Home Posts tagged Boudh (Page 3)
Odisha News
କମ୍ଭୁ ଧର ଖେତୀବୈାଦ୍ଧ,୨୫/୭: ବୌଦ୍ଧ ଜିଲ୍ଲା ଗସ୍ତରେ ଆସି କରୋନା ସମୀକ୍ଷା କଲେ କୋଭିଡ ପର୍ଯ୍ୟବେକ୍ଷକ ବିଷ୍ଣୁ ପ୍ରସାଦ ମିଶ୍ର । ଶ୍ରୀ ମିଶ୍ର ରବିବାର ଦିନ ବୌଦ୍ଧ ଜିଲ୍ଲାରେ ଥିବା ସ୍ଥାନିୟ ସର୍କିଟ ହାଉସ ଠାରେ ଏକ ସମୀକ୍ଷା ବୈଠକରେ ଯୋଗଦେଇଥିଲେ । ଏହି ବୈଠକରେ କରୋନାକୁ କିପରୁ ମାତ୍ ଦିଆଯାଇ ପାରିବ ସେ ଉପରେ ଗୁରୁତ୍ୱ ଦିଆଯାଇଥିଲା ।ଗ୍ରାମ ପଞ୍ଚାୟତସ୍ତରରେ ପ୍ରତିଷ୍ଠା ହୋଇଥିବା କୋଭିଡ କେୟାର ହୋମର ଉତ୍ତମ ପରିଚାଳନା ଉପରେ ଗୁରୁତ୍ୱ ଦିଆଯାଇଥିଲା Continue Reading
Odisha News
କମ୍ଭୁ ଧର ଖେତୀ ଙ୍କ ରିପୋର୍ଟ ବୈାଦ୍ଧ,୨୩/୭: ମାନବ ପ୍ରେମୀ ଆଦିତ୍ୟ ଦାସଙ୍କ ମୃତ୍ୟୁକୁ ନେଇ ଦ୍ୱନ୍ଦ ଲାଗି ରହିଥିବା ବେଳେ ଏହି ଘଟଣାର ତଦନ୍ତ ଜିଆରପି ପୁଲିସ କରୁଛି ।  ରାଜ୍ୟର ବିଭିନ୍ନ ସଂଗଠନ ଏହି ଘଟଣାର ସିବିଆଇ ତଦନ୍ତ ଦାବି କରୁଛନ୍ତି । ବୈାଦ୍ଧ ଜିଲ୍ଲାରେ ମଧ୍ୟ ଭାରତୀୟ ଜନତା ପାର୍ଟି ଓ ନିଜ ଗ୍ରାମ ତାଳସରଡା ଗ୍ରାମବାସୀ ଏହି ଘଟଣାର ସିବିଆଇ ତଦନ୍ତ ଦାବି କରିଆସୁଥିବା ବେଳେ ଗୁରୁବାର ଦିନ ବୈାଦ୍ଧଜିଲ୍ଲା ସଚେତନ ସାମାଜିକ […]Continue Reading
Odisha News
Kambhudhar Kheti ବୌଦ୍ଧ,୨୩ / ୭: ବୈାଦ୍ଧ ଜିଲ୍ଲାରେ ଗୁରୁବାର ଦିନ ପୁଣି ୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି ୨ ଜଣ ଆକ୍ରାନ୍ତଙ୍କୁ  ମିଶାଇ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୮୨ ରେ ପହଞ୍ଚିଲା । ଆଜି ଚିହ୍ନଟ ହୋଇଥିବା ଦୁଇ ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ  ବୌଦ୍ଧବ୍ଲକ୍ ବାଉଁଶୁଣି ଥାନା ଗୁନ୍ଦୁଳିିଆ ଗ୍ରାମର ଓ ଅନ୍ୟ ଆକ୍ରାନ୍ତ ଜଣକ ବୌଦ୍ଧ ଜିଲ୍ଲାର ଅଧିବାସୀ ।ଗୁନ୍ଦୁଳିିଆ ଗ୍ରାମର ଚିହ୍ନଟ ହୋଇଥିବା ଆକ୍ରାନ୍ତ ଜଣକ  ଗୁନ୍ଦଳିିଆ କ୍ୱାରେ […]Continue Reading
