
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ, ୨୩/୫: ଗୁରୁବାର ଦିନ ଦିବା ଘ.୯.୩୦ ମିନିଟ ସମୟରେ ବୌଦ୍ଧ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସଦଭାବନା ସଭାଗୃହ ଠାରେ ଜିଲ୍ଲାପାଳ ସୁବ୍ରତ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ସ୍ବାସ୍ଥ୍ୟ ସଚେତନତା ସମ୍ପର୍କିତ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି ।ଦେଶର ବିଭିନ୍ନ ସ୍ଥାନରେ କରୋନା ଭଳି ମହାମାରୀ ଚିନ୍ହଟ ହେଉଥିବା ବେଳେ, ଜନସାଧାରଣ କିଭଳି ସତର୍କତା ଅବଲମ୍ବନ କରିବେ ଏବଂ ଜଳ ଜନିତ ବିଭିନ୍ନ ରୋଗ ରୁ ଉପଶମ ପାଇବା ଉଦ୍ଦେଶ୍ୟ ରେ Continue Reading