Home Posts tagged boudh district (Page 38)
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ,୮/୩ : ବୌଦ୍ଧଗଡ ବିଜ୍ଞାପିତ ଅଂଚଳ ପରିଷଦ ପାଇଁ ନାମାଙ୍କନ ପତ୍ର ଦାଖଲର ଆଜି ଶେଷ ଦିନ ଥିବା ବେଳେ ଆଜି ତିନି ପ୍ରମୁଖ ରାଜନୈତିକ ଦଳ ସେମାନଙ୍କର ନାମାଙ୍କନ ପତ୍ର ଦାଖଲ କରିଛନ୍ତି ।ତିନି ପ୍ରମୁଖ ରାଜନୈତିକ ଦଳ ସହିତ ଅଧ୍ୟକ୍ଷ ପଦବୀ ପାଇଁ ସମୁଦାୟ ୧୦ ଜଣ ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ କରିଥିବାବେଳେ ୧୭ ଗୋଟି ୱାର୍ଡର କାଉନସିଲର ପଦବୀ ପାଇଁ ବିଜେଡି ଓ ବିଜେପି ପକ୍ଷରୁ ସମସ୍ତ ୱାର୍ଡରେ ପ୍ରାର୍ଥୀ […]Continue Reading