କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ,୧୭/୧: ବୌଦ୍ଧ ମହୋତ୍ସବ ପଲ୍ଳଶ୍ରୀ ମେଳା ଅବସରରେ ଜିଲ୍ଲା ପରିଷଦ ପକ୍ଷରୁ ସହରର ଜିଲ୍ଲା ଷ୍ଟାଡିୟମ ଠାରେ ଚାଲିଥିବା ଫୁଟବଲ ପ୍ରତିଯୋଗିତା ଆଜି ଉଦଯାପିତ ହୋଇଛି । ପ୍ରତିଯୋଗିତାର ପ୍ରଥମ ଖେଳ ପୁରୁଣାକଟକ ଓ ଗେହ୍ଳାମା କ୍ଳବ ବୌଦ୍ଧ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଏଥିରେ ୧-୦ ଗୋଲରେ ପୁରୁଣାକଟକ ଦଳ ବିଜୟୀ ହୋଇଥିଲା । ଦ୍ୱିତୀୟ ଖେଳ ବୌଦ୍ଧ ବ୍ଳକ ଓ କଂଟାମାଳ ବ୍ଳକ ମଧ୍ୟରେ ଅନୁଷ୍ଠିତ ହୋଇଥିଲା ।ନିର୍ଦ୍ଧାରିତ ସମୟ Continue Reading
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ,୧୬/୧: ପବିତ୍ର ମକର ସଂକ୍ରାନ୍ତି ଅବସରରେ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ପକ୍ଷରୁ ସ୍ଥାନିୟ ମାଳିସାହି ଦୁର୍ଗା ମଣ୍ଡପ ଠାରେ ମକର ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ସଂଘ ଚାଳକ ସୂର୍ଯ୍ୟକାନ୍ତ ଦଳବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅତିଥିଭାବେ ସଂସ୍କୃତ ଅଧ୍ୟାପକ ଅଜିତ କୁମାର ସାହୁ, ପୁର୍ବତନ ବ୍ୟାଙ୍କ କର୍ମଚାରୀ ପ୍ରତାପ ସାହୁ ପ୍ରମୁଖ ଯୋଗଦେଇ ମକର ସଂକ୍ରାନ୍ତି ସଂପର୍କରେ Continue Reading
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ,୧୫/୧: ପବିତ୍ର ମକରସଂକ୍ରାନ୍ତି ଅବସରରେ ବୌଦ୍ଧର ଗଣପର୍ବ ଭାବରେ ମାନ୍ୟତା ଲାଭ କରିଥିବା ପ୍ରସିଦ୍ଧ ରାମଲୀଳା ଯାତ୍ରା ପାଇଁ ପ୍ରସ୍ତୁତି ବୈଠକ ରଘୁନାଥ ମନ୍ଦିର ପରିସରରେ ଶନିବାର ଦିନ ଅନୁଷ୍ଠିତ ହୋଇଯାଇଛି । ରାମଲୀଳା ନାଟ୍ୟ ସଂସଦର ସଭାପତି ମୃତ୍ୟୁଂଜୟ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ପ୍ରସ୍ତୁତି ବୈଠକରେ ମୁଖ୍ୟ ଅତିିଥି ଭାବରେ ଜିଲ୍ଲାପାଳ ସତ୍ୟରଂଜନ ସାହୁ ଯୋଗଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ Continue Reading
