Home Posts tagged boudh district (Page 8)
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ,୧୦/୧୦ : ଉତ୍କଳମଣି ଗୋପବନ୍ଧୁଙ୍କ ଜୟନ୍ତୀ ଉତ୍ସବ ଜିଲା ପ୍ରଶାସନ ସମତେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ପାଳନ କରାଯାଇଛି କ୍ଷ ଜିଲ୍ଲା ପ୍ରଶାସନ ତରଫରୁ ଜିଲା ପାଠାଗାର ଠାରେ ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ରିତାକନ୍ତି ବଳିୟାରସିଂହ ଅଧକ୍ଷତରେ ଉତ୍କଳମଣି ଗୋପବନ୍ଧୁଙ୍କ ଜୟନ୍ତୀ ଉତ୍ସବ ପାଳନ କରାଯାଇଛି ।ବୌଦ୍ଧ ଗୋପବନ୍ଧୁ ଛକ ସ୍ଥିତ ଉତ୍କଳମଣି ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ Continue Reading
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ,୯/୧୦: ବୌଦ୍ଧ ବିଧାନ ସଭା ନିର୍ବାଚନୀ ମଣ୍ଡଳୀର ଅନ୍ତର୍ଗତ ଜହ୍ନକ୍ଷପଙ୍କ ଠାରୁ ଜଗତି ପର୍ଯ୍ୟନ୍ତ ବିଜେଡି ପକ୍ଷରୁ ଏକ ଜନସମ୍ପର୍କ ପଦଯାତ୍ରା ଜଙ୍ଗଲ ଓ ପରିବେଶ ,ପଂଚାୟତ ରାଜ ଓ ପାନୀୟ ଜଳ ଯୋଗାଣ, ସୂଚନା ଓ ଲୋକ ସମ୍ପର୍କ ବିଭାଗ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ନେତୃତ୍ୱରେ ସୋମବାର ଅନୁଷ୍ଠିତ ହୋଇଯାଇଛି ।ପ୍ରଥମେ ଜହ୍ନାପଙ୍କ ହନୁମାନ ମନ୍ଦିରରୁ ପୂଜାର୍ଚନା କରାଯାଇ ଜହ୍ନକ୍ଷପଙ୍କ ବସଷ୍ଟାଣ୍ଡ, ନାରାୟଣନଗର, ଚାରିଶମ୍ଭୁ Continue Reading
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ, ୭/୧୦: ସରକାରଙ୍କ ତମାଖୁ ନିୟନ୍ତ୍ରଣ କାର୍ଯ୍ୟକ୍ରମ ପ୍ରକାରେ ବୌଦ୍ଧ ଜିଲ୍ଲା ସ୍ତରୀୟ ତମାଖୁ ସମନ୍ୱୟ କମିଟି ର ଏକ ବୈଠକ ଆଜି ବୌଦ୍ଧ ଜିଲ୍ଲା ପରିଷଦ ସଭାଗୃହ ଠାରେ ଅନୁଷ୍ଠିତ ଭୋଇଯାଇଛି ।ବୈଠକ ରେ ବୌଦ୍ଧ ଜିଲ୍ଲାର ୩୦ଟି ଶିକ୍ଷାନୁଷ୍ଠାନ, ୬୯ ଗ୍ରାମକୁ ତମାଖୁ ମୁକ୍ତ କରାଯିବାକୁ ନିଷ୍ପତି ନିଆଯାଇଛି । ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ଜୟକୃଷ୍ଣୁ ମିଶ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ମୁଖ୍ୟଅତିଥି Continue Reading