Odisha News
କମ୍ଭୁ ଧର ଖେତୀବୈାଦ୍ଧ,୧୭/୭: ବୈାଦ୍ଧ ସହରରେ ଗତ ମଙ୍ଗଳବାର ୩ କରୋନା ପଜିଟିଭ ଚିହ୍ନଟ ହେବା ପରେ ପ୍ରଶାସନ ପକ୍ଷରୁ ଉକ୍ତ ଅଞ୍ଚଳ ଗୁଡିକୁ କଣ୍ଟେନମେଣ୍ଟ ଜୋନ ଭାବରେ ଘୋଷଣା କରାଯାଇଛି । ଶୁକ୍ରବାର ଦିନ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କଣ୍ଟେନମେଣ୍ଟ ଜୋନରେ କୋଭିଡ-୧୯ ସର୍ଭେ କାର୍ଯ୍ୟ ଯୁଦ୍ଧକାଳିନ ଭିତ୍ତିରେ ଆରମ୍ଭ ହୋଇଯାଇଛି । ଏହି କଣ୍ଟେନମେଣ୍ଟ ଜୋନ ଭିତରେ ଆସୁଥିବା ବୈାଦ୍ଧଗଡ ବିଜ୍ଞାପିତ ଅଞ୍ଚଳର ୩ଟି ୱାଡର ଘରକୁ ଘର ଯାଇ ସର୍ଭେ କାର୍ଯ୍ୟ ଆରମ୍ଭ […]Continue Reading
Odisha News
କମ୍ଭୁ ଧର ଖେତୀ ବୈାଦ୍ଧ,୧୭/୭: ବୈାଦ୍ଧ ଜିଲ୍ଲାରେ ୬ଟି ଅଂଚଳର କଣ୍ଟେନମେଣ୍ଟ ଅବଧି ବଢ଼ିଲା । ପୁର୍ବରୁ ବିଭିନ୍ନ ସ୍ଥାନକୁ ୭୨ ଘଣ୍ଟା ପାଇଁ କଣ୍ଟେନମେଣ୍ଟ ଜୋନ ଭାବରେ ଘୋଷଣା କରାଯାଇଥିଲା । ଶୁକ୍ରବାର ଦିନ ଅବଧି ଶେଷ ହୋଇଥିବା ବେଳେ ପ୍ରଶାସନ ପକ୍ଷରୁ ପୁଣିଥରେ କଣ୍ଟେନମେଣ୍ଟ ଜୋନର ଅବଧିକୁ ବୃଦ୍ଧି କରାଯାଇଛି ।ସହରର ବୁଟୁପାଲି ଅଞ୍ଚଳ,କଚେରୀଛକ ଅଞ୍ଚଳର କଣ୍ଟେନମେଣ୍ଟ ଜୋନକୁ ବୃଦ୍ଧି କରାଗଲା ବୋଲି ଘୋଷଣା କରାଯାଇଛି ।ସେହିପରି ହରଭଙ୍ଗା ବ୍ଲକର ମଥୁରା Continue Reading
Odisha News
କମ୍ଭୁ ଧର ଖେତୀବୌଦ୍ଧ,୧୧/୭: ଶନିବାର ଦିନ ହରଭଙ୍ଗା ବ୍ଲକ୍ ଝାଡ୍ରାଜିଙ୍ଗ ଓ ଠିଡିକାଜୋର୍ ଗ୍ରାମକୁ ଜିଲ୍ଲାପାଳ କଣ୍ଟେନମେଣ୍ଟ ଜୋନ ଘୋଷଣା କରିଛନ୍ତି । ଉଭୟ ଗ୍ରାମକୁ ସିଲ କରାଯିବା ସହ ସମସ୍ତ ପ୍ରବେଶପଥରେ ପୋଲିସ୍ ମୁତୟନ କରାଯାଇଛି । କେବଳ ଜାତୀୟ ରାଜପଥ ନମ୍ବର୍ ୫୭ରେ ଯାନବାହାନ ଚଳାଚଳ ପାଇଁ ଅନୁମତି ଦିଆଯାଇଛି ।ହରଭଙ୍ଗା ବ୍ଲକ୍ ବାଣିଭୁଷଣପୁର ଗ୍ରାମ ପଂଚାୟତ ଝାଡ୍ରାଜିଙ୍ଗ ଗ୍ରାମର ହୋମ୍ କ୍ୱାରେଣ୍ଟାଇନରେ ଥିବା ଜଣେ ବ୍ୟକ୍ତିଙ୍କ ଠାରେ କରୋନା Continue Reading
Odisha News
