କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ, ୧/୩: ଦେଶରୁ ଗରିବ ହଟିବ । ସମାଜରେ ଗରିବ ଶ୍ରେଣୀରେ ବସବାସ କରୁଥିବା ଲୋକଙ୍କୁ ମୁଣ୍ଡ ଗୁଞ୍ଜିବା ପାଇଁ ଘରଖଣ୍ଡିଏ ଓ ପେଟକୁ ଦିଓଳି ଦୁଇମୁଠା ଦାନା ଯୋଜାଇବା ପ୍ରତିଶ୍ରୁତିବଦ୍ଧ ସରକାର । ତେବେ କଣ ବାସ୍ତବରେ ଯୋଗ୍ୟ ବ୍ୟକ୍ତି ପାଇପାରୁଛନ୍ତି ଏହି ଯୋଜନାର ସଫଳତା । ଜିଲ୍ଲାର ବିଭିନ୍ନ ଗ୍ରାମରେ ଏମିତି କିଛି ଗରିବ ଲୋକ ସରକାରଙ୍କର ଏଭଳି ଜନହିତକର ଯୋଜନାରୁ ଆଜିଯାଏଁ ବଂଚିତ ହୋଇ ରହିଛନ୍ତି ।କିଏ ଚାଉଳ କାର୍ଡ […]Continue Reading
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ,୨୫/୨ : ଦ୍ୱିତୀୟ ଗନ୍ଧରକ୍ଷଢ଼ି ଲୋକକଳା ମହୋତ୍ସବ ତୃତୀୟ ସନ୍ଧ୍ୟା , ଗନ୍ଧରାଢ଼ୀ ହେଉଛି ମର୍ତ୍ୟର ବୈକୁଣ୍ଠ ଅଟେ: ଅତିଥିଙ୍କ ବକ୍ତବ୍ୟ ବୌଦ୍ଧ ଜିଲ୍ଲା ଲକ୍ଷ୍ମୀପ୍ରସାଦ ପଂଚାୟତ ଜଗତି ହାଇସ୍କୁଲ ପଡିଆ ମହୋତ୍ସବ ମଣ୍ଡରେ ଗୁରୁବାର ଦିନ ଗନ୍ଧରକ୍ଷଢ଼ୀ ଲୋକକଳା ମହୋତ୍ସବ ତୃତୀୟ ଦିବସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ତୃତୀୟ ଦିବସରେ ମହୋତ୍ସବ କମିଟିର ସଭାପତି ଅଶୋକ କୁମାର ସାହୁଙ୍କ ଅଧ୍ୟକ୍ଷତକ୍ଷରେ ଅନୁଷ୍ଠିତ Continue Reading
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ,୨୫/୨:ବୌଦ୍ଧ ଜିଲ୍ଲାର କଣ୍ଟାମାଲ ସ୍ଥିତ ଉମା ସମବାୟ ସମିତି ମାଧ୍ୟମରେ ଚଳିତ ବର୍ଷ ପ୍ରଥମଥର ଚାଷୀଙ୍କ ଠାରୁ ମାଣ୍ଡିଆ କିଣା ଯାଇଛି। ଖୁଣ୍ଟିଗୋରା ପଞ୍ଚାୟତ ପ୍ରାଙ୍ଗଣରେ ଆଖପାଖର ଗ୍ରାମର ୩୪ ଜଣ କୃଷକଙ୍କଠାରୁ ପ୍ରାୟ ୮୭ କୁଇଣ୍ଟାଲ କ୍ରୟ ମାନର ମାଣ୍ଡିଆ କିଣା ଯାଇଛି। ଆଜିର ମଣ୍ଡିକୁ ସ୍ଥାନୀୟ ସରପଞ୍ଚ ମହୋଦୟା ଶ୍ରୀମତୀ ସୁନିତା ମାଝୀ ଓ ଟିଡିସିସି ର ମାର୍କେଟିଙ୍ଗ ମେନେଜର ଶ୍ରୀ ଉମାକାନ୍ତ ବଳିଆରସିଂ ଉଦଘାଟନ Continue Reading
