଉନ୍ନତ ଗମନାଗମନ ସୁବିଧା ଉପଲବ୍ଧା କରିବା ପାଇଁ ପ୍ରାୟ ୨୮ କୋଟି Continue Reading
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ,୧୭/୫ : ଶୁକ୍ରବାର ଦିନ ସନ୍ଧ୍ୟା ୭ ଘଟିକା ସମୟରେ ଆଦର୍ଶ କୃଷକ ବଜାର ଠାରେ ଆନ୍ତର୍ଜାତିକ ସମବାୟ ବର୍ଷ ୨୦୨୫ ଉପଲକ୍ଷେ ଜ଼ିଲ୍ଲା ସ୍ତରୀୟ ସମବାୟ ଉତ୍ସବ ଅନୁଷ୍ଠିତ ହୋଇଯାଇଛି ।ସଶକ୍ତ ସମବାୟ, ସୁଦୃଢ ସମାଜ ଏବଂ ସମୃଦ୍ଧ ଜୀବନ ଗଠନ ଏହି ସମବାୟ ଉତ୍ସବ ର ଲକ୍ଷ ବୋଲି ଅତିଥି ବୃନ୍ଦ ମତବ୍ୟକ୍ତ କରିଥିଲେ ।ଏହି ଉତ୍ସବ ଉପଲକ୍ଷେ ମହାବୀର ଦାସକାଠିଆ ଦଳ, ବଡ଼ମାଲ, ବୌଦ୍ଧ ବ୍ଲକ ଦାସକାଠିଆ ପରିବେଷଣ କରିଥିଲେ […]Continue Reading
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ, ୧୬/୫: (ଶୁକ୍ରବାର) ଦିନ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ପ୍ରାପ୍ତ ସୂଚନା ଅନୁଯାୟୀ ଜ଼ିଲ୍ଲାପାଳ ଙ୍କ ସଦଭାବନା ସଭାଗୃହ ଠାରେ କଣ୍ଟାମାଳ ଓ ବୌଦ୍ଧ ନିର୍ବାଚନ ମଣ୍ଡଳୀର ସମସ୍ତ ବିଏଲଓ ଏବଂ ଏ ଇ ଆର ଓ ମାନଙ୍କୁ ନେଇ ସମୀକ୍ଷା ଓ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି ।ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ସୁବ୍ରତ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ କଣ୍ଟାମାଳ Continue Reading
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ ୧୬/୫ : ଅପରେସନ ସିନ୍ଦୁରର ସଫଳତା ଓ ଭାରତୀୟ ସେନାବାହିନୀର ଦକ୍ଷତାକୁ ସମ୍ମାନ ଜଣାଇ ଆଜି ବୌଦ୍ଧ ଠାରେ ପରାକ୍ରମ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି ।ବିଧାୟକ, ବୌଦ୍ଧ ତଥା ମୁଖ୍ୟ ସଚେତକ, ବିଧାନସଭା, ଓଡିଶା ସରକାର ସବୁଜ ପତାକା ଦେଖାଇ ବାଇକ ରାଲିର ଶୁଭ ଉଦଘାଟନ କରିଥିଲେ।ଭାରତୀୟ ସେନାର ଅଦମ୍ୟ ସାହସକୁ ସମ୍ମାନ ଜଣାଇ ଜିଲ୍ଲା ପ୍ରଶାସନ ପକ୍ଷରୁ ଆୟୋଜିତ ପରାକ୍ରମ ଶୋଭାଯାତ୍ରାରେ ସମାଜର ସବୁ ବର୍ଗର ନାଗରିକଙ୍କ ସହ Continue Reading
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ, ୧୫/୫ : ବୌଦ୍ଧ ସହର ରାଜାନପାଲି ସ୍ଥିତ ଆର୍ଟ ଅଫ ଲିଭିଙ୍ଗ ସେଣ୍ଟର ଠାରେ ବିଶ୍ୱ ପ୍ରସିଦ୍ଧ ଆଧ୍ୟାତ୍ମିକ ଗୁରୁ ଶ୍ରୀ ଶ୍ରୀ ରବିଶଙ୍କର ଜୀଙ୍କ ଜୟନ୍ତୀ ପାଳନ ହୋଇଯାଇଛି ।ସର୍ବ ପ୍ରଥମେ ଗୁରୁଜୀଙ୍କ ଫୋଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ପୁର୍ବକ ଧୂପ, ଦୀପ ପ୍ରଜ୍ୟୋଲନ ପରେ ଗୁରୁବାନ୍ଦନା, ଭଜନ, କୀର୍ତ୍ତନ ଓ ସତସଙ୍ଗ କରାଯାଇଥିଲା ।ଏହାପରେ ପେହେଲଗାମ ଠାରେ ଆତଙ୍କବାଦୀ ମାନଙ୍କ ଗୁଳିରେ ମୃତ୍ୟୁ ବରଣ କରିଥିବା ପର୍ଯ୍ୟଟକ ଓ Continue Reading
