Home Posts tagged boudh district (Page 22)
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ, ୧୮/୩: ଓଡିଶା ବାର କାଉନସିଲ ଦ୍ୱାରା ଆସନ୍ତା ଏପ୍ରିଲ ୧୫ ତାରିଖରେ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଚଳିତ ନିର୍ବାଚନରେ ବୌଦ୍ଧ ଜିଲ୍ଲାରୁ ବରିଷ୍ଠ ଆଇନଜୀବୀ କୃଷ୍ଣଚନ୍ଦ୍ର ମେହେର କାଉନସିଲ ସଦସ୍ୟଭାବେ ପ୍ରାର୍ଥୀ ହୋଇଛନ୍ତି । ତେବେ ନିର୍ବାଚନ ତାରିଖ ଯେତେ ପାଖେଇ ଆସୁଛି ଜିଲ୍ଲାର ଓକିଲ ମାନଙ୍କ ମନରେ ଉତ୍ସାହ ସେତିକି ବଢିବାରେ ଲାଗିଛି ।ଚଳିତ ନିର୍ବାଚନରେ ବୌଦ୍ଧ ଓ ପୋଡସୀ କନ୍ଧମାଳ, ସୁବର୍ଣ୍ଣପୁର Continue Reading
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟ ବୌଦ୍ଧ,୧୭/୩ ବୌଦ୍ଧଜିଲ୍ଲା ପୁଲିସ ପକ୍ଷରୁ ଜିଲ୍ଲାର ଆଭ୍ୟନ୍ତରିଣ ଓ ଉପାନ୍ତ ଅଂଚଳ ଗୁଡିକରେ ଚଢାଉ କରି ବ୍ୟାପକ ଗଂଜେଇ ଜବତ କରିଛନ୍ତି । ଗତ ୨୪ ଦିନ ମଧ୍ୟରେ ଏସପି ରାଜ ପ୍ରସାଦଙ୍କ ନେତୃତ୍ୱରେ ପୁଲିସ ବିଭିନ୍ନ ଅଂଚଳରେ ଚଢାଉ କରି ୭୮ କ୍ୱିଣ୍ଟାଲ ୪୪ କେଜି ୨୦୦ ଗ୍ରାମ ଗଂଜେଇ ଜବତ କରାଯାଇଥିବା ଜିଲ୍ଲା ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି । ଜିଲ୍ଲାରେ ପ୍ରଥମ କରି ରେକର୍ଡ ପରିମାଣର ୨୪ ଦିନରେ […]Continue Reading
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ,୧୭/୩: ବୌଦ୍ଧ ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ବୌଦ୍ଧ ସହରର ବୁଟୁପାଲି ନିକଟରୁ ୧୦ କିଲୋ ଗଂଜେଇ ଜବତ କରାଯିବା ସହିତ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଜଣାଯାଇଛି । ସୂଚନା ମୁତାବକ ଜଗତସିଂହପୁର ଜିଲ୍ଲା ବାଲିକୁଦା ଥାନା ଅନ୍ତର୍ଗତ କଲଡା ଗ୍ରାମର ସତ୍ୟବ୍ରତ ମଲ୍ଲିକ ଏକ ବସ୍ତାରେ ୧୦ କିଲୋ ଗଂଜେଇ ଧରି ବୁଟୁପାଲି ଛକଠାରେ ବସକୁ ଅପେକ୍ଷା କରିଥିବାବେଳେ ବିଶ୍ୱସ୍ତ ସୁତ୍ରରୁ ସୂଚନା ପାଇ ଅବକାରୀ Continue Reading
