କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ,୧୫/୧୧: ଜିଲ୍ଲା ବେସାମରିକ ଯୋଗାଣ ବିଭାଗର ନୂତନ କାର୍ଯ୍ୟାଳୟ ଗୃହର ଭିତ୍ତିପ୍ରସ୍ତର ସ୍ଥାପନ ହୋଇଯାଇଛି ।ସ୍ଥାନିୟ ରେଭ୍ୟୁନୁକଲୋନୀ ନିକଟରେ ୧କୋଟି ୪୯ଲକ୍ଷ ୪୪ହଜାର ବ୍ୟୟରେ ନିର୍ମାଣ ହେବାକୁଥିବା ଏହି କାର୍ଯ୍ୟାଳୟ ଗୃହ ଶିଳାନ୍ୟାସ ଉତ୍ସବରେ ମୁଖ୍ୟ ଅତିଥିଭାବେ ରାଜ୍ୟ ଜଙ୍ଗଲ ପରିବେଶ ଓ ପଞ୍ଚାୟତିରାଜ ବିଭାଗ ମନ୍ତ୍ରୀ ପ୍ରଦିପ କୁମାର ଅମାତ ଯୋଗଦେଇ ଥିବାବେଳେ ସମ୍ମାନିତ ଅତିଥିଭାବେ ଜିଲ୍ଲାପାଳ ସତ୍ୟ ରଂଜନ ସାହୁ, Continue Reading
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ,୧୪/୧୧: ବୌଦ୍ଧ ସହର ସ୍ଥିତ ବିଜୁ ପଟ୍ଟନାୟକ ଆଦର୍ଶ କୃଷକ ବଜାର ଠାରେ ରବିବାର ଦିନ ଉଦଘାଟିତ ହୋଇଯାଇଛି ବୁଣାକାର ବଜାର । ଓଡିଶା ତଥା ସାରା ରାଜ୍ୟର ବୁଣାକାର ମାନଙ୍କୁ ବଜାର ଯୋଗାଇ ଦେବା ସହ ବୁଣାକାର ସାମଗ୍ରୀ ଗୋଟିଏ ସ୍ଥାନରେ ଗ୍ରାହକ ମାନଙ୍କୁ ଯୋଗାଇବା ଲକ୍ଷ୍ୟରେ ଜିଲ୍ଲାପ୍ରଶାସନ ପକ୍ଷରୁ ଏହି ବଜାର ଖୋଲା ଯାଇଛି । ଜିଲ୍ଲାବସୀଙ୍କ ଦୀର୍ଘ ଦିନର ପ୍ରତୀକ୍ଷା ଆଜି ଶେଷ ହୋଇଛି ।ଉଦଘାଟନ ଉତ୍ସବରେ ମୁଖ୍ୟ ଅତିଥିଭାବେ Continue Reading
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ,୧୨/୧୧: ରାଜ୍ୟ ସ୍ୱାସ୍ଥ୍ୟ ବିଭାଗରେ ଠିକା କର୍ମଚାରୀ ଭାବରେ କାର୍ଯ୍ୟରତ ଠିକା କର୍ମଚାରୀଙ୍କୁ ନିୟମିତ କରିବା ଦାବିରେ ଓଡିଶା ସ୍ୱାସ୍ଥ୍ୟ ଠିକା କର୍ମଚାରୀ ମହାସଂଘ ବୌଦ୍ଧ ଜିଲ୍ଲା ପକ୍ଷରୁ ଜିଲ୍ଲାପାଳଙ୍କ ଜରିଆରେ ରାଜ୍ୟ ସରକାରଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି ।ସ୍ୱାସ୍ଥ୍ୟ ବିଭାଗରେ ଓଡିଶା ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ଜାତୀୟ ସ୍ୱାସ୍ଥ୍ୟ ମିଶନ ଏବଂ ରାଜ୍ୟ ଏଡସ ନିୟନ୍ତ୍ରଣ ସୋସାଇଟ Continue Reading
