କମ୍ଭୁଧର କ୍ଷେତିଙ୍କ ରିପୋର୍ଟ ବୌଦ୍ଧ,୫/୪: ବୌଦ୍ଧ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଠାରେ ଛାତ୍ରୀମାନଙ୍କ ପାଇଁ ଆତ୍ମ ସୁରକ୍ଷା ପାଇଁ ପ୍ରଶିକ୍ଷଣ ଶିବିର ଉଦଘାଟିତ ହୋଇଯାଇଛି । ବିଦ୍ୟାଳୟର ଅଧ୍ୟକ୍ଷ ରବିନ୍ଦ୍ରନାଥ ଗୁରୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦଘାଟନୀ ସଭାରେ ମୁଖ୍ୟଅତିଥି ଭାବରେ ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟର ଓଡ଼ିଆ ବିଭାଗ ଅଧ୍ୟାପିକା ବାସନ୍ତୀ ପ୍ରଧାନ ଯୋଗଦେଇ ଆତ୍ମ ସୁରକ୍ଷା ପ୍ରଶିକ୍ଷଣର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ ।ଅନ୍ୟତମ ଅତିଥି Continue Reading
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ,୩/୪:ବୌଦ୍ଧ ସହରର ସୌନ୍ଦର୍ଯ୍ୟ କରଣ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି । ସହରର ମହାନଦୀ ବ୍ରିଜ ଛକ ହେଉ ଅବା ମହାନଦୀରେ ସେତୁରେ ଆଲୋକିକରଣ, ହନୁମାନ ମନ୍ଦିର ଠାରେ ମିନି ପାର୍କ ନିର୍ମାଣ ଏବଂ ସହରର ରାସ୍ତା ଘାଟ ଆଦି ନିର୍ମାଣ ନେଇ ପ୍ରଶାସନ ପକ୍ଷରୁ କରାଯାଇଛି । ହେଲେ ଆହୁରି ଅନେକ ସୌନ୍ଦର୍ଯ୍ୟ କରଣର କାର୍ଯ୍ୟ କରିବା ପାଇଁ ପ୍ରଶାସନ ପକ୍ଷରୁ ଯୋଜନା ଚାଲୁ ରହିଛି । […]Continue Reading
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ,୩୦/୩: ବିରନରସିଂପୁର ବନ ବିଭାଗ ନର୍ସରୀ ଠାରେ ଗଡଜାତ ସାଂସ୍କୃତିକ ପରିଷଦ ପକ୍ଷରୁ ଏକ ସ୍ୱେଛାକୃତ ରକ୍ତଦାନ ଶିବିର ଆଜି ଅନୁଷ୍ଠିତ ହୋଇଯାଇଛି । ଶିବିରରେ ମୁଖ୍ୟ ଅତିଥିଭାବେ ଉପ ଜିଲ୍ଲାପାଳ ସନତ କୁମାର ନାଏକ ଉପସ୍ଥିତ ହୋଇ ଉଦଘାଟନ କରିବାସହ ରକ୍ତଦାନ କରିବା ଦ୍ୱାରା ମଣିଷ ଶରୀର ଓ ମାନସୀକ ସ୍ତରରେ ଆରୋଗ୍ୟ ରହିଥାଏ ।ଆଜିର ଯୁବଗୋଷ୍ଠି ସ୍ୱତପ୍ରବୃତଭାବେ ରକ୍ତଦାନ କରିବା ପାଇଁ ଆଗେଇ ଆସୁଥିବାରୁ ଏହାଦ୍ୱାରା ସମାଜରେ ଏକ Continue Reading
