କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ,୨୬/୬: ବୌଦ୍ଧଗଡ ବିଜ୍ଞାପିତ ଅଂଚଳ ପରିଷଦ ପକ୍ଷରୁ ସ୍ଥାନିୟ ଟାଉନହଲ ଠାରେ ଡେଙ୍ଗୁ ସଚେତନତା ଓ ଭୁତାଣୁ ବାହିତ ନିରାକରଣ ଉପରେ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମରେ ପରିଷଦର ନିର୍ବାହୀ ଅଧିକାରୀ ଇଂ ମନୋରଂଜନ ପଣ୍ଡା ସଭାପତିତ୍ୱ କରିଥିଲେ ।ଏହି କାର୍ଯ୍ୟକ୍ରମରେ ଡାକ୍ତର ଏମଏମ ପ୍ରଧାନ,ଡାକ୍ତର କେସି ପଟ୍ଟନାୟକ, ବିକେ ହେମ୍ବ୍ରମ, ସ୍ୱାତୀ କୁମାରୀ, ଆଲୋକ ମିଶ୍ର ଙ୍କ ସମେତ ସ୍ୱାସ୍ଥ୍ୟ ବିଭାଗର Continue Reading
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ,୨୫/୬: ଶୁକ୍ରବାର ବୌଦ୍ଧ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ରୁ ଜିଲ୍ଲାପାଳ ଶ୍ରୀଯୁକ୍ତ ଲଲାଟେନ୍ଦୁ ମିଶ୍ର ଙ୍କ ଦ୍ୱାରା ସବୁଜ ପତାକା ଦେଖାଇ ବାଲ୍ୟ ବିବାହ ନିରାକରଣ ସଚେତନତା ରଥ ର ଶୁଭାରମ୍ଭ କରାଯାଇଛି ।ଏହି ରଥ ବୌଦ୍ଧ ଜିଲ୍ଲାରେ ବାଲ୍ୟ ବିବାହ ପ୍ରବଣ ଅଞ୍ଚଳ ଗୁଡିକରେ ସଚେତନତା ବାର୍ତ୍ତା ଆଠ ଦିନ ଧରି ପ୍ରଚାର ପ୍ରସାର କରିବ ।ବିଭିନ୍ନ ସମସ୍ୟା ଯେପରିକି ବାଲ୍ୟ ବିବାହ, ଶିଶୁ ଶ୍ରମିକ, ମହିଳା ମାନଙ୍କ ଉପରେ ହେଉଥିବା Continue Reading
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ,୨୪/୬: ଜାତିଆଣ ଯୋଗୁଁ ଏକ ପକ୍ଷଘାତ ରୋଗୀ ଚିକିତ୍ସା ସେବା ନପାଇ ଅସହାୟ ଅବସ୍ଥାରେ ପଡି ରହିଥିବା ଦେଖିବାକୁ ମିଳିଛି । ଏଭଳି ଘଟଣା ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଅନ୍ତର୍ଗତ ବାମଣ୍ଡା ପଞ୍ଚାୟତର ଖଣ୍ଡବର ଗ୍ରାମର । ସୂଚନା ମୁତାବକ ଖଣ୍ଡବର ଗ୍ରାମର ଉପାସୀ ପ୍ରଧାନଙ୍କ ସ୍ୱାମୀ ସୁଶୀଳ ପ୍ରଧାନଙ୍କ ଏକବର୍ଷ ପୂର୍ବରୁ ମୃତ୍ୟୁ ହୋଇଯାଇଥିଲା ।ଉପାସୀ ଜଣେ ପକ୍ଷଘାତ ରୋଗୀ । ଗୋଟିଏ ହାତ ଓ ଗୋଟିଏ ଗୋଡ ପକ୍ଷଘାତ ଯୋଗୁଁ […]Continue Reading
