କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ,୨୬/୯: ବୌଦ୍ଧ ସହରସ୍ଥିତ ଟାଉନହଲ ଠାରେ ଶନିବାର ବୌଦ୍ଧଜିଲ୍ଲା ଔଷଧ ବ୍ୟବସାୟୀ ସଂଘର ସାଧାରଣ ପରିଷଦ ବୈଠକ ଓ କର୍ମକର୍ତ୍ତା ଚୟନ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଜିଲ୍ଲା ପାଇଁ କର୍ମକର୍ତ୍ତା ଚୟନ କରାଯାଇଛି । ସଭାପତି ଭାବେ ଗିରଧାରୀ ଲାଲା ଅଗ୍ରୱାଲା, ସଂପାଦକ ପ୍ରାଣବନ୍ଧୁ ପ୍ରଧାନ ମନୋନୀତ ହୋଇଥିଲେ । ପରେ ଜିଲ୍ଲା ସଭାପତି ଶ୍ରୀ ଅଗ୍ରୱାଲାଙ୍କ ଅଧ୍ୟକ୍ଷତାରେ ଏକ ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହୋଇଥିଲା ।ଏଥିରେ Continue Reading
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ;୨୩/୯: ଆମ ଦେଶରେ ବାର୍ଷିକ ୯୨ଲକ୍ଷ ଶିକ୍ଷିତ ଯୁବକ ଯୁବତୀ ବିଭିନ୍ନ ଶିକ୍ଷାନୁଷ୍ଠାନରୁ କର୍ମ ନିୟୋଜନ ଆଶାରେ ବାହାରୁ ଥିବାବେଳେ ସେଥିମଧ୍ୟରୁ ମାତ୍ର ୨୦ଲକ୍ଷ ଚାକିରି କ୍ଷେତ୍ରରେ ନିୟୋଜିତ ହୋଇପାରୁଛନ୍ତି ବାକି ୭୨ଲକ୍ଷ ବେରୋଜଗାର ରହି ଯାଉଛନ୍ତି । ତେଣୁ ନିରାଶ ନହୋଇ ଯଦି ସ୍ୱାବଲମ୍ବୀ ହେବାପାଇଁ ମନବଳେଇବା ତେବେ ରୋଜଗାରକ୍ଷମ ହୋଇ ସମାଜରେ ପ୍ରତିଷ୍ଠାଲାଭ କରିବା ।ଏହାହିଁ ବର୍ତ୍ତମାନ ଦେଶର ଆହ୍ୱାନ ରହିଛି । ଏହି Continue Reading
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ,୨୩/୯: ସାରା ରାଜ୍ୟରେ ରାଜ୍ୟ ସରକାର ହକି ଖେଳର ପ୍ରଚାର ପ୍ରସାର ସହିତ ଭିତିଭୂମିର ବିକାଶ ପାଇଁ ତୃଣମୂଳସ୍ତରରୁ ଯୋଜନା ପସ୍ତୁତ ଆରମ୍ଭ କରିଦେଇଥିବା ବେଳେ ବୌଦ୍ଧଜିଲ୍ଲାରେ ହକି କ୍ରିଡାର ବିକାଶ ପାଇଁ ଉଦ୍ୟମ ଆରମ୍ଭ ହୋଇଯାଇଛି ।ବୌଦ୍ଧଜିଲ୍ଲା ପ୍ରଶାସନର ପ୍ରତ୍ୟକ୍ଷ ତତ୍ୱାବଧାନରେ ବୌଦ୍ଧଜିଲ୍ଲାର ଏକ ହକି ଖେଳାଳୀ ଚୟନ ଓ ତାଲିମ ଶିବିର ବୁଧବାର କଚେରୀ ପଡିଆ ଠାରେ ଆରମ୍ଭ ହୋଇଯାଇଛି । ଏହି ଶିବିରରେ ପ୍ରଶିକ୍ଷକ ଭାବରେ Continue Reading