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ, ୯/୧୧: ବୌଦ୍ଧ ଜିଲ୍ଲା ମିୟୁଜିୟମ ପ୍ରାଙ୍ଗଣରେ ମିଲେଟ ଫୁଡ଼ ଷ୍ଟଲ କୁ ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ବବିତାରାଣୀ ଦଳବେହେରା ଆନୁଷ୍ଠାନିକ ଭାବରେ ଉଦଘାଟନ କରିଛନ୍ତି। ବିଭିନ୍ନ ସ୍କୁଲ ଓ କଲେଜ ର ଛାତ୍ରଛାତ୍ରୀ ତଥା ବିଭାଗୀୟ ଅଧିକାରୀ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ସମୂହ ମହିଳା ମାନେ ଏହି ଫୂଡ଼ ଷ୍ଟଲକୁ ପରିଚାଳନା କରୁଛନ୍ତି।ଏବେ ଜିଲ୍ଲାରେ ମାଣ୍ଡିଆ ଚାଷ ଓ ଚାହିଦା ବୃଦ୍ଧି ନିମନ୍ତେ ସମସ୍ତ ଅନୁଷ୍ଠାନ ଗୁଡିକ Continue Reading
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ,୭/୧୧: ମାଣ୍ଡିଆ ରଥ ତା:୭.୧୧.୨୨ରିଖ ସୋମବାର ବୌଦ୍ଧ ଜିଲ୍ଲାପଳଙ୍କ କାର୍ଯ୍ୟାଳୟ ଠାରେ ଓଡିଶା ମିଲ୍ଲେଟ୍ସ ମିଶନ ତରଫରୁ ମାଣ୍ଡିଆ ଦିବସ ଉପଲକ୍ଷେ ଚାରିଦିନିଆ ମାଣ୍ଡିଆ ରଥ ଶୁଭାରମ୍ଭ ହୋଇଯାଇଛି।ଉକ୍ତ କାର୍ଯ୍ୟକ୍ରମକୁ ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ବବିତାରାଣୀ ଦଳବେହେରାଙ୍କ ଦ୍ଵାରା ଆନୁଷ୍ଠାନିକ ଭାବରେ ପତାକା ଦେଖାଇ ସମସ୍ତ ତିନୋଟି ବ୍ଲକ ନିମନ୍ତେ ତିନିଗୋଟି ମାଣ୍ଡିଆ ରଥ ଗୁଡିକୁ ଶୁଭାରମ୍ଭ କରାଯାଇଛି । ଜିଲ୍ଲାର Continue Reading
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ, ୭/୧୧: ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଓ ଜିଲ୍ଲା ପ୍ରଶାସନ ବୌଦ୍ଧ ଦ୍ୱାରା ବିରନରସଂହପୁର ସ୍ଥିତ ରାମକୃଷ୍ଣ ବାଳାଶ୍ରମ ଶିଶୁଯତ୍ନ ଅନୁଷ୍ଠାନ ଠାରେ ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ ମହକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମହିଳା ଓ ଶିଶୁ ବିକାଶ ବିଭାଗ ଓଡିଶା ସରକାର ଙ୍କ ଦ୍ୱାରା ଅୟୋଜିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲାରେ ଥିବା ଦୁଇଗୋଟି ଶିଶୁଗୃହର ସମସ୍ତ ଶିଶୁ ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ ।ଏହି Continue Reading
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ; ୬/୧୧: ବୌଦ୍ଧ ଜିଲ୍ଲା ବଘିଆପଡା ସ୍ଥିତ ମେଣ୍ଡିମାଳ ସରକାରୀ ଉଚ୍ଚ ବିଦ୍ୟାଳୟରେ ଏକ ଆୟୁଷ ବିଦ୍ୟାଳୟ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ଶୁକ୍ରବାର ଦିନ ଅନୁଷ୍ଠିତ ହୋଇଯାଇଛି । ବୌଦ୍ଧ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ବିଜୟ କୁମାର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ କନ୍ଧମାଳ ମଣ୍ଡଳ ଜିଲ୍ଲା ଆର୍ୟୁବେଦିକ ଚିକିତ୍ସାଧିକାରୀ ଡା.