କମ୍ଭୁୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ,୨୨/୬ : ଜିଲ୍ଲାର କଣ୍ଟାମାଳ ବ୍ଲକ ଗୁଡଭେଲିପଦର ପଂଚାୟତର ପୁରୁଣାପାଣି-ଖଇରମାଳ ରାସ୍ତା ନିର୍ମାଣ ଦାବିରେ ଗ୍ରାମବାସୀଙ୍କ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି । ଖୋଲା ଆକାଶତଳେ ଟାଣା ଖରାରେ ଦୀର୍ଘ ସମୟ ଧରି ଧାରଣାରେ ବସି ରହିବା ଯୋଗୁଁ ଦୁଇ ଜଣ ମହିଳା ଧାରଣା ସ୍ଥଳରେ ଅସୁସ୍ଥ ହୋଇ ପଡିଥିଲେ ।ସେମାନଙ୍କୁ ଆମ୍ବୁଲାନ୍ସ ଯୋଗେ ନିଆଯାଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । Continue Reading
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ, ୨୧/୬: ସୋମବାର ଦିନ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ଓ ଆରକ୍ଷୀ ଅଧିକ୍ଷକ ଜ୍ଞାନ ରଞ୍ଜନ ମହାନ୍ତିଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି ।ଏହି ଶିବିରରେ ସମୁଦାୟ ୪୬ ଗୋଟି ଆପତ୍ତି ଅଭିଯୋଗ ଆସିଥିବାବେଳେ ସେଥିମଧ୍ୟରୁ ୪୧ ଗୋଟି ବ୍ୟକ୍ତିଗତ ମାମଲା ହୋଇଥିବାବେଳେ ୫ ଗୋଟି ବିଭିନ୍ନ ଗ୍ରାମର ସାମୁହିକ ମାମଲା ଆସିଥିଲା । ଅଭିଯୋଗ ଗୁଡିକ ମଧ୍ୟରୁ ୨୩ ଗୋଟି ଅଭିଯୋଗକୁ ତଥ୍ କାଳ ଫଇସଲା କରାଯାଇଥିବା ବେଳେ ୪ Continue Reading
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ,୧୧/୬: ବୌଦ୍ଧ ଜିଲ୍ଲାରେ ସେବା ସମବାୟ ସମିତି ଗୁଡିକ ନିର୍ବାଚନ ନେଇ ରାଜନୀତି ସରଗରମ ହୋଇପଡିଛି । ବୌଦ୍ଧ ଜିଲ୍ଲାରେ ଦୁଇଟି ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହେଉଥିବା ବେଳେ ଏବେ କିନ୍ତୁ ସମିତି ଗୁଡିକର ସଭ୍ୟ ପଦ ପାଇ ଛକା ପଞ୍ଚା ଆରମ୍ଭ ହୋଇଛି ।ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପରେ ବର୍ତ୍ତମାନ ଗାଁ ଗୁଡିକରେ ସମିତି ଗୁଡିକର ନିର୍ବାଚନପାଇଁ ରାଜନୀତି ଉଷ୍ମ ହୋଇପଡିଛି । ଜିଲ୍ଲାରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ୧୦ Continue Reading
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ,୯/୬: ବୌଦ୍ଧ ସହର ସ୍ଥିତ ବୁଟୁପାଲି ସୁଧାର ଗୃହ ପରିଦର୍ଶନ କରିଛନ୍ତି ବୌଦ୍ଧ ଅତିରିକ୍ତ ଜିଲ୍ଲାପାଳ ବବିତରାଣୀ ଦଲବେହେରା ,ସେଠାରେ ଥିବା ଅନ୍ତେବାସୀଙ୍କ ସହିତ ବିଭିନ୍ନ ସୁବିଧା ଅସୁବିଧା ସମ୍ପର୍କରେ ପଚାରି ବୁଝିଥିଲେ ।ଅନ୍ତେବାସୀଙ୍କୁ ସ୍ୱଭାଲମ୍ବୀ କରିବା ପାଇଁ ବୃତ୍ତିଗତ ତାଲିମ ନିମନ୍ତେ ଅନ୍ତେବାସୀଙ୍କ ସହ ଆଲୋଚନା କରିଥିଲେ ।ଅନ୍ୟମାନଙ୍କ ମଧ୍ୟରେ ହରଭଙ୍ଗା ସିଡିପିଓ ନିରୂପମା ପାଣି, ଜିଲ୍ଲା ସମାଜ ମଙ୍ଗଳ Continue Reading