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ, ୨୪/୨: ସଂପ୍ରତି ଦେଶରେ ଘୋଟାଲା ସରକାର ଚାଲିଛି । ଆଦାନୀ ଭଳି କମ୍ପାନୀମାନଙ୍କ ଜରିଆରେ ଦେଶର କୋଟି କୋଟି ଟଙ୍କାକୁ ଲୁଟ କରାଯାଇଛି । ଲୁଟ କମ୍ପାନୀମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ବଦଳରେ କେନ୍ଦ୍ର ସରକାର ସେମାନଙ୍କୁ ସୁରକ୍ଷା ପ୍ରଦାନ କରୁଥିବା ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଅଭିଯୋଗ କରାଯିବା ସହିତ ଏହାର ପ୍ରତିବାଦରେ ଆସନ୍ତା ମାର୍ଚ୍ଚ ମାସରେ କଂଗ୍ରେସ ପକ୍ଷରୁ କେନ୍ଦ୍ର ସରକାର ବିରୋଧରେ Continue Reading
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ,୨୩/୨: ସମଗ୍ର ରାଜ୍ୟରେ ହକିର ଭିତ୍ତିଭୂମି ପାଇଁ ଉଦ୍ୟମ ହେଉଥିବାବେଳେ ନୂତନ ହକି ଖେଳାଳୀ ସୃଷ୍ଟି ପାଇଁ ବୌଦ୍ଧ ଜିଲ୍ଲା ପ୍ରଶାସନ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରିଛି । ଜିଲ୍ଲାର ବିଭିନ୍ନ ବିଦ୍ୟାଳୟକୁ ହକି ଷ୍ଟିକ ତଥା ଅନ୍ୟାନ୍ୟ ଉପକରଣ ଜିଲ୍ଲା ପ୍ରଶାସନ ତରଫରୁ ଯୋଗାଇ ଦିଆଯାଉଛି । ବୌଦ୍ଧ ଜିଲ୍ଲା ମୁଖ୍ୟାଳୟରେ ଥିବା ଅନ୍ୟତମ ଅଗ୍ରଣୀ ଶିକ୍ଷାନୁଷ୍ଠାନ ସେଂଟ୍ ଜାଭିୟର୍ସ ସ୍କୁଲରେ ଆଜିଠାରୁ ଏକ ହକି ଟିମ୍ ଗଠନ Continue Reading
ବୌଦ୍ଧ,୨୩/୨: ସାଇରନ ବଜାଇ ଦ୍ରୁତ ଗତିରେ ରାସ୍ତାରେ ମାଡ଼ି ଚାଲିଥିଲା ଆମ୍ବୁଲାନ୍ସ। ଆମ୍ବୁଲାନ୍ସ ଭିତରେ କେହି ଗୁରୁତର ରୋଗୀ ଥିବେ ଭାବି ରାସ୍ତାରେ ଯାଉଥିବା ଲୋକେ ବି ବାଟ ଛାଡ଼ି ଦେଉଥିଲେ।ମାତ୍ର ହଠାତ୍ ଆମ୍ବୁଲାନ୍ମକୁ ଅଟକାଇଲା ଅବକାରୀ ବିଭାଗ ଗାଡ଼ି। ଯାଞ୍ଚ ବେଳେ ଆମ୍ବୁଲାନ୍ସ ଭିତରୁ କୌଣସି ରୋଗୀ ନୁହେଁ ବାହାରିଲା ୪ କୁଇଣ୍ଟାଲ ୨୦ କେଜି ଗଞ୍ଜେଇ । ଏହା ଦେଖି ଅବକାରୀ ବିଭାଗ କର୍ମଚାରୀ ତାଜୁବ । ଏପରି ଘଟଣା ସୋନପୁର ଜିଲ୍ଲାର କୁଞ୍ଜ […]Continue Reading
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ,୨୧/୨: ଓଡିଶା ରାଜ୍ୟ ଅଣଗେଜେଟେଡ ପ୍ରାଣୀ ଚିକିତ୍ସା ବୈଷୟିକ କର୍ମଚାରୀ ସଂଘ ବୌଦ୍ଧ ଜିଲ୍ଲା ଶାଖା ପକ୍ଷରୁ ଏକ ପାଂଚ ଦଫା ଦାବିପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ମନ୍ତ୍ରୀ ପ୍ରଦିପ ଅମାତ ଓ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀଙ୍କୁ ପ୍ରଦାନ କରାଯାଇଛି । ଦାବିପତ୍ରରେ ଓଡିଶାର ପ୍ରତି ପଂଚାୟତରେ ପ୍ରାଣୀଧନ ନିରିକ୍ଷକ ଓ ତାର କ୍ୟାଡର ମାନେ ପ୍ରାଣୀ ସଂପଦର ସୁରକ୍ଷା ଦିଗରେ କାର୍ଯ୍ୟକରୁଛନ୍ତି ।ଏହି Continue Reading
