କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ, ୨୪/୯ : ବୁଧବାର ଦିନ ଦିବା ୧୧ ଘଣ୍ଟା ସମୟରେ ବୌଦ୍ଧ ନିୟନ୍ତ୍ରିତ ବଜାର କମିଟି ସଭାଗୃହ ଠାରେ ସମବାୟ ବିଭାଗ ପକ୍ଷରୁ ଆନ୍ତର୍ଜାତିକ ସମବାୟ ବର୍ଷ ପାଳନ ଅବସରରେ ଜିଲ୍ଲା ସ୍ତରୀୟ ସମବାୟ ଉତ୍ସବ ଅନୁଷ୍ଠିତ ହୋଇଯାଇଛି ।ସମବାୟ ସମିତି ସମୁହର ଉପ ନିବନ୍ଧକ ଫକିର ମୋହନ ବାଘଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ସମବାୟ ଆଇଟି ବିଭାଗର ରାଜ୍ୟ ସଂଯୋଜକ ଅକ୍ଷୟ କୁମାର ପଣ୍ଡା, ଜିଲ୍ଲା ସଂଯୋଜକ […]Continue Reading
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ , ୨୨/୯ : ସେବା ପକ୍ଷ ଉପଲକ୍ଷେ ଜିଲ୍ଲା ପ୍ରଶାସନ ତରଫରୁ ଯୁବ ଓ କ୍ରୀଡ଼ା ବିଭାଗ ଦ୍ଵାରା ଏକ ଜିଲ୍ଲା ସ୍ତରୀୟ ମାରାଥନ୍ ଗଣ ଦୌଡ଼ ଆୟୋଜିତ ହୋଇଯାଇଛି।ଏଥିରେ ୫ମ ଆଇ.ଆର.ବି. ଏ ନ୍, ରିଜର୍ଭ ପୋଲିସ, ପୋଲିସ ବାହିନୀ, ଏଏନ୍ଏମ୍ ସେଣ୍ଟର, ବିଭିନ୍ନ ମହାବିଦ୍ୟାଳୟ, ବିଦ୍ୟାଳୟ, ସ୍ବେଛାସେବୀ ସଂଗଠନ ର କର୍ମକର୍ତ୍ତା, କ୍ରୀଡ଼ା ସଂଘ ତଥା ସରକାରୀ କାର୍ଯ୍ୟାଳୟ ରୁ ୫୦୦ ରୁ ଅଧିକ ଅଂଶଗ୍ରହଣ କରିଥିଲେ।ଏହି କାର୍ଯ୍ୟାକ୍ରମ ରେ Continue Reading
ବ୍ରହ୍ମବାସୀ ବେଉରାଙ୍କ ରିପୋର୍ଟ ମାଧବପୁର /ହରଭଙ୍ଗା, ୨୨/୯ : ହରଭଙ୍ଗା ଅନ୍ତର୍ଗତ ପୁରୁଣାକଟକ ଗ୍ରାମପଞ୍ଚାୟତ ର ଜିଆଁକଟା ଗ୍ରାମରେ ୨୧ତାରିଖ ଦିନ ୧୧ଘଣ୍ଟା ସମୟରେ ବାଣ କାରଖାନାରେ ବିସ୍ଫୋରଣ ଘଟି ଦୁଇ ଜଣ ମୃତ୍ୟୁ ବରଣ କରିଥିବାବେଳେ ଦଶ ଜଣ ଆହତ ହୋଇ ବୌଦ୍ଧ ଓ କନ୍ଧମାଳ ମୁଖ୍ୟ ଚିକିତ୍ସାଳୟ ରେ ଚିକିତ୍ସତ ହେଉଛନ୍ତି ।ଗ୍ରାମବାସୀଙ୍କ ସୂତ୍ରରୁ ପ୍ରକାଶ ଯେ ଘରମାଲିକ ମାଗିରାମ ବେହେରାଙ୍କ ରେ ବାଣକାରଖାନା ରେ ବାଣ ତିଆରି ଚାଲୁଥିଲା । ବାଣ ତିଆର […]Continue Reading
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ, ୨୦/୯ : ଆଜି ଦିବା ୧୦ ଘଣ୍ଟା ରେ ଜିଲ୍ଲା ସଂଗ୍ରହାଳୟ, ବୌଦ୍ଧ ଠାରେ ସ୍ୱଚ୍ଛତା ସେବା ପକ୍ଷ ୨୦୨୫ ଉପଲକ୍ଷେ ବିକଶିତ ଭାରତ ରଙ୍ଗ, କଳା ମାଧ୍ୟମରେ “ଚିତ୍ରାଙ୍କନ” ପ୍ରତିଯୋଗୀତା ୩ ଗୋଟି ସ୍ତରରେ ଅନୁଷ୍ଠିତ ହୋଇଯାଇଛି ।ମୁଖ୍ୟ ଅତିଥି ଭାବେ ଉପ- ଜିଲ୍ଲାପାଳ, ବୌଦ୍ଧ ବିନୟ କୁମାର ଭୋଇ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରାହୁଲ ପ୍ରଧାନ , ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରିତାକାନ୍ତି ବଳିଆରସିଂହ Continue Reading
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ, ୨୦/୯ : ସ୍ଥାନୀୟ ଶିଶୁଯତ୍ନ ଅନୁଷ୍ଠାନ ରାମକୃଷ୍ଣ ବାଳାଶ୍ରମ, ବିରନରସିଂହପୁର ବୌଦ୍ଧ ଠାରେ ଶିଶୁ ଯତ୍ନ ଅନୁଷ୍ଠାନର ଶିଶୁ ମାନଙ୍କୁ ନେଇ ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ “ମହକ ଓ ଉତ୍ସାହ-୨୦୨୫ ” ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ଓ ଜିଲ୍ଲା ପ୍ରଶାସନ ଦ୍ୱାରା ଆୟୋଜିତ ହୋଇଅଛି ।ଆଜିର ଏହି ଉଦଯାପନ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଉପ ଜିଲ୍ଳାପାଳ ବୌଦ୍ଧ ଶ୍ରୀଯୁକ୍ତ ବିନୟ କୁମାର ଭୋଇ ଯୋଗଦେଇ ଶିଶୁ ମାନେ Continue Reading