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ,୧୩/୧: ଯୁବଗୋଷ୍ଠି ଦେଶର ଭବିଷ୍ୟତ । ଭାରତର ଯୁବଗୋଷ୍ଠି ଶୃଙ୍ଖଳିତ ହୋଇ ନିଜ ଲକ୍ଷ୍ୟ ସ୍ଥଳରେ ପହଂଚି ପାରିଲେ ଆମଦେଶ ଏକ ବିକଶିତ ରାଷ୍ଟ୍ରଭାବେ ସମଗ୍ର ବିଶ୍ୱରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିବ । ଧର୍ମିୟ ଭାବନାକୁ ପାଥେୟକରି କର୍ତ୍ତବ୍ୟ ପରାୟଣ ହେଲେ ଭବିଷ୍ୟତର କର୍ମପଥ ଶୃଙ୍ଖଳିତ ହୋଇଥାଏ ଏହାଦ୍ୱାରା ଆମେ ଅସିଦ୍ଧ କାର୍ଯ୍ୟକୁ ମଧ୍ୟ ସିଦ୍ଧ କରିପାରିବା ବୋଲି ସ୍ୱାମୀ ବିବେକାନନ୍ଦ ଜୟନ୍ତୀ ଅବସରରେ ବକ୍ତାମାନେ Continue Reading
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ,୧୧/୧: ବିଶ୍ୱ କପ୍ ହକି ଓ ବୌଦ୍ଧ ମହୋତ୍ସବ ଶୁଭାରମ୍ଭ ଅବସରରେ ବୁଧବାର ସକାଳ ୭ଘଂଟାରୁ ସହରର ହାତିଶାଳରୁ ପୋଡାପଡା ଛକ ପର୍ଯ୍ୟନ୍ତ ପଥ ଉତ୍ସବ ଅନୁଷ୍ଠିତ ହୋଇଥିଲା । ବିଭିନ୍ନ ବିଦ୍ୟାଳୟ, ମହାବିଦ୍ୟାଳୟର ଛାତ୍ରଛାତ୍ରୀ ତଥା ବିଭିନ୍ନ କ୍ରିଡା ସଂଗଠନ ପକ୍ଷରୁ ସଂଗିତ, ନାଚ, ଯୋଗାଭ୍ୟାସ, ମ୍ୟୁଜିକ, ପଥପ୍ରାନ୍ତ ନାଟକ, ଝୋଟି, ଚିତ୍ରକଳା, ଶାରୀରିକ କଳା ପ୍ରଦର୍ଶନ କରାଯାଇ ଦର୍ଶକଙ୍କ ମନମୋହିଥିଲେ ।କାର୍ଯ୍ୟକ୍ରମରେ ମୁଖ୍ୟ Continue Reading
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ,୧୦/୧ : ସୋମବାର ବାଉଁଶୁଣି କେନ୍ଦ୍ର ମା ମହେଶ୍ବରୀ ମନ୍ଦିର ପ୍ରାଙ୍ଗନରେ ଡ଼ୁମାଳ ପରିଷଦ ଓଡିଶା ବୌଦ୍ଧ ଜିଲ୍ଲା ଶାଖା ତରଫରୁ ନୂତନ କର୍ମ କର୍ତ୍ତା ମାନଙ୍କୁ ସମ୍ବର୍ଦ୍ଧନା ନିମନ୍ତେ ବାଉଁଶ଼ୁଣି କେନ୍ଦ୍ର ସଭାପତି ଅଶୋକ କୁମାର ମହାକୁଡ଼ ଙ୍କ ସଭାପତିତ୍ୱରେ ଏକ ସମ୍ବର୍ଦ୍ଧନା ସଭା ଆୟୋଜନ କରାଯାଇଥିଲା।ସର୍ବ ପ୍ରଥମେ ମା ମାହେଶ୍ୱରୀ ଙ୍କ ଠାରେ ପୂଜାର୍ଚନା କରାଯାଇଥିଲା। ଏହି ସମ୍ବର୍ଦ୍ଧନା ସଭା ବୈଠକରେ ଜିଲ୍ଲାପରିଷଦ Continue Reading

ବୌଦ୍ଧ,୮/୧: ବୌଦ୍ଧ ଜିଲ୍ଲା ବାଉଁଶୁଣି ପୁଲିସ୍ ଅଇଁଲାପାଲି ଗାଁରେ ଏକ ଜୁଆ ଆଡ୍ଡା ଉପରେ ଚଢ଼ାଉ କରି ୬ ଜଣଙ୍କୁ ଗିରଫ କରିଛି। ସେମାନଙ୍କ ମଧ୍ୟରୁ ୫ ଜଣ ବୌଦ୍ଧ ଜିଲ୍ଲାର ହୋଇଥିବା ବେଳେ ଜଣେ ସୋନପୁର ଜିଲ୍ଲାର। ସେମାନଙ୍କ ଠାରୁ ୬ଟି ମୋବାଇଲ ସହ ୧୮ ହଜାର ଟଙ୍କା ଜବତ କରାଯାଇଛି।ଗିରଫ ଅଭିଯୁକ୍ତ ମାନେ ହେଲେ ବୌଦ୍ଧ ଜିଲ୍ଲା ଛେଲିବହାଲର ସୁରୁ ପ୍ରଧାନ, ଅଇଁଲାପାଲିର ସୁଧାଂଶୁ ମେହେର, ହିଲୁଙ୍ଗର ରବୀନ୍ଦ୍ର ସାହୁ, ବାଉଁଶୁଣିର ଲକ୍ଷ୍ମୀ ନାରାୟଣ […]Continue Reading
