କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ, ୨୧/୬ : ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଓଡ଼ିଶାର ଜନମାନସର ନେତା ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ସର୍ଭାଇକାଲ ଆର୍ଥରାଇଟ୍ସ ଅପେରସନ ନିମିତ୍ତ ଗତକାଲି ମୁମ୍ବାଇ ଯାଇଥିବାବେଳେ ଆସନ୍ତାକାଲି ମୁମ୍ବାଇସ୍ଥ କୋକିଳାବେନ ହସ୍ପିଟାଲରେ ତାଙ୍କର ଅପରେସନ ହେବ ।ଏଣୁ ଆଜି ପୁରୁଣାକଟକ ଅଞ୍ଚଳବାସୀଙ୍କ ପକ୍ଷରୁ ଆଡଭୋକେଟ ରବି ପ୍ରଧାନ ପୂର୍ବତନବ୍ଲକଉପାଧକ୍ଷ ପଙ୍କଜ ସାହୁ ପୂର୍ବତନ ସରପଞ୍ଚ ସୁଶାନ୍ତ ପ୍ରଧାନ ସରପଞ୍ଚ ସଙ୍ଘ ସଭାପତି ନିହାର Continue Reading
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ , ୨୦/୬ : ଗୁରୁବାର ଦିନ ଦିବା ୧ ଘଟିକା ସମୟରେ ବୌଦ୍ଧ ବ୍ଲକ ବ୍ରାମ୍ହଣୀ ପାଲି ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ବିକାଶ ବାହନ ରଥକୁ ସ୍ବାଗତ କରା ଯାଇଥିଲା ।ଜିଲ୍ଲାପାଳ ସୁବ୍ରତ କୁମାର ପଣ୍ଡା ଉକ୍ତ କାର୍ଯ୍ୟକ୍ରମରେ ଯୋଗଦାନ କରି ରଥକୁ ସ୍ବାଗତ କରିବା ସହ ବିଭିନ୍ନ ସରକାରୀ ଯୋଜନାର ହିତାଧିକାରୀ ମାନଙ୍କୁ ସହାୟତା ବଣ୍ଟନ ଓ ଚାଷୀ ମାନଙ୍କୁ କିଶାନ କ୍ରେଡିଟ କାର୍ଡ ବଣ୍ଟନ କରିଥିଲେ ।ଉକ୍ତ ଅବସରରେ […]Continue Reading
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ, ୧୯/୬ : ବୁଧବାର ଦିନ ୧୦.୩୦ ମିନିଟ ସମୟରେ ବୌଦ୍ଧ ଜିଲ୍ଲାପାଳଙ୍କ କାର୍ୟ୍ୟାଳୟ ସଦଭାବନା ସଭାଗୃହ ଠାରେ ପ୍ରାକ୍ରୁତିକ ବିପର୍ଯ୍ୟୟ ପରିଚାଳନା ସମ୍ପର୍କୀତ ପ୍ରସ୍ତୁତି ପାଇଁ ଟେବୁଲ ଟପ ବୈଠକ ଅନୁଷ୍ଠିତ ହୋଇ ଯାଇଛି ।ଉକ୍ତ ବୈଠକରେ ଜିଲ୍ଲାପାଳ ସୁବ୍ରତ କୁମାର ପଣ୍ଡା ଅଧ୍ୟକ୍ଷତା କରିଥିଲେ ।ସାମ୍ଭାବ୍ୟ ବର୍ଷା ବନ୍ୟା ଜନିତ ବିପର୍ଯ୍ୟୟକୁ ମୁକାବିଲା ପାଇଁ ସମସ୍ତ ସରକାରୀ ବିଭାଗ ସଦା ସର୍ବଦା ସଜାଗ ରହିବାକୁ ଜିଲ୍ଲାପାଳ Continue Reading
