Home Posts tagged boudh district (Page 36)
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ,୨୨/୪: ଜିଲ୍ଲାର ପୁରୁଣା କଟକ ଥାନା ଅନ୍ତର୍ଗତ ଘୋଡାଡିଆଁ ଛକ ନିକଟରେ ଶୁକ୍ରବାର ଦିନ ପୁରୁଣା କଟକ ପୋଲିସ ଏକ କାର ସହ ଗଞ୍ଜେଇ ଜବତ କରିବାସହ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି । ପୋଲିସ ସୁତ୍ରରୁ ପ୍ରକାଶଯେ, ଶୁକ୍ରବାର ଦିନ ପୋଲିସ ପେଟ୍ରୋଲିଙ୍ଗ କରୁଥିବାବେଳେ ଓଡି-୨୫-୩୬୬୩ ନମ୍ବର ବିଶିଷ୍ଟ କାର ଯାଞ୍ଚ କରିବାରୁ କାର ଭିତରୁ ୪୦କେଜି ଗଞ୍ଜେଇ ମିଳିଥିଲା ।ଉକ୍ତ କାରଟି ଫୁଲବାଣି ପଟୁ ବୌଦ୍ଧ ଆଡକୁ Continue Reading
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ,୨୧/୪: ବୌଦ୍ଧଗଡ ଏନଏସି ପାଇଁ ନବଗଠିତ ପରିଷଦର ପ୍ରଥମ ବୈଠକ ନବନିର୍ବାଚିତ ଅଧ୍ୟକ୍ଷ ମୃତ୍ୟୁଜଂୟ ମିଶ୍ରଙ୍କ ଅଧ୍ୟକ୍ଷତାରେ ପରିଷଦର ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ହୋଇଛି । ପ୍ରଥମେ ନିର୍ବାହୀ ଅଧିକାରୀ ଇଂ.ମନୋରଞ୍ଜନ ପଣ୍ଡା ସ୍ୱାଗତ ଭାଷଣ ପ୍ରଦାନ କରିବା ସହିତ ନବନିର୍ବାଚିତ ଅଧ୍ୟକ୍ଷ ଓ ସଭ୍ୟ ସଭ୍ୟାମାନଙ୍କୁ ପ୍ରଥମ ପରିଷଦ ବୈଠକକୁ ସ୍ୱାଗତ କରିଥିଲେ ।ପରିଷଦର ପ୍ରଥମ ବୈଠକରେ ସହରର ଅନେକ ସମସ୍ୟା ନେଇ ଆଲୋଚନା Continue Reading
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ,୧୯/୪: ବୌଦ୍ଧର ଗଣପର୍ବ ପ୍ରସିଦ୍ଧ ରାମଲୀଳା ଯାତ୍ରାର ଅଷ୍ଟମ ଦିବସରେ ମଞ୍ଚସ୍ଥ ହୋଇଛି ନାଟକ ସେତୁବନ୍ଧ ପ୍ରତିଷ୍ଠା । ମାତା ସୀତାଙ୍କ ସନ୍ଧାନରେ ସାତ ସମୁଦ୍ର ପାରି ହୋଇ ହନୁମାନ ଲଙ୍କାଗଡରେ ପହଞ୍ଚିବାପରେ ସେଠାରେ ଅଶୋକ ବାଟିକାରେ ସୀତାମାତାଙ୍କ ଦର୍ଶନ କରିଥିଲେ ।ସୀତାଙ୍କ ଠାରୁ ସନ୍ତକ ଗ୍ରହଣ କରିବାପରେ ଲଙ୍କା ଦହନ କରି ପୁଣିଥରେ ସାତ ସମୁଦ୍ର ପାରିହୋଇ ଶ୍ରୀରାମଙ୍କ ନିକଟରେ ସୀତାଙ୍କ ସନ୍ଦେଶ ପହଞ୍ଚାଇଥିଲେ । Continue Reading
