Home Posts tagged boudh district (Page 31)
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ,୨୭/୮: ଆଜି ହେଉଛି ସପ୍ତପୁରୀ ଅମାବାସ୍ୟା । ଏହି ତିଥିକୁ ପଶ୍ଚିମ ଓଡିଶାରେ ପୁରା ଉଆଁଶ ବୋଲି କହିଥାନ୍ତି । ଏହି ଅମାବାସ୍ୟାରେ ବୌଦ୍ଧ ଜିଲ୍ଲାରେ ପୁର ପଲ୍ଲିରେ କାଚିକୁଢି ଖେଳ ବା ଘୁଡାଖେଳ ଶିଶୁ ମାନେ ଖେଳିଥାନ୍ତି । ଏହା ପଶ୍ଚିମ ଓଡିଶାରେ ଏକ ଶିଶୁ ଭିତିକ ପାରମ୍ପାରିକ ଖେଳ କହିଲେ ମଧ୍ୟ ଭୁଲ ହେବନାହିଁ ।ବାଳିକାମାନେ କାଚିକୁଢି ଖେଳୁଥିବାବେଳେ ବାଳକ ମାନେ ଘୁଡା, ହାତୀ, ବାନରର ମାଟି ଓ କାଠ ପ୍ରତିକୃତିରେ […]Continue Reading
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ ,୨୪/୮ :ବନ୍ୟା ପ୍ରଭାବିତ ଅଂଚଳରେ ଗୋପାଳକ ମାନଙ୍କୁ ପ୍ରାଣୀ ସମ୍ପଦ ବିଭାଗ ତରଫରୁ ସରସରା ପଂଚାୟତ ର ବନ୍ୟା ପ୍ରଭାବିତ ଅଂଚଳରେ ୧୦୫୦ କେଜି ଗୋଖାଦ୍ୟ ବଣ୍ଟନ କରାଯାଇଛି ।କଲେଶ୍ୱର ଠାରେ ୩୧ ଜଣ, ମାଉଳସିଙ୍ଗା ୧୨, ସନବାଗବାର ୧୫, ବଡ଼ବଙ୍କାପଡା ୧୫, ସାନବଙ୍କାପଡା ୨୪ ଓ ବଘାରପାଲି ଠାରେ ୩୨ ଜଣ ଗୋପାଳକଙ୍କୁ ଗୋଖାଦ୍ୟ ବଣ୍ଟନ କରାଯାଇଛି ।ଗୋଖାଦ୍ୟ ବଣ୍ଟନ କାର୍ଯ୍ୟକ୍ରମ ରେ ପ୍ରାଣୀଧନ ନିରୀକ୍ଷକ ବଢିଙ୍ଗା ଗୌରାଙ୍ଗ ସାହୁ, Continue Reading
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ,୨୧/୮:ପଶ୍ଚିମ ଓଡିଶାର ଗଣପର୍ବ ନୂଆଖାଇ ପାଇଁ ପରମ୍ପରା ଅନୁସାରେ ବୌଦ୍ଧର ଅଧିଷ୍ଠାତ୍ରୀ ଦେବୀ ମା’ ଭୈରବୀଙ୍କ ନବାନ୍ନ ଲଗ୍ନ ଧାର୍ଯ୍ୟ କରାଯାଇଛି । ସେପ୍ଟେମ୍ବର ମାସ ୧ ତାରିଖ ଗୁରୁବାର ଦିନ ଭାଦ୍ରବ ଶୁକ୍ଳ ପକ୍ଷ ପଂଚମୀ ସକାଳ ୧୦ ଟା ୫୪ ମିନିଟ ରୁ ୧୧ଟା ୧୦ ମିନିଟ ମଧ୍ୟେ ଅଧିଷ୍ଠାତ୍ରୀ ଦେବୀ ମା ଭୈରବୀଙ୍କ ଠାରେ ନବାନ୍ନ ଭୋଗ ଲାଗିବ ।ପଣ୍ଡିତ ମାନଙ୍କ ମଧ୍ୟରେ ଆଲୋଚନା କରାଯାଇ ଲଗ୍ନ ଧାର୍ଯ୍ୟ ସଂପର୍କିତ […]Continue Reading