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ, ୧୬/୯ : ମଙ୍ଗଳବାର ଦିନ ସକାଳ ଘ. ୮.୩୦ ମି. ସମୟରେ ବୌଦ୍ଧ ଜିଲ୍ଲା ଷ୍ଟାଡିୟମ ପଡିଆ ପରିସରରୁ ଜିଲ୍ଲା ପରିଷଦ ଏବଂ ଗୋଷ୍ଠି ଉନ୍ନୟନ ଅଧିକାରୀ ଙ୍କ ପକ୍ଷରୁ ଆୟୋଜିତ ଏକ ପେଡ ମା କେ ନାମ( ମାଆ ପାଇଁ ଗଛ ଟିଏ ) ଉପଲକ୍ଷେ ଏକ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଅତିରିକ୍ତ ଜିଲ୍ଲାପାଳ ଅନିରୁଦ୍ଧ ପଧାନ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ […]Continue Reading
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ , ୧୬/ ୯ : ସୋମବାର ଦିନ ୩ ଘଣ୍ଟା ସମୟରେ କଣ୍ଟାମାଳ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଦହ୍ୟା ଠାରେ ଏକ ପେଡ ମା କେ ନାମ୍ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇ ଯାଇଛି । ପଞ୍ଚାୟତି ରାଜ୍ ଓ ପାନୀୟ ଜଳ ଯୋଗାଣ ବିଭାଗ ପକ୍ଷରୁ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ କଣ୍ଟାମାଳ ବିଧାୟକ କନ୍ହାଇ ଚରଣ ଡାଙ୍ଗ ଯୋଗ ଦେଇଥିଲେ ।ସମ୍ମାନୀତ ଅତିଥି ଭାବରେ ବୌଦ୍ଧ ଜିଲ୍ଲା […]Continue Reading
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ, ୧୫/୯ : ସୋମବାର ଦିନ ସକାଳ ୧୦ ଘଟିକା ସମୟରେ କଣ୍ଟାମାଲ ବ୍ଲକ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକଙ୍କ ଯୁଗ୍ମ ଜନ ଶୁଣାଣୀ ଶିବିରରେ ସମୁଦାୟ ୪୯ ଗୋଟି ଅଭିଯୋଗର ପଂଜିକରଣ ହୋଇଥିଲା ।ଜିଲ୍ଲାପାଳଙ୍କ ପକ୍ଷରୁ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ପ୍ରଭାସ ଚନ୍ଦ୍ର ଦଣ୍ଡସନା, ଉପ ଜିଲ୍ଲାପାଳ ବିନୟ କୁମାର ଭୋଇ ଏବଂ ଆରକ୍ଷୀ ଅଧୀକ୍ଷକଙ୍କ ପକ୍ଷରୁ ଉପ ଆରକ୍ଷୀ […]Continue Reading
ମହେନ୍ଦ୍ର କୁମାର ଦର୍ଜିଙ୍କ ରିପୋର୍ଟବୌଦ୍ଧ, ୧୫/୯: ବଣ ଜଙ୍ଗଲ ଘେରା ପରିବେଷ୍ଟନି ମଧ୍ୟରେ ବୌଦ୍ଧ ଜିଲ୍ଲା ଅବସ୍ଥିତ। ଏହି ଜିଲ୍ଲା ଶିକ୍ଷା ତଥା ସ୍ବାସ୍ଥ୍ୟ କ୍ଷେତ୍ର ରେ ପଛୁଆ ଭାବେ ପରିଗଣିତ। ହେଲେ ଏହି ଜିଲ୍ଲା ଏକ ସାଂସ୍କୃତିକ ଜିଲ୍ଲା ଭାବେ ବେଶ ଜଣାଶୁଣା। ୧୯୯୪ ରେ ଜିଲ୍ଲା ମାନ୍ୟତା ପାଇଥିବା ବୌଦ୍ଧ ଜିଲ୍ଲା ର ସାମଗ୍ରିକ ବିକାଶ ପାଇଁ ଅଞ୍ଚଳବାସୀ ସଦା ତତ୍ପର।ବୌଦ୍ଧ ଜିଲ୍ଲାକୁ ଏକ ନମ୍ବର ଜିଲ୍ଲା ଭାବେ ଗଢି ତୋଳିବା ପାଇଁ ବିଭିନ୍ନ […]Continue Reading
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ, ୧୩/୯ : ଶନିବାର ଦିନ ସକାଳ ୯ ଘଟିକା ସମୟରେ ବୌଦ୍ଧ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସଦଭାବନା ସଭା ଗୃହ ଠାରେ ଏକ ପେଡ ମା କେ ନାମ କାର୍ୟ୍ୟକ୍ରମ ପ୍ରସ୍ତୁତିର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇ ଯାଇଛି ।ଜିଲ୍ଲାପାଳ ବିଭୁତି ଭୁଷଣ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଅନିରୁଦ୍ଧ ପଧାନ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ପ୍ରଭାସ ଚନ୍ଦ୍ର ଦଣ୍ଡସନା, ଉପ Continue Reading




