କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ,୭/୨: ବୌଦ୍ଧ ଜିଲ୍ଲା କ୍ରିକେଟ୍ ଆସୋସିଏସନ ଆନୁକୂଲ୍ୟରେ ଆଜି ଜିଲ୍ଲା ଷ୍ଟାଡିଅମ ଠାରେ ଷଷ୍ଠ ବୌଦ୍ଧ କପ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇଯାଇଛି । ଉଦଘାଟନୀ ଉତ୍ସବରେ ମୁଖ୍ୟଅତିଥି ଭାବରେ ଉପ ଜିଲ୍ଲାପାଳ ରବିନ୍ଦ୍ର ନାଥ କହଁର ଯୋଗ ଦେଇ ଟୁର୍ଣ୍ଣାମେଣ୍ଟକୁ ଉଦଘାଟନ କରିଥିଲ ।ସମ୍ମାନୀତ ଅତିଥି ଭାବରେ ଜାତୀୟ ଗ୍ରାମୀଣ ସ୍ୱାସ୍ଥ୍ୟ ମିଶନର ଜିଲ୍ଲା ପ୍ରକଳ୍ପ ପରିଚାଳକ ରୂପକ କୁମାର ମହାପାତ୍ର, ବରିଷ୍ଠ କ୍ରୀଡାବିତ Continue Reading
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ,୪/୨: କଂଗ୍ରେସ ଦଳର ବରିଷ୍ଠ ନେତା ତଥା ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ ଆଜି ବୌଦ୍ଧ ଜ଼ିଲ୍ଲାକୁ ଆସି କଂଗ୍ରେସ ଦଳର ବର୍ତମାନ ସଂଗଠନ ସ୍ଥିତି ଓ ସାଧାରଣ କଂଗ୍ରେସ କର୍ମୀ ମାନଙ୍କ ଉପରେ ପଚାରି ବୁଝିବା ସହିତ ଅଂଚଳର ପ୍ରକୃତ ସମସ୍ୟା ଲୋକ ଲୋଚନ ଆଣି ସରକାର ବିରୁଦ୍ଧରେ ଲଢେଇ ଲାଗି କର୍ମୀ ମାନଙ୍କୁ ଗ୍ରାମାଞ୍ଚଳ ରେ ଯୁବକ ମାନଙ୍କୁ ଉତ୍ସାହିତ କରିବା ସହିତ ଆଗାମୀ ଦିନରେ କିପରି ଦଳକୁ ସଂଘଠିତ […]Continue Reading
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ, ୩୧/୧: ସମସ୍ତଙ୍କ ପାଇଁ ଶିକ୍ଷା କାର୍ଯ୍ୟକ୍ରମ ଅବସରରେ ବୌଦ୍ଧଜିଲ୍ଲାରେ ବିଭିନ୍ନ କାର୍ଯ୍ୟ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଏକ ମିନିମାରାଥନ ଅନୁଷ୍ଠିତ ହୋଇଥିଲା । ଉଦଘାଟନୀ ଉତ୍ସବରେ ଅତିଥି ଭାବରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ରବିନ୍ଦ୍ର କୁମାର ରାଉତ ବୌଦ୍ଧ ଗଡ ଏନଏସି ଅଧ୍ୟକ୍ଷ ମୃତ୍ୟୁଂଜୟ ମିଶ୍ର, ବୌଦ୍ଧ ପଂଚାୟତ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରକାଶ ଚନ୍ଦ୍ର ବେହେରା, ଆଇପି ଆନନ୍ଦ ବେହେରା, ସାଂସଦ ପ୍ରତିନିଧି Continue Reading