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ, ୨୧/୮: ମହାନଦୀ ବନ୍ୟାରେ ହରଭଂଗା ଜଗନ୍ନାଥ ସଡକ ଉପରେ ହରଭଂଗା ଅତଳସରା ରାସ୍ତାରେକୁଶାସିଙ୍ଗ ବିଜୁସେତୁ ଅପ୍ରଚ ରାସ୍ତା ବନ୍ୟାରେ ଧୋଇହେଇଯାଇଛି। ଏହି ସେତୁ ଉପରେନିଭର କରିଥିବା ହରଭଂଗା କୁଶଙ୍ଗ ତଲଗା ମହାଳିକପଡା ଆଦି ୪ରିଗୋଟି ପଞ୍ଚାୟତବାସୀ ଏହାରି ଉପରେ ନିର୍ଭରଶୀଳ ।ରାସ୍ତା ଧୋଇହେଇଯାଇଥିବାରୁ ଗମନାଗମନ ବାଧାପ୍ରାପ୍ତ ହେଇଛି। ସେହିପରି ବନ୍ୟା ଓ ଲଗାଣ ବର୍ଷାରେ ୨୦୦ରୁ ଉର୍ଦ୍ଧ ଭାଙ୍ଗିଯାଇଥିବା କଚା ଘରେ ରହୁଥିବା Continue Reading
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ,୨୦/୮: ଶୁକ୍ରବାର ବୌଦ୍ଧ ଜିଲ୍ଲାପାଳ ଶ୍ରୀ ସତ୍ୟରଞ୍ଜନ ସାହୁ ଙ୍କ ଅଧ୍ୟକ୍ଷତାରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତି କରଣ ବିଭାଗର ମାସିକ ସମୀକ୍ଷା ବୈଠକ conferenence Hall,collectorate, Boudh ଠାରେ ଅନୁଷ୍ଠିତ ହୋଇଯାଇଛି ।ଅନ୍ୟମାନଙ୍କ ମଧ୍ୟରେ ଉପ ଜିଲ୍ଲାପାଳ ସନତ ନାୟକ,ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସୁଧାଂଶୁ ଶେଖର ପୂଜାହାରି, ଉପ ସାମାଜିକ ସୁରକ୍ଷା ଅଧିକାରୀ ବିରେନ୍ଦ୍ର କହଁର,ଓ ସାମାଜିକ Continue Reading
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ, ୨୦/. ବୌଦ୍ଧ ଜିଲ୍ଲାପାଳ ସତ୍ୟ ରଞ୍ଜନ ସାହୁଙ୍କ ସହିତ ନଗରପାଳ ମୃତ୍ୟୁଞ୍ଜୟ ମିଶ୍ର ଶୁକ୍ରବାର ସୌଜନ୍ୟ ମୂଳକ ସାକ୍ଷାତ କରି ବୌଦ୍ଧ ସହର ବିକାଶ ଉପରେ ଆଲୋଚନା କରିଛନ୍ତି ।ସହର ଉନ୍ନତି କରଣ,ପାର୍କିଂ ସୁବିଧା, କାନ୍ଥ ପେଣ୍ଟି ,ବସସ୍ତାଣ୍ଡ ର ସ୍ଥାନାନ୍ତରୀକରଣ ,ମର୍ଯାକୁଦରେ ଆଲୋକି କାରଣ, ପର୍ଯ୍ୟଟନର ଉନ୍ନତି କରଣ, ସହର ସୌନ୍ଦର୍ଯ୍ୟ କରନ ,ମିନିଯିମ ୱାର୍କସ କ୍ଳବ ଉପରେ ଆଲୋଚନା କରିଥିଲେ ।କାଉନସିଲ ବୈଠକ ପରେ ସହରର Continue Reading
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ,୧୭/୮ : ବୌଦ୍ଧ ଜିଲାପାଳ ସତ୍ୟ ରଞ୍ଜନ ସାହୁ କାର୍ଯ୍ୟରେ ଯୋଗଦେବା ପରେ ଜିଲାରେ ଚାଲିଥିବା ବନ୍ୟା ପରିସ୍ଥିତି ସମୟରେ ଘନ ଘନ ବନ୍ୟା କ୍ଷତିଗ୍ରସ୍ତ ଅଞ୍ଚଳ ଗସ୍ତ କରି ଲୋକଙ୍କ ସମସ୍ୟା ବୁଝିବା ସହିତ ତାହାର ସମାଧାନ ପାଇଁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ।ଜିଲାରେ ଶିକ୍ଷାର ଗୁଣାତ୍ମକ ମାନ ପରୀକ୍ଷା କରିବା ପାଇଁ ଜିଲାପାଳ ଶ୍ରୀସାହୁ ଅଚାନକ ସହରର ଦୁଇ ପୂରାତନ ଉଚ୍ଚ ବିଦ୍ୟାଳୟ ଯୋଗୀନ୍ଦ୍ର ଦେବ ଉଚ୍ଚ ବିଦ୍ୟାଳୟ ଓ Continue Reading