ବୈାଦ୍ଧ,୨/୭: ବୈାଦ୍ଧ ସହରସ୍ଥିତ ଶ୍ରୀ ଜଗନ୍ନାଥ ମନ୍ଦିରରେ ଗୁରୁବାର ଦିନ ପ୍ରଭୂ ବଳଭଦ୍ର, ସୁଭଦ୍ରା ଓ ଜଗନ୍ନାଥଙ୍କ ଅଳଙ୍କାର ବେଶ ଅନୁଷ୍ଠିତ ହୋଇଯାଇଛି । ମହାପ୍ରଭୂଙ୍କ ଅଳଙ୍କାର ବେଶ ରଥ ଉପରେ ହୋଇ ଆସୁଥିବା ବେଳେ ଚଳିତ ବର୍ଷ କୋଭିଡ ପାଇଁ କଟକଣା ଲାଗୁ ହୋଇଥିବାରୁ ମନ୍ଦିର ଭିତରେ ଠାକୁରଙ୍କ ଅଳଙ୍କାର ବେଶ ଅନୁଷ୍ଠିତ ହୋଇଥିଲା । ସେବାୟତମାନେ ସାମାଜିକ ଦୂରତା ରକ୍ଷା କରି ଓ ମାସ୍କ ପରିଧାନ କରି ଠାକୁରଙ୍କ ସମସ୍ତ ନିତିକାନ୍ତି କରିଥିଲେ ।Continue Reading
Odisha News
ବୈାଦ୍ଧ,୨/୭:ବୌଦ୍ଧଜିଲ୍ଲା ସୂଚନା ଓ ଲୋକସଂପର୍କ ବିଭାଗର ଚତୁର୍ଥଶ୍ରେଣୀ କର୍ମଚାରୀ ଶିଶିର କୁମାର ବାଘଙ୍କୁ ଅବସରକାଳୀନ ବିଦାୟୀ ସମ୍ବର୍ଦ୍ଧନା ଗୁରୁବାର ଦିନ ପ୍ରଦାନ କରାଯାଇଛି । ଜିଲ୍ଲା ସୂଚନା ଓ ଲୋକସଂପର୍କ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ଶ୍ରୀ ବାଘଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ । ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ଶିଶିର କୁମାର ସାହୁ, ବରିଷ୍ଠ କିରାଣୀ ଲକ୍ଷ୍ମୀଧର ନାଏକ, ଅକ୍ଷୟ କୁମାର ମହାକୁଡ, ପ୍ରମୋଦ କୁମାର ସେଠୀ Continue Reading
Odisha News
ବୈାଦ୍ଧ,୨/୭: ଗୁରୁବାର ଦିନ ବୈାଦ୍ଧ ଜିଲ୍ଲାରୁ ପୁଣି ତିନି ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ଜଣେ କୋଭିଡ ଯୋଦ୍ଧା କରୋନା ଆକ୍ରାନ୍ତ ହୋଇଛନ୍ତି ।ସେ କୋଭିଡ କେୟାର ସେଣ୍ଟରରେ କର୍ମଚାରୀ ଭାବରେ କାର୍ଯ୍ୟ କରୁଥିବା ବେଳେ ସେ କ୍ୱାରେଣ୍ଟା ଇନରେ ଥିଲେ । ଜିଲ୍ଲାରେ ଗୁରୁବାର ଦିନ ଗୋଟିଏ ଦିନରେ ୩ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ସମସ୍ତ ପଜିଟିଭ କ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଛନ୍ତି ୧ ।ସେମାନଙ୍କ ମଧ୍ୟରୁ ୨ ଜଣ […]Continue Reading