ଭବାନୀ ଶଙ୍କର ପାଲ କାର୍ଯ୍ୟକ୍ରମକୁ ପରିଚାଳାନା କରିଥିଲେ ।କାର୍ଯ୍ୟକ୍ରମରେ Continue Reading
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ,୧/୧୧: ଓଡିଶା ସାହିତ୍ୟ ଏକାଡେମୀ ତରଫରୁ ସ୍ଥାନୀୟ ପାରିଜାତ ପେଲେସରେ ଲୋକ ସାହିତ୍ୟ ଆଲୋଚନା ଚକ୍ର ଓ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଯାଇଛି ।ପ୍ରଥମ ଅଧିବେଶନର ଓଡ଼ିଶାର ଲୋକ ସାହିତ୍ୟ ଆଲୋଚନା ଚକ୍ରରେ ମୁଖ୍ୟ ଅତିଥି ରୂପେ ଜଙ୍ଗଲ, ପରିବେଶ, ଲୋକସମ୍ପର୍କ, ସୂଚନା ପ୍ରସାରଣ,ଗ୍ରାମ୍ୟ ଜଳଯୋଗାଣ ମନ୍ତ୍ରୀ ପ୍ରଦୀପ ଅମାତ ଯୋଗ ଦେଇ ଉତ୍ସବକୁ ଉଦଘାଟନ କରିଥିଲେ ।ମୁଖ୍ୟ ବକ୍ତା ଭାବରେ ପ୍ରଫେସର କୁମୁଦ ରଞ୍ଜନ ପାଣିଗ୍ରାହୀ Continue Reading
ଗଣେଶ କୁମାର ରାଜୁଙ୍କ ରିପୋର୍ଟଗଜପତି,୩୦/୧୦: ପାରଳାଖେମୁଣ୍ଡି ଠାରେ ନବୋଦୟ ଆଲୁମିନ ସଂଘ ଓଡ଼ିଶା ଓ ଜବାହର ନବୋଦୟ ଆଲୁମିନ ,ଗଜପତି ଜିଲ୍ଲା ମିଳିତ ଆନୁକୁଲ୍ୟରେ ପ୍ଲାଷ୍ଟିକ ବ୍ୟବହାର ବ୍ୟାନ୍ ଉପରେ ଏକ ସଚେତନତା ୱାକାଥନ୍ ତଥା ଶୋଭାଯାତ୍ରା ଏବଂ ସ୍ୱଚ୍ଛ ସମୃଦ୍ଧ ସବୁଜ ଓଡ଼ିଶା ସମ୍ପର୍କିତ ପ୍ରାକ୍ ବୈଠକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ।ଏହି ଅବସରରେ ଉଭୟ ଆଲୁମିନ ଆନୁକୁଲ୍ୟରେ ଗଜପତି ଜିଲ୍ଲା ସମେତ ଓଡ଼ିଶାର ୧୭ ଗୋଟି ଜିଲ୍ଲା ଅଞ୍ଚଳର ଆଲୁମିନ ସଂଘ ଓ Continue Reading
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ,୩୦/୧୦: ବୌଦ୍ଧ ବ୍ଲକ ରେ ଶନିବାରବ୍ଲକ ସ୍ତରୀୟ ମିଶନ ଶକ୍ତି ଲୋନ ମେଳା ର ଆୟୋଜନ କରାଯାଇଛି । ମିଶନ ଶକ୍ତି ଜରିଆ ରେ ଏସ ଏଚ ଜି ମହିଳା ମାନଙ୍କ ଆର୍ଥିକ ଅଭିବୃଦ୍ଧି ପାଇଁ ବ୍ୟାଙ୍କ ଲୋନ ପ୍ରଦାନ କରାଇବା ଉଦ୍ଦେଶ୍ୟ ରେ ଏହି ଲୋନ ମେଳା ର ଆୟୋଜନ କରା ଯାଇଛି । ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ବୌଦ୍ଧ ବ୍ଲକ ଅଧ୍ୟକ୍ଷ ଶ୍ରୀ ପ୍ରତ୍ୟୁଷ କୁମାର ରଥ […]Continue Reading