କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ,୧/୧୨: ବୌଦ୍ଧଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର ଆଇସିଟିସି ଓ ଡିଏସଆରସି ପକ୍ଷରୁ ଟାଉନହଲ ଠାରେ ବିଶ୍ୱ ଏଡସ ଦିବସ ପାଳିତ ହୋଇଯାଇଛି । କାର୍ଯ୍ୟକ୍ରମରେ ଜିଲ୍ଲାପାଳ ସତ୍ୟରଂଜନ ସାହୁ ଅଧ୍ୟକ୍ଷତା କରି ଗଂଜାମ ଜିଲ୍ଲାର ଗୋପାଳପୁର ଠାରେ ଏଚଆଇଭି ଆକ୍ରାନ୍ତ ତଥା ଅନାଥ ଶିଶୁମାନଙ୍କ ପାଇଁ ଏକ ଅନାଥ ଶ୍ରମ ଖୋଲାଯାଇଥିବା କହିଥିଲେ । ଏହି ମାଧ୍ୟମରେ ଆମେ ଗରିବ ଲୋକଙ୍କୁ ସାହାର୍ଯ୍ୟ କରି ପାରିବା ବୋଲି ମତବ୍ୟକ୍ତ କରିଥିଲେ ।ସମ୍ମାନିତ Continue Reading
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ,୩୦/୧୧; ବୌଦ୍ଧ ପଂଚାୟତ ମହାବିଦ୍ୟାଳୟ ପରିସରରେ ଯୁବ ରେଡକ୍ରସ ଓ ଜିଲ୍ଲା ସ୍ୱାସ୍ଥ୍ୟ ସମିତିର ସହ ଯୋଗରେ ଏକ ଏଡସ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମକୁ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରକାଶ ଚନ୍ଦ୍ର ବେହେରା ଉଦଘାଟନ କରିବା ସହ ଛାତ୍ରଛାତ୍ରୀଙ୍କୁ ଉଦବୋଧନ ଦେଇଥିଲେ । ଜିଲ୍ଲା ଯୁବରେଡ କ୍ରସର ସଂପାଦକ ଅଧ୍ୟାପକ ପ୍ରବିର କୁମାର ଦାସ ଯୋଗଦେଇ ସଂକ୍ରମଣକୁ ପ୍ରତିହତ କରିବା ପାଇଁ ସଚେତନତା ହିଁ Continue Reading
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ,୨୯/୧୧: ନିଖିଳ ଓଡିଶା ମଧ୍ୟାହ୍ନ ଭୋଜନ ପାଚକ ପାଚିକା ମହାସଂଘ ବୌଦ୍ଧ ଜିଲ୍ଲା ପକ୍ଷରୁ ସଂଘର ୯ ଦଫା ଦାବି ପୂରଣ ନେଇ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ଏକ ଦାବିପତ୍ର ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରାଯାଇଛି ।ପାଚକ ପାଚିକା ମାନଙ୍କୁ ମାସକୁ ୯୭୫୦ ଟଙ୍କା ଦରମା ପ୍ରଦାନ, ଚତୁର୍ଥ ଶ୍ରେଣୀ କର୍ମଚାରୀର ମାନ୍ୟତା ପ୍ରଦାନ, ଚିକିତ୍ସା ଭତ୍ତା ସହିତ ଜୀବନ ବୀମାର ସୁବିଧା ପ୍ରଦାନ, ୨୦୧୮ ମସିହା Continue Reading