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ,୨୧/୯: ଆଜାଦୀ କି ଅମୃତ ମହୋତ୍ସବର ୭୫ବର୍ଷ ପୁର୍ତ୍ତି ଉପଲକ୍ଷେ ଜାଗା ମିଶନ ଯୋଜନାରେ ଇରିଗେସନ କଲୋନି ସ୍ଥିତ ବିଜୁ ଆଦର୍ଶ କଲୋନୀ ( ସ୍ଲମ ଅଞ୍ଚଳ)ର ସମସ୍ତଙ୍କୁ ନେଇ ଗାନ୍ଧୀ ଓ ଓଡିଶାର ବିଷୟବସ୍ତୁ ଉପରେ ଝୋଟି,ସଙ୍ଗୀତ,ବକ୍ତୃତା, ଚିତ୍ରାଙ୍କନ,ନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି ।ଏଥିରେ ବିଜୁ ଆଦର୍ଶ କଲୋନୀର ମିନାକ୍ଷୀ ବିଶ୍ୱାଳ ଓ ପୁଷ୍ପାଂଜଳୀ ଦରୁଆ.ବାବୁସାହିର ଦେବକୀ କ୍ଷେତୀ,ଯଶୋବନ୍ତୀ ଖମାରୀ ଓ କଲୋନୀର Continue Reading
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ,୨୦ /୯ : ବୌଦ୍ଧ ଜିଲ୍ଲା କଣ୍ଟାମାଳ ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ସୋମବାରଦିନ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ ଓ ସମାଧାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ସତ୍ୟରଞ୍ଜନ ସାହୁ ଓ ଆରକ୍ଷୀ ଅଧିକ୍ଷକ ପ୍ରହଲ୍ଲାଦ ସହାୟ ମିନାଙ୍କ ଉପସ୍ଥିତିରେ ଏହି ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।ଏହି ଶିବିରରେ ସମୁଦାୟ ୭୪ ଗୋଟି ଆପତ୍ତି ଅଭିଯୋଗ ଆସିଥିବାବେଳେ Continue Reading
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ;୧୫/୯ : ବୌଦ୍ଧ ଜିଲ୍ଲା ନେହେରୁ ନେହେରୁ ଯୁବ କେନ୍ଦ୍ର ଆନୁକୂଲ୍ୟରେ ସ୍ଥାନୀୟ କେନ୍ଦ୍ରୀୟ ବିଦ୍ୟାଳୟ ପରିସରରେ ଅଧ୍ୟକ୍ଷ ରାଜଲକ୍ଷ୍ମୀ ବିଶ୍ବାଳଙ୍କ ଅଧ୍ୟକ୍ଷତାରେ ହିନ୍ଦୀ ଦିବସ ଅନୁଷ୍ଠିତ ହୋଇଯାଇଛି ।ଏହି କାର୍ଯ୍ୟକ୍ରମ ମୁଖ୍ୟ ଅତିଥି ଭାବରେ ହିନ୍ଦୀ ଶିକ୍ଷୟତ୍ରୀ ଅର୍ଚ୍ଚନା ହୋତା ଯୋଗ ଦେଇ ଦିବସର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସମ୍ପର୍କରେ ଛାତ୍ରଛାତ୍ରୀ ମାନଙ୍କୁ ଅବଗତ କରାଇ ଥିଲେ, ଏହି କାର୍ଯ୍ୟକ୍ରମ ଅବସରରେ ଛାତ୍ରଛାତ୍ରୀ Continue Reading
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ,୩/୯: କୃଷି ଭିତିକ ବୌଦ୍ଧଜିଲ୍ଲାରେ ଚାଷୀ ସଦାସର୍ବଦା ଅଭାବୀ ବିକ୍ରୀ ଓ ଦଲାଲଙ୍କ ଦ୍ୱାରା ଶୋଷିତ ହୋଇ ଆସୁଅଛି । ଧାନ ଫସଲ ହେଉ ଅବା ପନିପରିବା କିମ୍ବା ଧଳା ସୁନା କୁହାଯାଉଥିବା କପା ଫସଲ ମଣ୍ଡି ଅଭାବରୁ ଚାଷୀ ସର୍ବଦା କ୍ଷତି ସହୁଛି । ବାରମ୍ବାର କ୍ଷତି ହେବା ଫଳରେ ଚାଷୀ ଚାଷ ପ୍ରତି ବିମୁଖ ହୋଇ ଦାଦନ ଖଟିଯିବାକୁ ଉଚିତ ମନେକରୁଛି ।ଜିଲ୍ଲାରେ ୮୫ ହଜାର ହେକ୍ଟର ଚାଷ ଉପଯୋଗୀ ଜମି […]Continue Reading