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ,୩୦/୧ : ବୌଦ୍ଧ ଜିଲା ହରଭଙ୍ଗା ବ୍ଲକ ଅନ୍ତର୍ଗତ ବାମଣ୍ଡା ଗ୍ରାମପଞ୍ଚାୟତ କାର୍ଯ୍ୟାଳୟଠାରେ ଜିଲାପ୍ରଶାସନ ଓ ପୋଲିସର ଯୁଗ୍ମ ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି ।ମହାତ୍ମା ଗାନ୍ଧୀଙ୍କ ତୀରୋଧାନ ଦିବସକୁ ସାରା ଦେଶରେ ସହୀଦ ଦିବସ ଭାବରେ ପାଳନ କରାଯାଉଥିବାବେଳେ ଜନଶୁଣାଣି ଶିବିର ଅବସରରେ ଅମର ସହୀଦଙ୍କ ସ୍ମୃତି ଉଦ୍ଦେଶ୍ୟରେ ଦୁଇ ମିନିଟ ନିରବ ପ୍ରାର୍ଥନା ।Continue Reading
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ, ୨୯/୧: ଓଡିଶାର ପୂର୍ବତନ ମନ୍ତ୍ରୀ ସ୍ବର୍ଗତ ନଟବର ପ୍ରଧାନଙ୍କ ଧର୍ମପତ୍ନୀ ତଥା ବର୍ତମାନ କ୍ୟାବିନେଟ ମନ୍ତ୍ରୀ ପ୍ରଦୀପ କୁମାର ଅମାତଙ୍କ ଶାଶୁ ଗିରୀଶ କୁମାରୀ ପ୍ରଧାନ ଇହଲୀଳା ତ୍ୟାଗ କରିଛନ୍ତି ।ଗତ କିଛି ଦିନ ହେଲା ସେ ବାର୍ଦ୍ଧକ୍ୟ ଜନିତ ଅସୁସ୍ଥତା ହେତୁ ବୌଦ୍ଧ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଥିଲେ କ୍ଷ ପୁରୀ ସ୍ୱର୍ଗଦ୍ୱାରରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଛି ।ସେ ଜଣେ ଧର୍ମପରାୟଣ ମହିଳା ଥିବା Continue Reading
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ,୨୫/୧: ବୌଦ୍ଧ ଜିଲ୍ଲାରେ ଚଳିତ ବର୍ଷ ତ୍ରୟୋଦଶ ଜାତୀୟ ମତଦାତା ଦିବସ ସ୍ଥାନିୟ ଟାଉନହଲ ଠାରେ ପାଳନ କରାଯାଇଅଛି । ଏଥିପୂର୍ବରୁ ଉପରୋକ୍ତ କାଯ୍ୟକ୍ରମର ସଫଳ ରୂପାୟନ ନିମନ୍ତେ ଏକ ବିଶାଳ ମାନବ ଶୃଙ୍ଖଳର ପରିକଲ୍ପନା କରଯାଇଥିଲା ।ମାନବ ଶୃଙ୍ଖଳ କାଯ୍ୟକ୍ରମ ଟି ତା :୨୫.୦୧.୨୦୨୩ ରିଖ ସକାଳ ୮.୩୦ ଘଟିକା ସମୟରେ ହାତୀଶାଳ ଛକଠାରୁ ବାହାରି ବୌଦ୍ଧ ଷ୍ଟାଡିୟମ, ପୋଷ୍ଟଅଫିସ ଛକ, ଗାନ୍ଧୀଛକ ଓ ଗୋପବନ୍ଧୁଛକ ପର୍ଯ୍ୟନ୍ତ ପ୍ରାୟ ୨ Continue Reading
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ,୨୪/୧: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଳକ ବୀରନରସିଂହପୁର ପଞ୍ଚାୟତର ଡୁମ୍ବୁରିମୁଣ୍ଡା ଠାରେ ନବନିର୍ମୀତ ମାହେଶ୍ୱରୀ ମନ୍ଦିର ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହେଉଛି । ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥିଭାବେ ଓଡିଆ ସିନେ ନିର୍ଦ୍ଦେଶକ ବନମାଳୀ ରଣା , ମୁଖ୍ୟବକ୍ତା ଭାବେ ସାହିତ୍ୟକ ରମେଶ ପ୍ରସାଦ ମେହେର ଯୋଗ ଦେଇଥିଲେ । ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିକା ଲାଭ କରିଥିବା ବ୍ୟକ୍ତି ଓ ଅନୁଷ୍ଠାନ ମାନଙ୍କୁ ସମ୍ମାନୀତ Continue Reading