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ,୧୫/୩: ଡ୍ରାଇଭର ମହାସଂଘର ଷ୍ଟେରିଙ୍ଗ ଛାଡ଼ ଆନ୍ଦୋଳନ ବୌଦ୍ଧ ଜିଲ୍ଲାରେ ଦେଖିବାକୁ ମିଳିଛି । ଡ୍ରାଇଭରମାନଙ୍କ ଷ୍ଟେରିଙ୍ଗ ଛାଡ଼ ଆନ୍ଦୋଳନ ଫଳରେ ଘରୋଇ ବସ, ଟ୍ରକ ଚଳାଚଳ ବନ୍ଦ ରହିଥିବା ବେଳେ ଅତ୍ୟାବସିକ ଜିନିଷ ପରିବହନ ଚଳା ଚଳ କରୁଥିବା ଦେଖିବାକୁ ମିଳିଛି।ଡ୍ରାଇଭରମାନେ ବୌଦ୍ଧ – କିଆକଟା ମହାନଦୀ ସେତୁ ନିକଟରେ ଶହ ଶହ ସଂଖ୍ୟା ଏକତ୍ରିତ ହୋଇ ଷ୍ଟେରିଙ୍ଗ ଛାଡ଼ ଆନ୍ଦୋଳନରେ ସାମିଲ ହୋଇଛନ୍ତି। ଆନ୍ଦୋଳନ ଫଳରେ Continue Reading
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ,୧୧/୩: ବୌଦ୍ଧ ସମବାୟ କେନ୍ଦ୍ର ବ୍ୟାଙ୍କ ପକ୍ଷରୁ ଏକ ଜିଲ୍ଲାସ୍ତରୀୟ ବ୍ୟାଙ୍କିଙ୍ଗ ସେବା ଓ ଋଣ କାର୍ମଶାଳା ଅନୁଷ୍ଠିତ ହୋଇଯାଇଛି, ସ୍ଥାନୀୟ ଟାଉନହଲଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବ୍ୟାଙ୍କ ପରିଚାଳନା କମିଟି ସଭାପତି ଅରୁଣ ପ୍ରଧାନ ଅଧ୍ୟକ୍ଷତା କରିଥିଲେ ।ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଜଙ୍ଗଲ ଓ ପରିବେଶ, ପଞ୍ଚାୟତିରାଜ ଓ ପାନୀୟଜଳ,ସୂଚନା ଓ ଲୋକ ସମ୍ପର୍କ ବିଭାଗ ମନ୍ତ୍ରୀ ପ୍ରଦୀପ କୁମାର ଅମାତ , Continue Reading
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ,୧୦/୩: ବୌଦ୍ଧ ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ଅବକାରୀ ଇନ୍ସପେକ୍ଟର ସାଗରିକ ପ୍ରଧାନ ଙ୍କ ନେତୃତ୍ଵ ଏକ ଟିମ ପାଟଲିପଡ଼ା ଜଙ୍ଗଲ ରେ ଚଢ଼ାଉ କରାଯାଇ ଏକ କ୍ୟୁଣ୍ଟାଲ ଗଞ୍ଜେଇ ଜବତ କରାଯିବା ସହ ୨ ନାବାଳକ ଗିରଫ କରାଯାଇ କିଶୋର ନ୍ୟାୟ ବୋର୍ଡରେ ହାଜର କରାଯାଇଛି ।ସେମାନଙ୍କ ମଧ୍ୟରୁ ଜଣଙ୍କୁ ବୌଦ୍ଧ ଉପକାରାଗାର ଓ ଅନ୍ୟ ଜଣଙ୍କୁ ରାଉରକେଲା କିଶୋର କାରାଗାରକୁ ସ୍ଥାନାନ୍ତର କରାଯାଇଛି, ଅବକାରୀ ବିଭାଗ ସୂଚନା ଅନୁସାରେ, Continue Reading
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ,୭/୩: ଜିଲ୍ଲା ସ୍ତରୀୟ ପଞ୍ଚାୟତି ରାଜ ଓ ଲୋକ ସେବା ଦିବସ ଜିଲ୍ଲାପାଳଙ୍କ ସଦଭାବନା ଗୃହରେ ପାଳିତ ହୋଇଯାଇଅଛି ।ମୁଖ୍ୟ ଅତିଥି ରୂପେ ଜଙ୍ଗଲ, ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ , ପଞ୍ଚାୟତି ରାଜ ଓ ପାନୀୟ ଜଳ ,ସୂଚନା ଓ ଲୋକ ସମ୍ପର୍କ ବିଭାଗ ମନ୍ତ୍ରୀ ପ୍ରଦୀପ କୁମାର ଅମାତ , ସମ୍ମାନୀତ ଅତିଥି ଭାବେ ଜିଲ୍ଲା ପରିଷଦ ଉପାଧକ୍ଷ ସଂଙ୍କର୍ଷଣ ପ୍ରଧାନ, ବୌଦ୍ଧଗଡ ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷ ମୃତ୍ୟୁଞ୍ଜୟ ମିଶ୍ର, Continue Reading