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ,୧୮/୪: ବୌଦ୍ଧ ଅଗ୍ନିଶମ ବିଭାଗ ପକ୍ଷରୁ ରବିବାର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଏକ ମକଡ୍ରିଲ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମକଡ୍ରିଲ ମାଧ୍ୟମରେ ଅଗ୍ନିକାଣ୍ଡ ଘଟିଲେ କିମ୍ବା ଅନ୍ୟ କୌଣସି ଦୁର୍ଘଟଣା ଘଟିଲେ କିପରି ନିଜେ ସୁରକ୍ଷିତ ରହିବା ସହିତ ଅନ୍ୟକୁ ସୁରକ୍ଷିତ ଭାବରେ ଉଦ୍ଧାର କରାଯିବ ତାହାଉପରେ ସଚେତନ କରାଯାଇଥିଲା ।କାର୍ଯ୍ୟକ୍ରମରେ ଡା, ବିଜୟ ଦାଶ, ହସପିଟାଲ ମ୍ୟାନେଜର ଶଚ୍ଚିଦାନନ୍ଦ Continue Reading
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ, ୧୫/୪: ଡଃ ବି.ଆର. ଆମ୍ବେଦକରଙ୍କ ଜନ୍ମ ଜୟନ୍ତୀ ଅବସରରେ ବୌଦ୍ଧ ଜିଲ୍ଲା ପ୍ରଶାସନ ତରଫରୁ ସକାଳ ୭ ଘଟିକା ସମୟରେ ଏଲ.ଆଇ.ସି. କଲୋନୀ ସ୍ଥିତ ଗାଈଗୋଠ ପଡିଆଠାରେ କାର୍ଯ୍ୟ ନିର୍ବାହୀ ଅଧିକାରୀ, ବିଜ୍ଞାପିତ ଅଞ୍ଚଳ ପରିଷଦ, ଇଂ. ମନୋରଞ୍ଜନ ପଣ୍ଡାଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଏବଂ ସାନିଟେସନ ଏକ୍ସପର୍ଟ, ସୁନୀଲ କୁମାର ପ୍ରଧାନଙ୍କ ସହଯୋଗରେ ସ୍ଵଚ୍ଛ ଭାରତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଏଥିରେ ସମସ୍ତ ସ୍ଵଚ୍ଛ Continue Reading
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ,୧୪/୪: ବୌଦ୍ଧ ଏକ କୃଷି ପ୍ରଧାନ ଜିଲ୍ଲା ହୋଇଥିବା ବେଳେ ଜିଲ୍ଲାର ଚାଷୀ ଧାନ ଚାଷ ସହିତ ଚାଷୀ ବିଭିନ୍ନ ଫଳ ପନିପରିବା, ଡାଲିଜାତୀୟ ଚାଷ କରିଥାନ୍ତି । ସେଥିମଧ୍ୟରୁ ତରଭୂଜ ଚାଷ ଅନ୍ୟତମ । ଜିଲ୍ଲାରେ ଚଳିତ ବର୍ଷ ଚାରିଶହ ଏକରରୁ ଉର୍ଦ୍ଧ୍ୱ ଜାଗାରେ ତରଭୂଜ ଚାଷ କରାଯାଉଥିବାର ଜଣାପଡିଛି । ହେଲେ ତରଭୁଜ ଚାଷୀ ପ୍ରକୃତ ଲାଭ ପାଇ ପାରୁନଥିବା ବେଳେ ବେପାରୀମାନେ ଚାଷୀଙ୍କ ଠାରୁ କମ ଦରରେ କିଣି ଅଧିକ […]Continue Reading
Odisha News
ବୌଦ୍ଧ ୧୪/୪: କାଳିଆ ଦର୍ଶନ ହେଲା ଶେଷ ଦର୍ଶନ । ଛତିଶଗଡ ରାଇପୁରରୁ ପୁରୀ ଯାଉଥିବା ବେଳେ ମର୍ମନ୍ତୁଦ ଦୁର୍ଘଟଣା । ବୌଦ୍ଧ ଥାନା ହରେକୃଷ୍ଣପୁର ୫୭ ନମ୍ବର ଜାତୀୟ ରାଜପଥ ରେ ଭାରସାମ୍ୟ ହରାଇ ଡିଭାଇଡ଼ର ପିଟିହେଲା କାର ।ଘଟଣାସ୍ଥଳରେ ସ୍ଵାମୀଙ୍କର ମୃତ୍ୟୁ ହୋଇଥିବା ବେଳେ ସ୍ତ୍ରୀ ଓ ଦୁଇ ଝିଅ ଗୁରୁତର ହୋଇଛନ୍ତି । ସେମାନଙ୍କୁ ଗୁରୁତର ଅବସ୍ଥାରେ ପୁରୁଣାକଟକ ଡାକ୍ତର ଖାନାରେ ଭର୍ତ୍ତି । ମୃତକ ହେଲେ ରାୟପୁର ର ଦୀପକ ଭାଡେର […]Continue Reading