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ,୬/୧୦: ବୌଦ୍ଧଜିଲ୍ଲା କଂଗ୍ରେସ ପକ୍ଷରୁ ଜିଲ୍ଲାର ହରଭଙ୍ଗା ବ୍ଲକ ବିରନରସିଂହପୁର ପଂଚାୟତରେ ଘରେ ଘରେ କଂଗ୍ରେସ ଘରେ ଘରେ ହାତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବିରନରସିଂହପୁର ପଂଚାୟତରେ ହରଭଙ୍ଗା ବ୍ଲକ କଂଗ୍ରେସ ସଭାପତି ପଙ୍କଜ କର୍ଣ୍ଣଙ୍କ ନେତୃତ୍ୱରେ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିଲା ।କଂଗ୍ରେସର ନେତା ଓ କର୍ମୀମାନେ ପଂଚାୟତର ବିଭିନ୍ନ ଗ୍ରାମକୁ ପଦଯାତ୍ରାରେ ଘରଘର କୁ ଯାଇ ବର୍ତ୍ତମାନ ପରିସ୍ଥିତିରେ Continue Reading
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ୪/୧୦/: ଜିଲ୍ଲା ପ୍ରାଣୀ ସମ୍ପଦ ବିକାଶ ବିଭାଗ ତରଫରୁ ଜିଲ୍ଲାପାଳ ଙ୍କ ସମ୍ମିଳନୀ କକ୍ଷରେ ବିଶ୍ଵ ପ୍ରାଣୀ ଦିବସ ପାଳିତ ହୋଇଯାଇଛି ଯାହାର ଶୀର୍ଷକ ଥିଲା ପ୍ରାଣୀ ମଙ୍ଗଳ ଓ ପ୍ରାଣୀ ସୁରକ୍ଷା।ଏହି ଅବସର ରେ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଡା ରାମା ରାଓ ପାଲୋ ଙ୍କ ଅଧ୍ୟକ୍ଷତା ରେ ଆୟୋଜିତ ସଭା ରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲାପାଳ ଶ୍ରୀ ନୃସିଂହ ଚରଣ ସ୍ୱାଇଁ ଓ ସମ୍ମାନୀତ ଅତିଥି ଭାବରେ […]Continue Reading
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ,୪/୧୦: ବୌଦ୍ଧ କେନ୍ଦ୍ରୀୟ ବିଦ୍ୟାଳୟଟି ଏକ ବୁଡି ଅଂଚଳରେ ରହିଥିବାରୁ ସାମାନ୍ୟ ବନ୍ୟା ହେଲେ ପାଣି ଘେରରେ ରହିଥାଏ । ଯାହାଫଳରେ ପିଲାଙ୍କ ପାଠ ପଢାରେ ବ୍ୟାଘାତ ସୃଷ୍ଟି ହୋଇଥାଏ । ଏହାର ସ୍ଥାୟୀ ସମାଧାନ ପାଇଁ ପ୍ରଶାସନିକସ୍ତରରେ ଆନ୍ତରିକତାର ଅଭାବ ରହିଥିବା ଅଭିଯୋଗ ହେଉଛି । ଏହାର ସ୍ଥାୟୀ ସମାଧାନ ପାଇଁ ସ୍କୁଲ କତୃପକ୍ଷ ବିଭିନ୍ନ ସମୟରେ ଜିଲ୍ଲା ପ୍ରଶାସନର ଦୃଷ୍ଟି ଗୋଚର କରିଥିଲେ ମଧ୍ୟ ପ୍ରଶାସନ ସମାଧାନ ପାଇଁ Continue Reading
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ,୪/୧୦: ବୌଦ୍ଧ ଆର୍ଟସ ଟେମ୍ପୁଲ ପକ୍ଷରୁ ସୋମବାର ଦିନ ରାମଳିଳା ପଡିଆ ଠାରେ କ୍ୟାରେଟି ବେଲ୍ଟ ଗ୍ରେଡିଙ୍ଗ ଟେଷ୍ଟ ପ୍ରତିଯୋଗିତା ମାଷ୍ଟର ସୁଧିର କୁମାର ବାରିକଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଛି ।ଏହି ପ୍ରତିଯୋଗିତାରେ ମୁଖ୍ୟ ଅତିଥିଭାବେ ଗୁରୁଶ୍ରୀ ଡ. ଜ୍ଞାନରଂଜନ ମହାନ୍ତି ଯୋଗ ଦେଇଥିଲେ । ସମସ୍ତ କୁନି କୁନି ପ୍ରତିଯୋଗିମାନଙ୍କୁ କ୍ୟାରେଟି ସଂପର୍କରେ ସୁଚନା ଦେଇ ଆଗାମୀ ଦିନରେ କିଭଳି ନିଜର ଆତ୍ମରକ୍ଷା କୌଶଳ କରିବା ସହ Continue Reading