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ,୧୭/୨: ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରେ ରାଜ୍ୟର ଗରିବ ପରିବାର ଙ୍କୁ ମୁଣ୍ଡପିଛା ୫ କେଜି ଚାଉଳ ଯୋଗାଣରୁ କେନ୍ଦ୍ର ସରକାର ବଂଚିତ କରୁଥିବାରୁ କେନ୍ଦ୍ର ସରକାରଙ୍କ ନିଷ୍ପତି ବିରୁଦ୍ଧରେ ଆଜି ବିଜେଡି ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଏବଂ ଏକ ଦାବିପତ୍ର ଜିଲ୍ଲାପାଳଙ୍କ ଜରିଆରେ ରାଷ୍ଟ୍ରପତିଙ୍କୁ ପ୍ରଦାନ କରାଯାଇଥିଲା ।ବୌଦ୍ଧଗଡ ଏନଏସି ଅଧ୍ୟକ୍ଷ ମୃତ୍ୟୁଂଜୟ Continue Reading
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ,୧୧/୨: ବୌଦ୍ଧ ଜିଲ୍ଲା କ୍ରିକେଟ ଆସୋସିଏସନ ଆନୁକୁଲ୍ୟରେ ଆଜି ଜିଲ୍ଲା ଷ୍ଟାଡିଅମ ଠାରେ ଟୁର୍ଣ୍ଣାମେଣ୍ଟର ଏକ ସେମି ଫାଇନାଲ ମ୍ୟାଚ୍ ଏସିସି ଅନୁଗୋଳ ଓ ଡିସିଏ ଖୋର୍ଦ୍ଧା ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । ଆଜିର ମ୍ୟାଚରେ ମୁଖ୍ୟଅତିଥି ଭାବରେ ବରିଷ୍ଠ କ୍ରିକେଟ୍ ଖେଳାଳୀ ରଞ୍ଜନ ରଶ୍ମି ନାଏକ ଯୋଗଦେଇ ମ୍ୟାଚକୁ ଉଦଘାଟନ କରିଥିଲେ ।ସମ୍ମାନୀତ ଅତିଥି ଭାବରେ ଜିଲ୍ଲା କ୍ରିକେଟ୍ ଆସୋସିଏସନର ବରିଷ୍ଠ ସଦସ୍ୟ ଦିଲ୍ଲୀପ କୁମାର Continue Reading
କମ୍ଭୁଧର କ୍ଷେତଙ୍କ ରିପୋର୍ଟବୌଦ୍ଧ,୭/୨ :ନେହେରୁ ଯୁବ କେନ୍ଦ୍ର ବୌଦ୍ଧ ତରଫରୁ ଜିଲ୍ଲା ହୋଇଯାଇଛି ।ଏହି ପରିପ୍ରେକ୍ଷୀରେ ନେହେରୁ ଯୁବ କେନ୍ଦ୍ର ର ଅସ୍ମାନ ମହାକୁଡ଼ ସମସ୍ତଙ୍କୁ ସ୍ବାଗତ ଜଣେଇବା ସହିତ ଅତିଥି ପରିଚୟ ପ୍ରଦାନ କରିଥିଲେ ।ମୁଖ୍ୟ ଅତିଥି ଭାବରେ ପାଞ୍ଚ ନମ୍ୱର୍ ଜୋନ ର ଜିଲ୍ଲାପରିଷଦ ସଭ୍ୟ। ଉର୍ମିଳା ଝାଙ୍କର,ସମ୍ମାନିତ ଅତିଥି ଭାବରେ ଜବାହାରଲାଲ ନେହେରୁ ବିଦ୍ୟାଳୟ ର ଅଧ୍ୟକ୍ଷା ଜଲି ଟୋମି, ଅଧକ୍ଷ ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନ ଅବିନାଶ Continue Reading