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ,୧୩/୪: ବୌଦ୍ଧ ବ୍ଲକ ଶଗଡା ପଞ୍ଚାୟତ ଅନ୍ତର୍ଗତ ଉପାନ୍ତ ଅଞ୍ଚଳରେ ଥିବା ଚାଞ୍ଚେର ଗ୍ରାମରେ ମୋବାଇଲ ନେଟୱାର୍କ ନଥିବାରୁ ଯୋଗାଯୋଗ ବିଚ୍ଛିନ୍ନ ହୋଇପଡିଥିବା ବେଳେ,ଗତ ପଞ୍ଚାୟତ ନିର୍ବାଚନ ସମୟରେ ଜିଲ୍ଲା ପରିଷଦ ପ୍ରାର୍ଥୀ ହୋଇଥିବା ଇଂ ରାକେଶ ତ୍ରିପାଠୀ ଲୋକଙ୍କ ପାଖରେ ପହଞ୍ଚି ଅସୁବିଧା କଥା ବୁଝିଥିଲେ ରାସ୍ତାଘାଟ ଅସୁବିଧା ସହିତ ମୋବାଇଲ ନେଟୱର୍କ ନଥିବାରୁ ଅଞ୍ଚଳବାସୀ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବାର ଲୋକେ Continue Reading
Odisha News
ବୌଦ୍ଧ,୧୦/୪ : ବାଲେଶ୍ୱର ଜିଲ୍ଲା ନୀଳଗିରି ସାମ୍ୱାଦିକ ଲୋକନାଥ ଦଳେଇଙ୍କ ଗୋଡରେ ଅମାନୁଷିକ ଭାବରେ ପୋଲିସ ବେଡି ପକାଇବା ଘଟଣାକୁ ସାମ୍ବାଦିକ ମହଲରେ ଅସନ୍ତୋଷ ବଢିବାରେ ଲାଗିଛି । ବୌଦ୍ଧକୁ ମଧ୍ୟ ବ୍ୟାପିଛି ବାଲେଶ୍ୱର ତାତି ।ଏହି ଘଟଣାକୁ ଜୋରଦାର ପ୍ରତିବାଦ କରିଛି ବୌଦ୍ଧ ଜିଲ୍ଲା ପ୍ରେସ କ୍ଳବ୍ । ଆଜି ସ୍ଥାନୀୟ ସାମ୍ୱାଦିକ ଫୋରମ୍ ଠାରେ ଏ ନେଇ ଏକ ଜରୁରୀ ବୈଠକ ଡକାଯାଇଥିଲା ।ଜିଲ୍ଲା ପ୍ରେସ କ୍ଳବ୍ ସଭାପତି ବରଜ କୁମାର ବେହେରାଙ୍କ ଅଧ୍ୟକ୍ଷତାରେ […]Continue Reading
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ, ୭/୪ : ବୌଦ୍ଧ ଟାଉନ ହଲ ଠାରେ ନିଯୁକ୍ତି ମେଳା ୨୦୨୧-୨୨ ଆୟୋଜିତ ହୋଇଯାଇଛି । ମୁଖ୍ୟଅତିଥି ଭାବରେ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ଯୋଗଦେଇ ଆନୁଷ୍ଠାନିକ ଭାବରେ ଏହି ମେଳାକୁ ଉଦଘାଟନ କରିଥିଲେ । ମୁଖ୍ୟଅତିଥି ଶ୍ରୀମିଶ୍ର ନିଯୁକ୍ତି ମେଳା କାର୍ଯ୍ୟକ୍ରମରେ ବେକାର ଯୁବତୀ ଯୁବକ ମାନଙ୍କୁ ସାମିଲ ହେବାକୁ ଆହ୍ୱାନ ଜଣାଇବା ସହ କୌଣସି କାମ ଛୋଟ ନୁହେଁ ତେଣୁ ଆଗ୍ରହ ସହକାରେ କାମ କଲେ ନିଶ୍ଚିତ ଭାବରେ ସଫଳତା ପାଇବା […]Continue Reading