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ, ୨/୧୦ : ଜ଼ିଲ୍ଲା ପ୍ରଶାସନ ପକ୍ଷରୁ ନାରାୟଣନଗର ଠାରେ ପଞ୍ଚମ ଲୋକକଳା ଗ୍ରାମ ବାର୍ଷିକ ଉତ୍ସବ ସୋମବାର ଦିନ ଗୋଟାଏ ସମୟରେ ଅନୁଷ୍ଠିତ ହୋଇଛି ।ଜିଲା ସଂସ୍କୃତି ବିଭାଗ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରାତଃ ସମୟରେ ରାମଧୁନ ଗାନ କରାଯାଇଥିଲା । ଏହାସହ ସଂକୀର୍ତନ୍ୟ ସହ କଳାକାରମାନେ ଏକ ଶୋଭାଯାତ୍ରାରେ ଲୋକକଳା ଗ୍ରାମ ପରିକ୍ରମା କରିଥିଲେ ।ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ରିତାକନ୍ତି ବଳିୟାରସିଂହଙ୍କ Continue Reading
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ,୨/୧୦: ଭାରତ ଆରକ୍ଷୀ ବାହିନୀ , ବୌଦ୍ଧ ଆନୁକୁଲ୍ୟରେ, ବୌଦ୍ଧ ଜିଲ୍ଲା ବଲାସିଙ୍ଘା ସ୍ଥିତ “ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସର ମଧ୍ୟରେ ଏକ ‘ ସ୍ୱଚ୍ଛ ଭାରତ ଅଭିଯାନ ‘ କାର୍ଯ୍ୟକ୍ରମ ର ଶୁଭାରମ୍ଭ ହୋଇଅଛି ।ଏହି ମହାନ୍ କାର୍ଯ୍ୟରେ, ଦୁର୍ଗ ର ଦୂର୍ଗପତି ଶ୍ରୀ ଦୁର୍ବାସା ନାୟକ ମହୋଦୟ, ଉପ – ଦୁର୍ଗପତି ଶ୍ରୀ ଗୋପବନ୍ଧୁ ତ୍ରିପାଠୀ, ଉପ – ଦୁର୍ଗପତି ଶ୍ରୀ ଶ୍ରଦ୍ଧାକର ଧାରୁଆ, Continue Reading
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ,୧ /୧୦: ସ୍ଵଚ୍ଛତା ହିଁ ସେବା ଓ ଆବର୍ଜନା ମୁକ୍ତ ଭାରତ କାର୍ଯ୍ୟକ୍ରମ ନିମନ୍ତେ ବୌଦ୍ଧ NAC ପକ୍ଷରୁ ମେଗା ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଛି ।ସଂପୂର୍ଣ୍ଣ ପରିମଳ ସହରରେ ପରିଣତ କରିବା ଲକ୍ଷ୍ୟ ନେଇ NAC ପକ୍ଷରୁ ଏହି ମେଗା ସଚେତନତା ଶୋଭାଯାତ୍ରା ସହର ପରିକ୍ରମା କରିଥିଲା ।ମୁଖ୍ୟ ଅତିଥି ଭାବେ ଯୋଗଦେଇ NAC chairman ମୃତ୍ୟୁଞ୍ଜୟ ମିଶ୍ର ମେଗା ସଚେତନତା ଶୋଭାଯାତ୍ରାର ଶୁଭାରମ୍ଭ କରିଥିଲେ କ୍ଷ ସଚେତନତା Continue Reading