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ,୨୯/୩: କେନ୍ଦ୍ର ସରକାରଙ୍କ ବିଭିନ୍ନ ନିତିକୁ ବିରୋଧ କରି ୧୦ଟି ଟ୍ରେଡ ୟୁନିଆନ ପକ୍ଷରୁ ଦୁଇ ଦିନିଆ ଭାରତ ବନ୍ଦ ଡାକରା ଦିଆଯାଇଛି । ଏହି ବନ୍ଦର ପ୍ରଭାବ ବୌଦ୍ଧଜିଲ୍ଲାର ଦେଖିବାକୁ ମିଳିନଥିଲା । ସମସ୍ତ ଦୋକାନ ବଜାର ଖୋଲା ରହିବା ସହିତ ଗାଡି ମଟର ଚଳାଚଳ ଜାରି ରହିଥିଲା । କେବଳ କେତେକ ବ୍ୟାଙ୍କ ସହିତ ଡାକ କାର୍ଯ୍ୟାଳୟ ଗୁଡିକ ବନ୍ଦ ରହିଥିଲା ।ବ୍ୟାଙ୍କ ଓ ଡାକ କର୍ମଚାରୀମାନେ ଆନ୍ଦୋଳନରେ ସାମିଲଥିଲେ । […]Continue Reading
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ,୨୮/୩: ବୌଦ୍ଧ ଜିଲା ହରଭଙ୍ଗା ବ୍ଳକର ସରସରା ସ୍ଥିତ ବାବା ବୈଦ୍ୟନାଥ ଉଚ୍ଚ ବିଦ୍ୟାଳୟ ପରିସରରେ ଶିକ୍ଷକ ତାଲିମ ଶିବିର ରବିବାର ଦିନ ଉଦଯାପିତ ହୋଇଛି । ଗତ ୨୧ ତାରିଖ ଠାରୁ ଆୟୁଷ୍ମାନ ଭାରତ ଏବଂ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ମିଳିତ ସଂଯୋଜନାରେ ଆରମ୍ଭ ହୋଇଥିବା ଶିକ୍ଷକ ତାଲିମ ଶିବିରର ଉଦଯାପନି ଦିବସରେ ମୁଖ୍ୟଅତିଥି ଭାବେ ପୁରୁଣାଟକ ସ୍ୱାସ୍ଥ୍ୟ କେନ୍ଦ୍ର ଡା. ମମତା ଦାଶ, ସିଆରସିସି ଧରଣୀଧର ମେହେର ଓ ବିଦ୍ୟାଳୟର Continue Reading
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ,୨୩/୩ : ଜାତିର ଜନକ ମାହାତ୍ମା ଗାନ୍ଧୀଙ୍କ ପ୍ରଥମ ଓଡ଼ିଶା ଆଗମନର ସ୍ମୃତି ଦିବସ ଅବସରରେ ଅନ୍ୟ ତା.୨୩.୩.୨୦୨୨ରିଖ (ବୁଧବାର) ସକାଳ ୯ ଘଟିକା ସମୟରେ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସଂସ୍କୃତି ବିଭାଗ ପକ୍ଷରୁ ଗାନ୍ଧୀ ଛକ ସ୍ଥିତ ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ସାମୂହିକ ମାଲ୍ୟାର୍ପଣ ଏବଂ ସ୍ମୃତି ଚାରଣ ଅନୁଷ୍ଠିତ ହୋଇଯାଇଛି ।ଏହି ଦିବସର ମୁଖ୍ୟ ଅତିଥି ଭାବେ ଅତିରିକ୍ତ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ Continue Reading

କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ,୨୨/୩: ୧୭ ଗୋଟି ୱାର୍ଡକୁ ନେଇ ଗଠିତ ବୌଦ୍ଧଗଡ ଏନଏସି ଚଳିତ ନିର୍ବାଚନରେ ତ୍ରିମୁଖି ପ୍ରତିଦ୍ୱନ୍ଦିତା ହେଉଥିବାର ବର୍ତ୍ତମାନ ପ୍ରଚାରରୁ ଜଣାପଡିଛି । ବିଜେଡି, ବିଜେପି ଓ କଂଗ୍ରେସ ଏହି ତିନିଦଳ ମୁଖ୍ୟତଃ ପ୍ରଚାର ଜୋରସୋରରେ ଆରମ୍ଭ କରିଦେଇଛନ୍ତି ।ଗତ ତିନିଥର ଧରି ବିଜେଡି ବୌଦ୍ଧଗଡ ଏନଏସିରେ ଶାସନ କରି ଆସିଥିବାବେଳେ ବର୍ତ୍ତମାନ ପୁଣି ଏହି ଗଡକୁ ଅକ୍ତିଆର କରିବା ପାଇଁ ରଣ କୌଶଳ ଆରମ୍ଭ କରିଦେଇଛି । ଜିଲ୍ଳାର ଏକମାତ୍ର Continue Reading