ବୌଦ୍ଧ,୨୮/୧୧: ଗଞ୍ଜେଇ ଚାଷ ନଷ୍ଟ କରିବାକୁ ଯିବା ବେଳେ ଲ୍ୟାଣ୍ଡମାଇନ୍ ବିସ୍ଫୋରଣ ହୋଇଛି। ଅଳ୍ପକେ ବର୍ତ୍ତିଯାଇଛନ୍ତି ୫୦ ବନ କର୍ମଚାରୀ। ଏଭଳି ଘଟଣା ଘଟିଛି ବୌଦ୍ଧ ଜିଲ୍ଲା ଲକଡ଼ପାଜୁ ଜଙ୍ଗଲରେ।ଲକଡ଼ପାଜୁ ଜଙ୍ଗଲରେ ଗଞ୍ଜେଇ ଚାଷ ହୋଇଥିବା ବନ ବିଭାଗ କୌଣସି ସୁତ୍ରରୁ ଖବର ପାଇଥିଲା। ଏନେଇ ଗତକାଲି ବନ ବିଭାଗର ଟିମ୍ ଗଞ୍ଜେଇ ଚାଷ ନଷ୍ଟ କରିବାକୁ ଲକଡ଼ପାଜୁ ଜଙ୍ଗଲ ଅଭିମୁଖେ ବାହାରିଥିଲା।ହେଲେ ଗଞ୍ଜେଇ ମାଫିଆମାନେ ବନ ବିଭାଗ କର୍ମଚାରୀଙ୍କ ସହ ତାଙ୍କ Continue Reading
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ,୨୫/୧୧: ବୌଦ୍ଧ-ଅଦ୍ୟ ତାରିଖ ୨୪.୧୧.୨୦୨୨ ଓଡିଶା ସରକାରଙ୍କ ଆକାଂକ୍ଷୀ ମିଲେଟ ମିଶନ କାର୍ଯ୍ୟକ୍ରମ ଅନ୍ତର୍ଗତ ହରଭାଙ୍ଗା ବ୍ଲକରେ ଥିବା ପି ଭି ଟି ପ୍ଲଟ ପରିଦର୍ଶନ କରିବାକୁ ବୌଦ୍ଧ ଜିଲ୍ଲାପାଳ ମହୋଦୟ ଆସିଥିଲେ।ତାଙ୍କ ସହ ମିଲେଟ ମିଶନର ଜିଲ୍ଲା ସଂଯୋଜକ ଶ୍ରୀ ଦିବ୍ୟଜ୍ୟୋତି ପ୍ରକାଶ କାନ୍ତ, ଜିଲ୍ଲା କୃଷି ଅଧିକାରୀ ଶ୍ରୀ ମହାନନ୍ଦ, ହରଭଙ୍ଗା ବ୍ଲକ କୃଷି ଅଧିକାରୀ ଶ୍ରୀ ସବ୍ୟସାଚୀ ଦାଶ ଓ ଅନାନ୍ୟ ଅଧିକରିଗଣ ଉପସ୍ଥିତ Continue Reading
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ, ୨୩/୧୧: ବୌଦ୍ଧ ଜିଲ୍ଲାକୁ ଦକ୍ଷିଣାଞ୍ଚଳ ରାଜସ୍ୱ ଅଧିନରୁ ଆଣି ଉତ୍ତରାଞ୍ଚଳ ରାଜସ୍ୱ ଅଧବନରେ ସାମିଲ କରାଯିବା ନେଇ ଗତ ୨୧ତାରିଖ ରାଜ୍ୟ ସରକାର ଘୋଷଣା କରିବାପରେ ଜିଲ୍ଲାରେ ଖୁସିର ମାହୋଲ ଦେଖିବାକୁ ମିଳିଥିଲା । ସରକାରଙ୍କର ଏହି ଘୋଷଣାକୁ ନେଇ ଜିଲ୍ଲାର ବିଭିନ୍ନ ସଂଗଠନ ପକ୍ଷରୁ ଏହାକୁ ସ୍ୱାଗତ କରିବାସହ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜ୍ଞାପନ କରାଯାଇଛି ।ଏହି ଘୋଷଣାକୁ ନେଇ ନାଗରିକ କମିଟି ପକ୍ଷରୁ ସ୍ୱାଗତ Continue Reading
ଗ୍ରାମ ବିକାଶ କେନ୍ଦ୍ର ପକ୍ଷରୁ ଡଃ ହରେକୃଷ୍ଣ ମହତାବ ଜୟନ୍ତୀ ପାଳିତକମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ,୨୧/୧୧; ଉତ୍କଳ ଭୂମିର ଅନ୍ୟତମ ବରପୁତ୍ର ତଥା ସ୍ୱାଧୀନତା ସଂଗ୍ରାମୀ ଡଃ ହରେକୃଷ୍ଣ ମହତାବଙ୍କ ୧୨୪ ତମ ଜୟନ୍ତୀ ଗ୍ରାମ ବିକାଶ କେନ୍ଦ୍ର କଣ୍ଠା ପକ୍ଷରୁ ବୌଦ୍ଧ ବ୍ଲକ ଓଲଣ୍ଡା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ବିଦ୍ୟାଳୟ ପରିଚାଳନା କମିଟିର ସଦସ୍ୟ ପଂଚାନନ ଭୋଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବରେ ପ୍ରଧାନ ଶିକ୍ଷକ Continue Reading