ବୌଦ୍ଧ, ୨/୬: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ମଣିପୁର ଆଦର୍ଶ ବିଦ୍ୟାଳୟର ହଷ୍ଟେଲରେ ମଧ୍ୟାହ୍ଣ ଭୋଜନ ଖାଇ ୨୫ ଜଣ ଛାତ୍ରୀ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୦ ଜଣଙ୍କୁ ଗୁରୁତର ଅବସ୍ଥାରେ ପୁରୁଣାକଟକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି।ପ୍ରଥମେ ଅସୁସ୍ଥ ହୋଇଥିବା ସମସ୍ତ ୨୫ ଛାତ୍ରୀଙ୍କୁ ହଷ୍ଟେଲରେ ଔଷଧ ଦିଆଯାଇଥିଲା। ଔଷଧ ଖାଇବା ପରେ ସେମାନଙ୍କ ମଧ୍ୟରୁ ୧୫ ଜଣଙ୍କ ଅବସ୍ଥାରେ ସୁଧାର ଆସିଥିଲା। ଅନ୍ୟପକ୍ଷରେ ବାକି Continue Reading
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ ,୧/୬: ଗୁରୁବାର ବୌଦ୍ଧ ଜିଲ୍ଲାର ୨୪ ଟି ୫ଟି ହାଇସ୍କୁଲର ରୂପାନ୍ତରିତ କାର୍ଯ୍ୟକ୍ରମର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଦ୍ଵାରା ଆଭାସୀ ମାଧ୍ୟମରେ ଲୋକାର୍ପଣ ହୋଇ ଯାଇଛି।ଏହି ଉପଲକ୍ଷେ ଜହ୍ନ।ପଙ୍କ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଆୟୋଜିତ ଭବ୍ୟ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର, ବୌଦ୍ଧ ବିଧାୟକ ଶ୍ରୀଯୁକ୍ତ ପ୍ରଦୀପ କୁମାର ଅମାତ, କଣ୍ଟାମାଲ ବିଧାୟକ ମହୀଧର ରଣା, ଜିଲ୍ଲା ପରିଷଦ Continue Reading
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ,୩୧/୫ : ପ୍ରଧାନମନ୍ତ୍ରୀ ଓଡ଼ିଶାର ତିନୋଟି ଜିଲ୍ଲା ବୌଦ୍ଧ,ଯାଜପୁର ଓ କୋରାପୁଟ ର ବିଭିନ୍ନ ହିତାଧିକାରୀ କେନ୍ଦ୍ରୀୟ ଅନୁଦାନ ପ୍ରାପ୍ତ ଯୋଜନା,ପ୍ରଧାନମନ୍ତ୍ରୀ ଆବାସ ଯୋଜନା(ଗ୍ରାମୀଣ ଓ ସହର),ପୋଷଣ ଅଭିଯାନ,ଉଜ୍ଜଳା ଯୋଜନା,ସ୍ୱଛ ଭାରତ,ଜଳ ଜବୀନ ମିଶନ,ପ୍ରଧାନମନ୍ତ୍ରୀ ନିଧି ଯୋଜନା,ଆୟୁଷ୍ମାନ ଭାରତ, ସ୍ୱାସ୍ଥ୍ୟମେଳା,ମୁଦ୍ରା ଯୋଜନା,ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଏବଂ ଅନ୍ୟାନ୍ୟ ଯୋଜନାର ହିତାଧିକାରୀଙ୍କ ସହିତ Continue Reading