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ, ୧୬/୬ : ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ, ବୌଦ୍ଧ ପକ୍ଷ ରୁ ଜଙ୍ଗଲ ଅଧିକାର ନିୟମ -୨୦୦୬ ଅନୁଯାୟୀ ସର୍ବମୋଟ ୧୨ଜଣ ହିତାଧିକାରୀ ଙ୍କୁ ବ୍ୟକ୍ତିଗତ ଜଙ୍ଗଲ ଅଧିକାର ପଟ୍ଟା ବଣ୍ଟନ କରାଯାଇଥିଲା ।ମୁଖ୍ୟଅତିଥି ଭାବେ ଜ଼ିଲ୍ଲାପାଳ ସୁବ୍ରତ କୁମାର ପଣ୍ଡା, ସମ୍ମାନୀତ ଅତିଥି ଭାବେ ଅତିରିକ୍ତ ଜ଼ିଲ୍ଲାପାଳ ଅନିରୁଦ୍ଧ ପଧାନ, ଜ଼ିଲ୍ଲା ଉନ୍ନୟନ ତଥା ନିର୍ବାହୀ ଅଧିକାରୀ, ଜ଼ିଲ୍ଲା ପରିଷଦ ପ୍ରଭାସ ଚନ୍ଦ୍ର Continue Reading
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ, ୧୪/୬ : ବିକାଶ ମେଳା ତଥା ପରମ୍ପାରିକ ଖାଦ୍ୟ ମେଳା ର ଦ୍ଵିତୀୟ ଦିନ ର ସନ୍ଧ୍ୟା କାର୍ଯ୍ୟକ୍ରମ ରେ କୃଷି, ରାଜସ୍ୱ, ଉଦ୍ୟାନ, ଉଠାଜଳସେଚନ, ଲିଡ଼ ବ୍ୟାଙ୍କ, ଆର. ସେ. ଟି. ଏବଂ ସି. ଅଫ. ଏଲ ର ବିଭିନ୍ନ ସ୍କିମ ଉପରେ ସ୍ୱତନ୍ତ୍ର ଭାବେ ବୈଠକ କଚେରୀ ପଡିଆ ମଞ୍ଚ ରେ ଅନୁଷ୍ଠିତ ହୋଇଯାଇଛି ।ଏହି ପୃଥକ ପୃଥକ ବୈଠକ ରେ ସମ୍ପୃକ୍ତ ବିଭାଗ ର ବିଭାଗୀୟ ଅଧିକାରୀ ମାନେ […]Continue Reading
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ, ୧୩/୬ : ବୌଦ୍ଧ ଗସ୍ତରେ ଆସିଥିବା ମାନ୍ୟବର ମନ୍ତ୍ରୀ ଗୃହନିର୍ମାଣ ତଥା ନଗର ଉନ୍ନୟନ ବିଭାଗ ଡ଼. କୃଷ୍ଣଚନ୍ଦ୍ର ମହାପାତ୍ର ଦୁଇଦିନିଆ ବୌଦ୍ଧ ଗସ୍ତ ରେ ଆସି ଆଜି ଦ୍ଵିତୀୟ ଦିନ ପୂର୍ବାହ୍ନ ରେ ବୌଦ୍ଧ ମର୍ଜାକୁଦ, କୁଲାରିକୁଦ, ନବ ନିର୍ମାଣ ବୌଦ୍ଧ ବସ୍ ଷ୍ଟାଣ୍ଡ,ଆଳତୀ ଘାଟ, ଚନ୍ଦ୍ରଚୂଡ଼ ମନ୍ଦିର ଯାଇ ଠାକୁର ଙ୍କୁ ଦର୍ଶନ ସହିତ ପୁରୁଣା ଦୈନିକ ବଜାର ଏବଂ ବୌଦ୍ଧ ସହରର ବିଭିନ୍ନ ଅଞ୍ଚଳ ପରିଦର୍ଶନ କରି ବିଭିନ୍ନ […]Continue Reading
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ,୧୨/୬ : ରାଜ୍ୟ ନଗର ଉନ୍ନୟନ ଓ ସାର୍ବଜନୀନ ଉଦ୍ୟୋଗ ମନ୍ତ୍ରୀ ଡ. କୃଷ୍ଣ ଚନ୍ଦ୍ର ମହାପାତ୍ର ବୌଦ୍ଧଜିଲା ଗସ୍ତରେ ଆସି ବିଭିନ୍ନ ବିଭାଗୀୟ କାର୍ଯ୍ୟର ସମୀକ୍ଷା କରିଛନ୍ତି ।ଜିଲାପାଳଙ୍କ କାର୍ଯ୍ୟାଳୟ ସଦଭାବନା ସଭାଗୃହଠାରେ ଆୟୋଜିତ ବୈଠକରେ ମନ୍ତ୍ରୀ ଶ୍ରୀପାତ୍ର ବିଭିନ୍ନ ବିଭାଗୀୟ କାର୍ଯ୍ୟକ୍ରମର ସମୀକ୍ଷା କରି ସମସ୍ତ ବିଭାଗ ର ଊନ୍ନୟନ କାମ ପାଇଁ ଦିଆଯାଇଥିବା ଅନୁଦାନକୁ ନିର୍ଦ୍ଧାରିତ ସମୟ ମଧ୍ୟରେ ଖର୍ଚ୍ଚ କରିବାକୁ Continue Reading