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ,୧୭/୮ : ଅଦ୍ୟ ତା ୧୭.୦୮୨୦୨୨ ରିଖରେ ଅତିରକ୍ତ ଜିଲ୍ଲାପାଳ ବବିତାରାଣୀ ଦଳବେହେରାଙ୍କ ଅଧ୍ୟକ୍ଷତାରେ ଆଗାମୀ ୨୧ ତାରିଖ ଦିନ ଅନୁଷ୍ଠିତ ହେବାକୁଥିବା ଷ୍ଟାଫ ସିଲେକ୍ସନ ପରୀକ୍ଷା ଆୟୋଜନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି ।ଏହି ବୈଠକରେ ଡେପୁଟି କଲେକ୍ଟର ଝରଣା ପ୍ରଧାନ ପରୀକ୍ଷାର ପ୍ରସ୍ତୁତି ନିମନ୍ତେ ବିସ୍ତୃତ ଗାଇଡଲାଇନ ପାଠ କରିବାସହ ଉପସ୍ଥିତ ସମସ୍ତ ଅଧିକାରୀଙ୍କୁ ତାହାର ଏକକିତା ନକଲ ପ୍ରଦାନ Continue Reading
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ,୧୨/୮ : ବୌଦ୍ଧରେ ନୂତନ ଆରକ୍ଷୀ ଅଧିକ୍ଷକ ଭାବେ ବୁଧବାର ଦିନ ପ୍ରହଲ୍ଲାଦ ସହାୟ ମୀନା କାର୍ଯ୍ୟରେ ଯୋଗଦାନ କରିଛନ୍ତି ।ବୌଦ୍ଧର ପୂର୍ବତନ ଆରକ୍ଷୀ ଅଧିକ୍ଷକ ଜ୍ଞାନରଂଜନ ମହାନ୍ତି ଗତ ୩୧ ତାରିଖରେ କାର୍ଯ୍ୟରୁ ଅବସର ନେବା ପରେ ଏହି ପଦବୀ ଖାଲି ପଡିଥିଲା । କାର୍ଯ୍ୟରେ ଯୋଗଦାନ ପୂର୍ବରୁ ଶ୍ରୀ ମୀନା ରାଜ୍ୟ ପୋଲିସ ମୁଖ୍ୟାଳୟରେ କାର୍ଯ୍ୟରତ ଥିଲେ ।Continue Reading
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ, ୫/୮ :ବୌଦ୍ଧ ଜିଲ୍ଲା ନେହେରୁ ଯୁବ କେନ୍ଦ୍ର ଆନୁକୂଲ୍ୟରେ ହରଭଙ୍ଗା ବ୍ଲକର ପିତାମ୍ବରପୁରପଞ୍ଚାୟତ ଅନ୍ତର୍ଗତ ଶରଧାପୁରରେ ସ୍ୱଚ୍ଛତା ପକ୍ଷ ପାଳିତ ହୋଇଯାଇଛି । ଏହି ତାଲିମ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଯୁବ ଅଧିକାରୀ ନବନୀତ କୁମାରହ, ସମ୍ମାନିତ ଅତିଥି ଭାବେ ଅଙ୍ଗନୱାଡି କର୍ମୀ ବିଷ୍ଣୁପ୍ରିୟା କର୍ଣ୍ଣ, ଅଶାକର୍ମୀ ଜୟଶ୍ରୀ ଦେହୁରୀ ଯୋଗ ଦେଇଥିଲେ ।କାର୍ଯ୍ୟକ୍ରମରେ ପ୍ରଥମେ ନିଜେ ଓ ନିଜରଚତୁଃପାର୍ଶ୍ୱକୁ Continue Reading