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ, ୭/୧: ପରିବେଶର ସୁରକ୍ଷା କରିବା ଓ ପ୍ଲାଷ୍ଟିକ ବ୍ୟବହାର ହ୍ରାସ ତଥା ବୃକ୍ଷ ରୋପଣ କରି ଜଳ ସଂରକ୍ଷଣ କରିବା ଏପରି କିଛି ବାର୍ତ୍ତାନେଇ ଗତ ଅକ୍ଟୋବର ୬ତାରିଖରୁ କନ୍ୟାକୁମାରୀରୁ ରବିନ ସିଂ ନାମକ ଜଣେ ସ୍ୱୟଂ ସେବକ ସାଇକେଲ ଯୋଗେ ସାରା ଭାରତ ଭ୍ରମଣ କରି ଏହି ବାର୍ତ୍ତା ଛାତ୍ର ଛାତ୍ରୀଙ୍କ ମଧ୍ୟରେ ପ୍ରସାରଣ କରି ଚାଲିଛନ୍ତି । ଉତ୍ତରପ୍ରଦେଶ, ଇଟାୱା ଜିଲ୍ଲାର ଏହି ସ୍ୱୟଂ ସେବକ ୯୪ ଦିନହେଲା ୬୫୦୦କି […]Continue Reading
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ,୪/୧ : ବୌଦ୍ଧଜିଲ୍ଲାରେ ହକି ବିଶ୍ୱ କପ୍ କୁ ବିପୁଳ ସ୍ୱାଗତ କରାଯାଇଛି । ଗତକାଲି ରାତ୍ରିରେ ମନମୁଣ୍ଡାଠାରେ ଜିଲ୍ଲାପରିଷଦ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଅଶ୍ୱିନୀ କୁମାର ମେହେରଙ୍କ ନେତୃତ୍ୱରେ ବିଶ୍ୱକପକୁ ସ୍ୱାଗତ କରାଯିବା ସହିତ ବୌଦ୍ଧ ପର୍ଯ୍ୟନ୍ତ ପାଛୋଟି ଅଣାଯାଇଥିଲା ।ବୌଦ୍ଧରେ ବିଶ୍ୱକପ୍ ପହଞ୍ଚିବାପରେ ଜିଲ୍ଲାପ୍ରଶାସନ ପକ୍ଷରୁ ସର୍କିଟ ହାଉସଠାରେ ସ୍ୱାଗତ କରାଯାଇଥିଲା ।Continue Reading

କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ,୨/୧ : ବୌଦ୍ଧ ଜିଲ୍ଲା କଲଚରାଲ ଏକାଡେମୀର ୨୭ତମ ବାର୍ଷିକ ଉତ୍ସବ ସ୍ଥାନୀୟ ବିଜ୍ଞାପିତ ଅଞ୍ଚଳ କାର୍ଯ୍ୟାଳୟ ନିକଟସ୍ଥ ବନ୍ୟା ଆଶ୍ରୟ ସ୍ଥଳ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମର ପ୍ରଥମ ପର୍ଯ୍ୟାୟରେ ଏକାଡେମୀର ସଭାପତି ନାଟ୍ୟକାର ହରିହର ପ୍ରଧାନ ସଭାପତିତ୍ୱ କରିଥିଲେ ।ଜେଏମବିବି ବିଜ୍ଞାନ ମହାବିଦ୍ୟାଳୟ ଭୁବନେଶ୍ୱର ର ଓଡ଼ିଆ ବିଭାଗ ମୁଖ୍ୟ ଡକ୍ଟର ବୈରାଗୀ ଚରଣ ପଟ୍ଟନାୟକ ମୁଖ୍ୟଅତିଥି ଭାବରେ ଯୋଗଦେଇ Continue Reading