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ,୨୧/୧୧: ବୌଦ୍ଧରେ ଆରମ୍ଭ ହୋଇଥିôବା ପଶ୍ଚିମ ଓଡ଼ିଶାର ଦ୍ୱିତୀୟ ବୃହତ୍ତମ ବୁଣାକାର ବଜାର ଧିରେ ଧିରେ ବ୍ୟବସାୟୀମାନଙ୍କୁ ଆକର୍ଷିତ କରୁଅଛି । ଏହି ବୁଣାକାର ବଜାର ଖୋଲିବାର ଦ୍ୱିତୀୟ ପାଳିରେ ରେକର୍ଡ ପରିମାଣର ୪୫ ଲକ୍ଷ ଟଙ୍କାର କାରବାର ହୋଇଥିବା ଜଣାଯାଇଛି । ଏହି ବଜାରକୁ ବିକ୍ରୟ ପାଇଁ ୭ ଗୋଟି ଜିଲ୍ଲାର ୨୫୦ ଜଣ ବୁଣାକାରଙ୍କ ଦ୍ୱାରା ୩ କୋଟି ୫୦ ଲକ୍ଷ ଟଙ୍କାର ବୁଣାକାର ସମାଗ୍ରୀ ବିକ୍ରୟ ପାଇଁ ଆସିଥିଲା ।ବଜାର […]Continue Reading
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ,୧୯/୧୧: ଆଉଟସୋର୍ସିଙ୍ଗ ବ୍ୟବସ୍ଥା ଉଚ୍ଛେଦ ଏବଂ ସ୍ଥାୟୀ ନିଯୁକ୍ତି ଦାବିରେ ବୌଦ୍ଧଜିଲ୍ଲାରେ ବିଭିନ୍ନ କାର୍ଯ୍ୟାଲୟ ଓ ଶିକ୍ଷାନୁଷ୍ଠାନରେ କାର୍ଯ୍ୟରତ ଆଉଟସୋସିଙ୍ଗ କର୍ମଚାରୀମାନେ ଆଜି ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟ ଶାସନ ସଚିବଙ୍କୁ ଦାବିପତ୍ର ପ୍ରଦାନ କରିଥିବା ଜଣାପଡିଛି ।ସରକାର ରାଜ୍ୟରେ ଅକ୍ଟୋବର ୧୫ ତାରିଖରେ ୫୭ ହଜାର ଠିକା କର୍ମଚାରୀଙ୍କୁ ରେଗୁଲାର କରି ସପୂର୍ଣ୍ଣ ଠିକା ବ୍ୟବସ୍ଥାକୁ ଉଚ୍ଛେଦ କରି ଏକ ଐତିହାସିକ Continue Reading
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ,୧୫/୧୧: ବୌଦ୍ଧ ଜିଲ୍ଲା ହରଭଙ୍ଗା ତହସିଲର ଅର୍ନ୍ତଗତ ରାମ୍ଭିକଟା ଗ୍ରାମରେ ଦୀର୍ଘ ୩୦ ବର୍ଷ ଧରି ପିତବାସ କୁମ୍ଭାର ଓ ଅନ୍ୟ ମାନେ ରହିଆସୁଥିଲେ । ଉକ୍ତ ୫ ପରିବାର ଗ୍ରାମର ପୁଷ୍ପବତୀ କହଁରଙ୍କ ନାମରେ ଥିବା ଏକ ଜାଗାରେ ପିଲାଛୁଆ ଧରି ରହିଆସୁଥିଲେ ।ବର୍ତ୍ତମାନ ଉକ୍ତ ଜାଗାରେ ଖୋର୍ଦ୍ଧା-ବଲାଙ୍ଗିର ରେଲପଥ ଯାଉଥିବା ବେଳେ ରେକଡଥିବା ପୁଷ୍ପବତୀ କହଁରଙ୍କୁ ନିୟମ ଅନୁଯାୟୀ କ୍ଷତିପୁରଣ ରାଶି ପ୍ରଦାନ କରାଯାଇଛି । ପୁଷ୍ପବତୀ Continue Reading