Home Posts tagged boudh news
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ,୧୭ା୫: ବୌଦ୍ଧ ଜିଲା ହରଭଙ୍ଗା ବ୍ଳକର ପୁରୁଣାକଟକ ସାହି ରାସ୍ତା ଅତିଶୋଚନୀୟ ହୋଇପଡିଥିବା ବେଳେ ରାସ୍ତା ନିର୍ମାଣ ସହ ଡ୍ରେନ ନିର୍ମାଣ ଦାବୀରେ ସୋମବାର ଦିନ ଆଞ୍ଚଳିକ ବିକାଶ ପରିଷଦ ପକ୍ଷରୁ ପୁରୁଣାକଟକ ଧଳପୁର ରାସ୍ତା ଅବରୋଧ କରାଯଇଥିଲା । ସକାଳ ୭ଟାରୁ ପରିଷଦର ସମ୍ପାଦକ ବିକାଶ ମହାକୁଡ ଓ ଉପ ସଭାପତି ଲବ କୁମାର ପ୍ରଧାନଙ୍କ ନେତୃତ୍ୱରେ ଆନ୍ଦୋଳନ କାରୀ ମାନେ ଧଳପୁର ରାସ୍ତାରେ ବସି ରହିଥିଲେ ।ବହୁବାର ପ୍ରଶାସନକୁ Continue Reading
Seo wordpress plugin by www.seowizard.org.