ଜିଲ୍ଲା ଶିଶୁସୁରକ୍ଷା ୟୁନିଟ୍ ଓ ବୌଦ୍ଧଙ୍କ ସହଭାଗିତାରେ ସ୍ଥାନୀୟ ଶିଶୁ ଗୃହ ଅନୁଷ୍ଠାନ ରାମକୃଷ୍ଣ ବାଳଶ୍ରମ୍ ପରିଦର୍ଶନ
ବୌଦ୍ଧ, ୩୦/୮: ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ, ବୌଧ ଙ୍କ ସହଭାଗିତା ରେ ସ୍ଥାନୀୟ ଶିଶୁ ଗୃହ ଅନୁଷ୍ଠାନ ରାମକୃଷ୍ଣ ବାଳଶ୍ରମ୍,ବୀରନରସିଂହପୁର ଏବଂ ହର୍ଭେଷ୍ଟ ବ୍ଲେସିଂ ହୋମ,ସାନବାଗ ବର୍ ଅନୁଷ୍ଠାନ ର ଶିଶୁମାନେ ବୌଦ୍ଧ ସ୍ତିତ ସରକାରୀ ଶିଳ୍ପ ତାଲିମ ପ୍ରତିଷ୍ଠାନ, ସରକାରୀ ବହୁବୃତି ଶିକ୍ଷା ପ୍ରତିଷ୍ଠାନ ଏବଂ ଜନ ଶିକ୍ଷଣ ସଂସ୍ଥାନ,ବୌଦ୍ଧଙ୍କ ପରିଦର୍ଶନ ରେ ଯାଇଥିଲେ ।ଏହି ପରିଦର୍ଶନ କାର୍ଯ୍ୟକ୍ରମ ରେ ଶିଶୁ ମାନେ ବିଭିନ୍ନ ଧନ୍ଦା ମୂଳକ ପାଠ୍ୟକ୍ରମ ବିଷୟରେ Continue Reading
ବୌଦ୍ଧ,୨୭/୮ :ଦୀର୍ଘ ୩୭ ବର୍ଷ ପରେ ପୁଣି ଫେରି ପାଇଲା ଘଣ୍ଟାପଡା ଫାଣ୍ଡି ନୂତନ ଥାନାର ମାନ୍ୟତା । ଶନିବାର ସମଗ୍ର ରାଜ୍ୟରେ ୩୬ଟି ନୂତନ ଥାନା ପାଇଁ ବିଧିବଦ୍ଧ ଭାବେ ଘୋଷଣା କଲେ ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ।ତନ୍ମଧ୍ୟରୁ ବୌଦ୍ଧ ଜିଲ୍ଲାର ଘଣ୍ଟାପଡା ଫାଣ୍ଡିକୁ ଥାନାର ମାନ୍ୟତା । ଏକଥା ପ୍ରଚାରିତ ହେବା ସଙ୍ଗେ ସଙ୍ଗେ ବିଭିନ୍ନ ମହଲରୁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଓ ଶୁଭେଚ୍ଛା ଜଣାଇଛନ୍ତି । ପ୍ରକାଶ ଥାଉକି Continue Reading
ବୌଦ୍ଧ,୨୭/୮: ବୌଦ୍ଧର ଇଷ୍ଟଦେବୀ ମାଁ ଭୈରବୀଙ୍କ ପୀଠରେ ଆଜି ସପ୍ତପୁରୀ ଅମାବାସ୍ୟା ଅବସରରେ ସ୍ୱତନ୍ତ୍ର ପୂଜା ଅନୁଷ୍ଠିତ ହୋଇଅଛି । ପାରମ୍ପରିକ ରିତିନିତି ସହ ସକାଳର ନିତିକାନ୍ତି ସରିବା ପରେ ମାଁ ଭୈରବୀଙ୍କ ବେଶ କରାଯାଇଥିଲା ।ମାଁ ଭୈରବୀଙ୍କ ଠାରେ ପୀଠା ଭୋଗ ସହ ନୂତନ ଶସ୍ୟ ଲାଗି କରାଯାଇଥିଲା । ମାଟି ନିର୍ମିତ ବାଣ୍ଠୁ କୁ ପୂଜା କରାଯିବା ପରେ ନୂତନ ଚାଙ୍ଗୁଡିରେ ମାଟିପାତ୍ରରେ ନୂତନ ଶସ୍ୟ ଲାଗି କରାଯାଇଥିଲା ।ମୁଖ୍ୟ ସେବାୟତ ଗୌରି ଶଙ୍କର […]Continue Reading