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ, ୧୦/୬: ସ୍ଥାନୀୟ ଯୋଗୀନ୍ଦ୍ରଦେବ ଉଚ୍ଚ ବିଦ୍ୟାଳୟ ସଭାଗୃହ ଠାରେ ଭିଜନ ଓଡିଶା ଅ୨୦୩୬ ଓ ବିକଶିତ ଭାରତ ଅ୨୦୪୭ବିଷୟରେ ଜିଲ୍ଲାସ୍ତରୀୟ ପ୍ରବନ୍ଧ ଓ ଚିତ୍ରାଙ୍କନ ପ୍ରତିଯୋଗିତା ଜିଲ୍ଲାଶିକ୍ଷା ଅଧିକାରୀ ଟେମଲାଲ ଦୁବେଙ୍କ ମାର୍ଗଦର୍ଶନରେ ଅନୁଷ୍ଠିତ ହୋଇଯାଇଛି ।ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଚୂଡ଼ାମଣି ବାରିକ କାର୍ଯ୍ୟକ୍ରମକୁ ଉଦଘାଟନ କରି ଆମ ରାଜ୍ୟ ଓଡିଶା ସ୍ୱତନ୍ତ୍ର ପ୍ରଦେଶ ମାନ୍ୟତା ପାଇବାର ୧୦୦ବର୍ଷ Continue Reading
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ/ ୧୦/୬ : (ସୋମବାର )ଅପରାନ୍ହ ୩ ଘଟିକା ସମୟରେ ବୌଦ୍ଧ ପାକ୍ସ ପକ୍ଷରୁ ମାଉଲସିଙ୍ଗା ହାଇସ୍କୁଲ ନିକଟ ପଡିଆରେ ଚାଲିଥିବା ରବି ଧାନ କ୍ରୟ କେନ୍ଦ୍ରର ପରିଦର୍ଶନ କରିଛନ୍ତି ଜିଲ୍ଲାପାଳ ସୁବ୍ରତ କୁମାର ପଣ୍ଡା । ଜିଲ୍ଲାପାଳ ଶ୍ରୀ ପଣ୍ଡା ଧାନ କ୍ରୟ କେନ୍ଦ୍ରରେ ପହଞ୍ଚି ଟୋକନ ପାଇ ଧାନ ବିକ୍ରୟ ପାଇଁ ଆସିଥିବା ଚାଷୀ ମାନଙ୍କ ସହ ଆଲୋଚନା କରିଥିଲେ ।ଧାନ କ୍ରୟ କେନ୍ଦ୍ରରେ ଚାଷୀ ମାନଙ୍କ ପାଇଁ ଥଣ୍ଡା ପାନୀୟ […]Continue Reading
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ, ୬/୬ : ଲୋକସେବା ଭବନ ର କନଭେନସନ ସେଣ୍ଟର ରେ ଦୁଇ ଦିନିଆଁ ରାଜସ୍ବ ଅଧିକାରୀ ମାନଙ୍କ ରାଜ୍ୟ ସ୍ତରୀୟ ସମ୍ମିଳନୀ ଓ କର୍ମଶାଳା ଜୁନ ୪ ତାରିଖ ଏବଂ ୫ ତାରିଖ ରେ ଅନୁଷ୍ଠିତ ହୋଇଯାଇଛି । ରାଜସ୍ବ କ୍ଷେତ୍ର ରେ ଉଲ୍ଲେଖନୀୟ ସଫଳତା ପାଇଁ ତଥା ଉତ୍ତମ ସେବା ଯୋଗାଇବାକ୍ଷେତ୍ର ରେ ବୌଦ୍ଧ ଜ଼ିଲ୍ଲା ଭଲ ପ୍ରଦର୍ଶନ କରିଥିବା ରୁ ବୌଦ୍ଧ ଜ଼ିଲ୍ଲା ପ୍ରଶାସନ କୁ ସମ୍ବର୍ଦ୍ଧିତ କରିଥିଲେ ଉପ […]Continue Reading