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ,୨୧/୧: ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ ରାମକୃଷ୍ଣ ବାଳାଶ୍ରମ ବୀରନରସିଂପୁର ଠାରେ ଆଜି ଜିଲ୍ଲା ଜର୍ଣ୍ଣାଲିଷ୍ଟ ଫୋରମ ତରଫରୁ ଲାଇବ୍ରେରୀ ପାଇଁ ପୁସ୍ତକ ଓ ସ୍କୁଲ ବ୍ୟାଗ ବଣ୍ଟନ କରାଯାଇଛି ।ଏଥିରେ ମୁଖ୍ୟଅତିଥି ଭାବେ ଜିଲ୍ଲାପାଳ ସତ୍ୟ ରଞ୍ଜନ ସାହୁ ଯୋଗ ଦେଇଥିବାବେଳେ ସମ୍ମାନୀତ ଅତିଥି ଭାବେ ଆରକ୍ଷୀ ଅଧୀକ୍ଷକ ପ୍ରହଲ୍ଲାଦ ସହାଇ ମିନା, ଅତିରିକ୍ତ ଜିଲ୍ଲାପାଳ ବବିତାରାଣୀ ଦଳବେହେରା, ଉପ ଜିଲ୍ଲାପାଳ ରବୀନ୍ଦ୍ରନାଥ କହଁର, Continue Reading
ବୌଦ୍ଧ,୨୦/୧ : ଜବତ ଗଞ୍ଜେଇକୁ ସରକାରୀ ବାସଭବନରେ ଲୁଚାଇ ରଖିବା ଓ ଗଞ୍ଜେଇ ବେପାରୀକୁ ଛାଡ଼ି ଦେବା ଅଭିଯୋଗରେ ୩ ଜଣ ପୁଲିସ୍ କର୍ମଚାରୀଙ୍କୁ ନିଲମ୍ବିତ କରିଛନ୍ତି ବୌଦ୍ଧ ଏସ୍ପି। ସେମାନେ ହେଲେ ବଘିଆପଡ଼ା ଫାଣ୍ଡି ଅଧିକାରୀ ସନାତନ ପ୍ରଧାନ, କନଷ୍ଟେବଲ ସଂଜୀବ ପ୍ରଧାନ ଓ କେଶବ ପ୍ରଧାନ।୧୭ ତାରିଖ ରାତିରେ ବଘିଆପଡା ଫାଣ୍ଡି ଅଞ୍ଚଳ ବେରେଡାବେରୀ ଛକ ନିକଟରେ ଜଣେ ଯୁବକ ଗଞ୍ଜେଇ ନେଇ ବାଇକରେ ଯାଉଥିବା ବେଳେ ଫାଣ୍ଡି ଅଧିକାରୀ ତାକୁ ଅଟକାଇଥିଲେ। ତାଙ୍କ […]Continue Reading
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ,୧୮/୧: ଓଡିଶା ସରକାରଙ୍କର କ୍ରିଡା ଓ ଯୁବ ବ୍ୟାପାର ଶିକ୍ଷା ବିଭାଗ ପକ୍ଷରୁ ଛାତ୍ରୀ ମାନଙ୍କ ପାଇଁ ଆୟୋଜିତ ଆତ୍ମ ସୁରକ୍ଷା ତାଲିମ କାର୍ଯ୍ୟକ୍ରମ ଆଜି ବୌଦ୍ଧ ପଞ୍ଚାୟତ ମହା ବିଦ୍ୟାଳୟ ଠାରେ ଉଦଘାଟିତ ହୋଇ ଯାଇଛି ।ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରକାଶ ଚନ୍ଦ୍ର ବେହେରା ମୁଖ୍ୟ ଅତିଥିଭାବେ ଯୋଗଦେଇ ଛାତ୍ରୀ ମାନଙ୍କ ପାଇଁ ଆତ୍ମ ସୁରକ୍ଷା କୌଶଳର ଆବଶ୍ୟକତା ସଂପର୍କରେ ଆଲୋକପାତ କରିଥିଲେ । କାର୍ଯ୍ୟକ୍ରମର Continue Reading