Odisha News
କମ୍ଭୁଧର କ୍ଷତିଙ୍କ ରିପୋର୍ଟବୌଦ୍ଧ,୬/୩: ବୌଦ୍ଧ ଏବଂ ହରଭଙ୍ଗା ଗୋଷ୍ଠି ଉନ୍ନୟନ ଗ,ସାମାଜିକ ସୁରକ୍ଷା ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷ ରୁ ଆଜି ବୌଦ୍ଧ ଜ଼ିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ପରିସରରେ ମଧୁବାବୁ ପେନସନ ଯୋଜନାରେ ଭତ୍ତା ପରିଚୟ ତ୍ର ଆବଣ୍ଟନ ମେଳା ଅନୁଷ୍ଠିତ ହୋଇ ଯାଇଛି,ଜ଼ିଲ୍ଲାପାଳ ସତ୍ୟରଞ୍ଜନ ସାହୁ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ଏହି ମେଳା ରେ ମୁଖ୍ୟ ଅତିଥି ଭାବେ ଜଙ୍ଗଲ ଓ ପରିବେଶ, ପଞ୍ଚାୟତିରାଜ, ପାନୀୟ ଜଳ ଯୋଗାଣ, ସୂଚନା ଓ ଲୋକ Continue Reading
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ,୪/୩: ବୌଦ୍ଧଗଡ ବିଜ୍ଞାପିତ ଅଂଚଳ ପରିଷଦ ପକ୍ଷରୁ ଆଜି ମିଶନ ଶକ୍ତିର ମହିଳାମାନଙ୍କୁ ସାଇକେଲ ବଣ୍ଟନ କରାଯାଇଛି । ଏହି ଅବସରରେ ସ୍ଥାନିୟ ଟାଉନ ହଲ ଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ପରିଷଦର ବିଭିନ୍ନ କାର୍ଯ୍ୟକ୍ରମରେ ସହଭାଗିତା ଭାବରେ କାର୍ଯ୍ୟ କରୁଥିବା ୪୩ ଜଣ ମିଶନ ଶକ୍ତି ଗୃପର ମହିଳା ମାନଙ୍କୁ ସାଇକେଲ ବଣ୍ଟନ କରାଯାଇଥିଲା ।ଏହି କାର୍ଯ୍ୟକ୍ରମରେ ୭ ଜଣ ଆହାର କର୍ମୀ, ୫ ଜଣ ଜଳସାଥୀ,୨ ଜଣ ସ୍ୱଚ୍ଛ ସୁପରଭାଇଜର,୨୨ ଜଣ Continue Reading
Odisha News
ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟକନ୍ଧମାଳ, ୩/୩:ଭୁବନେଶ୍ଵର ସ୍ଥିତ ଆଦିବାସୀ ପଡିଆ ୟୁନିଟ୍-୧ରେ ଆଦିବାସୀ ଭାଷା ଓ ସଂସ୍କୃତି ଏକାଡେମୀ, ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ଓଡ଼ିଶା ସରକାରଙ୍କ ଦ୍ଵାରା ଆୟୋଜିତ ଆଦିବାସୀ ମେଳା-୨୦୨୩ ଶେଷ ସନ୍ଧ୍ୟାରେ ଜନଜାତି ସାହିତ୍ୟ କୃତି ପାଇଁ କନ୍ଧମାଳର କୁଇକବି ପ୍ରଦୀପ କହଁର ଙ୍କୁ ‘ଆଦିବାସୀ ପ୍ରତିଭା ସମ୍ମାନ-୨୦୨୩’ ରାଜ୍ୟ ପୁରସ୍କାର ପ୍ରଦାନ କରାଯାଇଛି ।ଏହି ପୁରସ୍କାର ପାଇବାରେ ପ୍ରଦୀପ Continue Reading