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ ,୧୩/୫ :ସମଗ୍ର ଭାରବର୍ଷରେ ମହାପ୍ରଭୁ ବୁଦ୍ଧ ଙ୍କ ନାମରେ ନାମିତ ଏକମାତ୍ର ଜିଲ୍ଲା ବୌଦ୍ଧ ଜିଲ୍ଲା ନାମକରଣ ହୋଇଛି ।ସୋମବାର ପରମ କାରୁଣିକ ଭଗବାନ ବୁଦ୍ଧଙ୍କ ୨୫୬୯ତମ ଜୟନ୍ତୀ ଜିଲ୍ଲା ପ୍ରଶାସନ ଓ ବୁଦ୍ଧ ଜୟନ୍ତୀ କମିଟିର ମିଳିତ ଆନୁକୁଲ୍ୟରେ ପାଳନ କରାଯାଇଛି ।ସକାଳ ୮ ଘଟିକା ସମୟରେ ରାଜବାଟି ନିକଟସ୍ଥ ଐତିହାସିକ ବୁଦ୍ଧ କୀର୍ତ୍ତିରାଜି ଠାରେ ପଣ୍ଡିତ ମିନୁପ୍ରସାଦ ମିଶ୍ରଙ୍କ ଦ୍ଵାରା ପୂଜା ଧ୍ଵଜା ଅନୁଷ୍ଠିତ ହୋଇଥିଲା Continue Reading
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ, ୯/୧୦: ଗୁରୁବାର ସକାଳ ଘ. ୮.୩୦ ମିନିଟ ସମୟରେ ବୌଦ୍ଧ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ଜିଲ୍ଲା ସ୍ତରୀୟ ବିଶ୍ବ ରେଡକ୍ରସ ଦିବସ ପାଳିତ ହୋଇ ଯାଇଛି । ଜିଲ୍ଲାପାଳ ସୁବ୍ରତ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ।ଏହି ବୈଠକ ରେ ବିଭିନ୍ନ ବିଭାଗର ଜ଼ିଲ୍ଲା ସ୍ତରୀୟ ଅଧିକାରୀ, ବିଭିନ୍ନ ମହାବିଦ୍ୟାଳୟ ର ଛାତ୍ର ଛାତ୍ରୀ, ଜ଼ିଲ୍ଲାପାଳଙ୍କ କାର୍ଯ୍ୟାଳୟ ର ସମସ୍ତ ଡେପୁଟି କଲେକ୍ଟର, ସହକାରୀ ଜ଼ିଲ୍ଲାପାଳ, Continue Reading
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ, ୬/୫ : ମଙ୍ଗଳବାର ଦିନ ସ୍ଥାନୀୟ ଜିଲ୍ଲାପାଳ, ବୌଦ୍ଧଙ୍କ ସମ୍ମିଳନୀ କକ୍ଷରେ ରାଜ୍ୟ ସରକାରଙ୍କ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନାର ପ୍ରଥମ ଜିଲ୍ଲା ସ୍ତରୀୟ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି ।ଏଥିରେ ମାନ୍ୟବର ବିଧାୟକ, କଣ୍ଟାମାଳ ଶ୍ରୀଯୁକ୍ତ କହ୍ନାଇ ଚରଣ ଡାଙ୍ଗ ଓ ବୌଦ୍ଧ ବିଧାୟକ – ତଥା – ଓଡିଶା ସରକାରୀ ଦଳର ମୁଖ୍ୟ ସଚେତକ ମାନ୍ୟବର ଶ୍ରୀଯୁକ୍ତ ସରୋଜ କୁମାର ପ୍ରଧାନଙ୍କ Continue Reading
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ, ୩୦/୪ : ସୋମବାର ଅପରାହ୍ନ ୪.୦୦ ଘଟିକା ସମୟରେ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସ୍ଥିତ ସଦଭାବନା ସଭାଗୃହରେ ବୌଦ୍ଧ ଜିଲ୍ଲାପାଳ ଶ୍ରୀଯୁକ୍ତ ସୁବ୍ରତ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ପ୍ରଥମ ଜିଲ୍ଲା ସ୍ତରୀୟ ଷ୍ଟିରିଙ୍ଗ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି ।ଏହି ସଭାର ମୂଳ ଉଦ୍ଦେଶ୍ୟ ଥିଲା ଭାରତ ସରକାରଙ୍କ ଦ୍ଵାରା ଗତ ଜୁଲାଇ ୦୧, ୨୦୨୪ ମସିହା ରୁ ଆଗତ ନୂତନ ଫୌଜଦାରୀ ନିୟମାବଳୀ (ନୂଆ କ୍ରିମିନାଲ ନିୟମ) ର ସଫଳ ରୂପାୟନ Continue Reading