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ; ୧୬/୩: ଜିଲ୍ଲାର ହରଭଙ୍ଗା ବ୍ଲକ ଅନ୍ତର୍ଗତ ବିରାମଚନ୍ଦ୍ରପୁର ଗ୍ରାମର ପୋଖରୀ ଉପରେ ରେଳରାସ୍ତା ନିର୍ମାଣକୁ ବିରୋଧକରି ଗ୍ରାମବାସୀ ଜିଲ୍ଲାପାଳଙ୍କ ନିକଟରେ ଫେରାଦ ହେବାପରେ ଗୁରୁବାର ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ଓ ରେଳ ବିଭାଜର ଡେପୁଟି ଚିପ୍ ଇଞ୍ଜିନିୟର ଆର. କେ. ମହାନ୍ତ,ି ପୁର୍ବତନ ହରଭଙ୍ଗା ବ୍ଲକ ଅଧ୍ୟକ୍ଷ ତଥା ବର୍ତ୍ତମାନ ଜିଲ୍ଲା ପରିଷଦ ସଦସ୍ୟ ବିଶ୍ୱଜିତ ମିଶ୍ର ପ୍ରମୁଖ ନିର୍ମାଣ ସ୍ଥାନ ପରିଦର୍ଶନ କରି Continue Reading
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ; ୧୬/୩: ଜିଲ୍ଲାର ହରଭଙ୍ଗା ବ୍ଲକ ଅନ୍ତର୍ଗତ ବିରାମଚନ୍ଦ୍ରପୁର ଗ୍ରାମର ପୋଖରୀ ଉପରେ ରେଳରାସ୍ତା ନିର୍ମାଣକୁ ବିରୋଧକରି ଗ୍ରାମବାସୀ ଆଜି ଜିଲ୍ଲାପାଳଙ୍କ ନିକଟରେ ଫେରାଦ ହୋଇଥିବା ଜଣାପଡିଛି ।ଗ୍ରାମବାସୀଙ୍କ ଅଭିଯୋଗଯେ, ବିରାମଚନ୍ଦ୍ରପୁର ବୌଦ୍ଧ ଜିଲ୍ଲାର ସର୍ବପୁରାତନ ଗ୍ରାମ ଅଟେ । ଏହି ଗ୍ରାମର ପରିସିମା ପଡୋସୀ କନ୍ଧମାଳ ଜିଲ୍ଲାରୁ ଅନୁଗୁଳ ଜିଲ୍ଲା ପର୍ଯ୍ୟନ୍ତ ସଂଲଗ୍ନ ରହିଛି ।ରାଜୁଡା ସମୟରେ ଆମ୍ଭ ଗ୍ରାମବସତି Continue Reading
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ,୧୦/୩: ବୌଦ୍ଧ ଜିଲ୍ଲାରେ ପଞ୍ଚାୟତ ନିର୍ବାଚନରେ ବିିଭିନ୍ନ ସ୍ଥାନରେ ବ୍ୟାପକ ଭାବରେ ହିଂସା ଦେଖା ଯିବା ସହିତ ଗୋଟିଏ ବୁଥରେ ସାନି ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ତେଣୁ ଜିଲ୍ଲାର ଗୋଟିଏମାତ୍ର ଏନଏସିରେ ହେବାକୁ ଥିବା ପୌର ନିର୍ବାଚନରେ ନିର୍ବାଚନ ଆଚରଣ ବିଧି କଡାକଡି ପାଳନ କରାଯିବାକୁ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧିଙ୍କ ସହ ଏକ ବୈଠକରେ ପର୍ଯ୍ୟବେକ୍ଷକ ଲକ୍ଷ୍ମଣ ମଲ୍ଲିକ ନିବେଦନ କରିଛନ୍ତି ।ଜିଲ୍ଲାପାଳ ତଥା Continue Reading